ଛିଃ..ଛିଃ..ଭଉଣୀ ଭଉଣୀ କହି,ଧରା ପଡ଼ିଗଲା ଧରମ ଭାଇ ସହ ଶାରୀରିକ ସମ୍ପର୍କ, ଆଉ ଧରାପଡ଼ିଗଲା ପରେ…,ଆଉ ତାପରେ ଯାହା ହେଲା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ପବିତ୍ର ସମ୍ପର୍କ ରେ ଲାଗିଲା କଳଙ୍କ ର ଦାଗ, ଭାଇ ଭଉଣୀ ସହ ରଖିଲା ଶାରୀରିକ ସମ୍ପର୍କ। ଶେଷ ରେ ବାହାହୋଇ ନିଯ୍ଯାତନା ମଧ୍ଯ୍ଯ ଦେଲା। ଏବେ ନ୍ଯାୟ ପାଇବାକୁ ଚାହୁଁଛନ୍ତି ପୀଡିତା। ଦୁନିଆରେ ସବୁଠାରୁ ପବିତ୍ର ସମ୍ପର୍କ ହେଉଛି ଭାଇ ଭଉଣୀ ଙ୍କ ପବିତ୍ର ସମ୍ପର୍କ। ଭାଇ ଭଉଣୀ ଙ୍କୁ ଏତେ ଭଲପାଏ ଯେ ସେ ତା ଭଉଣୀ ପାଇଁ ନିଜ ଜୀବନ ଦେବାକୁ ବି ପଛେ ନାହିଁ। ସବୁ ବେଳେ ଗୋଟେ ଭାଇ ତା ଭଉଣୀ ର ସୁରକ୍ଷା ପାଇଁ ତା ଆଗରେ ରକ୍ଷା କବଚ ସାଜି ରହିଥାଏ।
କଥାରେ ଅଛି ଭାଇ ଯାହାର ନାହିଁ ସୁଖ ତାହାର ନାହିଁ। ଆମେ ଅନେକ ଖବର ଦେଖିଛୁ ଏହି ଭାଇ ଭଉଣୀ ଙ୍କ ସମ୍ପର୍କ କୁ ନେଇ କେବେ କେବେ ଭଲ ଶୁଣି ଥାଉ ଆଉ କେବେ କେବେ ଖରାପ । ନିକଟରେ ଆମେ ଦେଖାଇ ଥିଲୁ କିପରି ସମ୍ପତ୍ତି ପାଇଁ ଜଣେ ଭାଇ ତା ଭଉଣୀ ର ଘରକୁ ସମ୍ପତ୍ତି ଲୋଭ ରେ ଭାଙ୍ଗି ଦେଇଥିଲା। ଏମିତି କି ନିଜ ଜୀବନ ଦେବାକୁ ପଛେଇ ନଥିଲା।
ଆଜି ଆମେ ଆପଣଙ୍କୁ ଭାଇ ଭଉଣୀ ଙ୍କ ଏମିତି ଏକ ସମ୍ପର୍କ ବିଷୟ ରେ କହିବୁ ଯାହା ଆପଣମାନେ ଶୁଣି ଆଶ୍ଚର୍ଯ୍ଯ ହେବେ। ପାଦ ତଳୁ ମାଟି ଖସିଯିବ ମୁଣ୍ଡ ଉପରୁ ଆକାଶ ଛିଡି ପଡିବ। ପରିବାର ସମ୍ପର୍କ ବିନା ଆଗେଇ ପାରେ ନାହିଁ। ସମ୍ପର୍କ ଭାଇ ଭଉଣୀ ବିନା ସୁଷ୍ଟି ହୋଇପାରେନା।ବାପା ମାଆ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଠାରୁ ଭାଇ ଭଉଣୀ ଙ୍କ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। ହେଲେ ଆଜିର ଏ ସମାଜରେ ସବୁ ଅଲଗା ଘଟଣା ଘଟୁଛି।
ଏମିତି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ର ରାୟଗଡ଼ା ବ୍ଲକ୍ ସରଡା ଗ୍ରାମ ରେ ଘଟି ଯାଇଛି। ଗ୍ରାମ ର ବସ୍ତିରାଣୀ ଛିଞ୍ଚାଣୀ ଏକ ଗରିବ ଝିଅ ଅଟେ। ବସ୍ତିରାଣୀ ବାପାମାଆ ଙ୍କର ଏକ ମାତ୍ର ଅଲିଅଳି ଝିଅ। ପରିବାରର କେହି ପୁଅ ନଥିବାରୁ ତାର ଫାଇଦା ଉଠାଇଲା ସେହି ଗ୍ରାମ ର ସୁରେନଦିନ୍ ଛିଞ୍ଚାଣୀ। ବସ୍ତିରାଣୀ ଙ୍କ ଘରକୁ ଆସି ବସ୍ତିରାଣୀ ଙ୍କ ବାପାମାଆ ଙ୍କୁ ମଧ୍ଯ୍ଯ ସମ୍ମାନ ଦେଉଥିଲା। ଏବଂ ତାକୁ ଭଉଣୀ ପରି ଦେଖୁଥିଲା।
ଝିଅ ର କୋମଳ ମନକୁ ଦେଖି ଫାଇଦା ଉଠାଇଥିଲା ଧରମ ଭାଇ, ଧରମ ଭାଇ ଯାହା କହୁଥିଲା ତାହା ମାନୁ ଥିଲା ଝିଅ। ଧିରେ ଧିରେ ତାକୁ ତା ପ୍ରେମଜାଲ ରେ ଫସାଇଲା। ତା ପରେ ତା ସହ ଶାରୀରିକ ସମ୍ପର୍କ ମଧ୍ଯ ସ୍ତାପନ କଲା। ତା ପରେ ଝିଅ ଟା ବି ପୁଅଟିର ପ୍ରେମରେ ପଡିଗଲା।
ଭାଗ୍ୟ ବସତ ଝିଅ ଟି ର ବାପାମାଆ ଝିଅ ଟାକୁ ଏକା କରି ଆରପାରିକୁ ଚାଲିଗଲେ। ତା ପରେ ସେ ପୁଅ ସହ ତାର ବିବାହ ହୋଇଗଲା।କିନ୍ତୁ ପୁଅ ଘର ଲୋକ ରାଜି ନଥିଲେ। ସେ ଝିଅ କୁ ସେମାନେ ତାଙ୍କୁ କଷ୍ଟ ଦେଉଥିଲେ। ଶେଷ ରେ ସେ ଝିଅ ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲା। ଏବଂ ପୁଲିସ ତାକୁ ଗରିଫ କରିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।