ଆଶ୍ଚର୍ଯ୍ୟ ! ହଠାତ ବିଲେଇ ( Cat ) ସାପ ଉପରକୁ ଡେଇଁ ବଂଚାଇଲା ମଣିଷ ଜୀବନ… ଏହି ଦୃଶ୍ୟ ଦେଖିଲେ ହୋସ ଉଡିଯିବ… ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ଜାଣିଛନ୍ତି ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।

ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ।ବନ୍ଧୁଗଣ ଆପଣ ତ ଅନେକ ସାପ ଉଦ୍ଧାର ର ଭିଡ଼ିଓ ଦେଖିବାକୁ ପାଉଥିବେ।ଆସନ୍ତୁ ସେହିପରି ଆଜି ଆମେ ସାପ ଉଦ୍ଧାରର ଏକ ଭୟାନକ ଭିଡିଓ ଦେଖିବା।

ଆପଣ ଜାଣିଛନ୍ତି ଆମ ଚତୁଃପାର୍ଶ୍ଵରେ ରହିଥିବା କିଛିକାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି ଏବଂ କେତେବେଳେ ବି କାହାକୁ ଦଂଶନ କରି ପାରନ୍ତି। ତେବେ ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ।

ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।

କାରଣ ଏଠାରେ ନାଗଭଳି ଏକ ବିଷଧର ସାପ ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ଉଦ୍ଧାର କରା ଯାଉଛି ତାହା ଥରେ ଦେଖନ୍ତୁ।ଏଠାରେ ଏହି ସାପଟି ଏକ ଘର ଭିତରେ ପ୍ରବେଶ କରିବା ପରେ ଘରର ଅନ୍ଯ ଲୋକ ମାନେ ଶୋଇଥିଲେ।

ଏହି ସମୟରେ ଏକ ବିଲେଇ ସାପଟିକୁ ଦେଖିବା ପରେ ପାଟି କରି ସମସ୍ତଙ୍କୁ ଉଠାଇ ଥିଲା। ଫଳରେ ସାପଟି କାହାକୁ ଦଂଶନ କରି ପାରି ନଥିଲା।ପରେ ବ୍ୟକ୍ତି ଜଣଙ୍କ ଦେଖିବାକୁ ପାଇଥିଲେ ଯେ ବିଷଧର ନାଗ ସାପ ଟିଏ ଘରେ ପ୍ରଵେଶ କରିଛି।

ଏହାପରେ ସେ ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ ଆସି ଏହି ରାଗି ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସାପଟି କିପରି ଗର୍ଜନ କରୁଛି ତାହା ଥରେ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !