🛑EXCLUSIVE : ସମସ୍ତ ସୀମା ଲଙ୍ଘିଲେ ଟ୍ୟୁସନ୍ ମାଷ୍ଟର! କୋଚିଂ ଫିସ୍ ନଦେବାରୁ ଛାତ୍ରୀଙ୍କୁ କଲେ ବିବାହ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହେଉଛି, ସେଥି ରୁ କିଛି ମଜା ଦାର ହୋଇଥିବା ବେଳେ ଆଉ କିଛି ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ସୋସିଆଲ ମିଡିଆ ଯୁଗ ରେ ଅଲଗା ଅଲଗା ପ୍ଲାଟଫର୍ମ ରେ ଅନେକ ଭିଡିଓ ଭାଇରାଲ ହେଉଛି ।

ଏପରି ଏକ ଭିଡିଓ ସାମ୍ନା କୁ ଆସିଛି, ଯେଉଁ ଠାରେ ଜଣେ ଶିକ୍ଷକ କୋଚିଂ ଫିସ୍ ନ ଦେବା ରୁ ଛାତ୍ରୀ ଙ୍କୁ ହିଁ ବାହା ହୋଇଛନ୍ତି । ଭିଡିଓ ଟି କେଉଁଠି କାର ଓ କେବେର ବୋଲି ଜଣାପଡିନାହିଁ । ଏହା ସହ ଘଟଣା ର ସତ୍ୟତା ବିଷୟ ରେ ମଧ୍ୟ ଜଣା ପଡିନାହିଁ!

ସାମ୍ନା କୁ ଆସିଥିବା ଭିଡିଓ ରେ ଦେଖିବା କୁ ମିଳିଛି ଯେ, ଜଣେ ମଧ୍ୟ ବୟସ୍କ ଲୋକ ସହ ଝିଅ ଠିଆ ହୋଇଛନ୍ତି । ଝିଅ ର ମଥା ରେ ସିନ୍ଦୁର ଲଗାଯାଇଛି । କିଛି ସେକେଣ୍ଡ ର ଭିଡିଓ ରେ ବ୍ୟକ୍ତି ଜଣ କ ନିଜ କୁ ଟ୍ୟୁସନ୍ ଶିକ୍ଷକ ବୋଲି କହିଛନ୍ତି । ସେ କହିଛନ୍ତି କି, ସେ ଏକ କୋଚିଂ ସେଣ୍ଟର ଚଳାନ୍ତି ଓ ପାଖ ରେ ଠିଆ ହୋଇଥିବା ଝିଅ ସେଥି ରେ ପାଠ ପଢ଼ୁଥିଲେ । କିନ୍ତୁ ଝିଅ ଜଣ କ କୋଚିଂ ଫିସ୍ ଦେଇ ପାରି ନ ଥିଲେ, ଯେଉଁ କାରଣ ରୁ ଶିକ୍ଷକ ତାଙ୍କୁ ବିବାହ କରିଛନ୍ତି ।

ଅଜ୍ଞାନ ରୂପକ ଅନ୍ଧକାର କୁ ଦୂର କରିବା ରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ର ଛାତ୍ରୀ ମାନେ ଗୁରୁ ଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି!

 

View this post on Instagram

 

A post shared by Bhutni_ke (@bhutni_ke_memes)


ଯଦି ଜଣେ ଶିକ୍ଷକ ହେଇ ଏମିତି ମୂର୍ଖ ଭଳି କାମ କରିବେ ତ ସେ ପିଲା ମନକୁ କଣ ଶିକ୍ଷା ଦେବେ ଏମିତି କିଛି କିଛି ଶିକ୍ଷକ ପାଇଁ ବହୁତ୍ ପିଲା ମାନେ ଖରାପ ହେଉଛନ୍ତି । ଯଦି ଶିକ୍ଷକ ଏମିତି ବ୍ୟବହର କରିବେ ତ ଶିକ୍ଷାନଷ୍ଠାନ ଗୁଡ଼ିକୁ ନଷ୍ଟ ହେଇଯାଇଛି ।

ଶିକ୍ଷକ କାମ ହେଉଛି ପିଲା ମାନଙ୍କୁ କିପରି ଶିକ୍ଷା ଦେବେ ଓ ଭଲ ଭାବେ ଗଢିବେ । ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯେଉଁ ଗୁରୁ ପିଲା ମାନଙ୍କୁ ଦିଗ୍ ଦର୍ଶନ ଦେଖେଇବା କଥା ସେଇ ଗୁରୁ ପିଲା ମାନଙ୍କୁ ଅବାଟ କୁ ନେଇଯାଉଛନ୍ତି।

ଟ୍ୟୁସନ ଶିକ୍ଷକ ଙ୍କ ଏହି ଭିଡିଓ ଇନଷ୍ଟାଗ୍ରାମରେ ନାମକ ଏକ ପେଜରେ ଅପଲୋଡ୍ ହୋଇଛି । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧.୫ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ପ୍ରବଳ ଲାଇକ୍ ମଧ୍ୟ ମିଳିଛି । ନେଟେନିଜେନ୍ସ ମଧ୍ୟ ଏହା ଉପରେ କଡ଼ା ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।