ଦେଖନ୍ତୁ Shocking ଭିଡ଼ିଓ – ସ୍କୁଲ ଝିଅ ମଦ ପିଇ ହେଲେ ଉତୁପାତ ,ସରି ଆସୁଛି କି କଳିଯୁଗ

ସାଙ୍ଗ ମାନେ ଆସ ଆଜି ଟିକେ ଏନଜୟ କରିବା ଆଜି ଟିକେ ଲାଇଫ ଟାକୁ ରଙ୍ଗୀନ କରିବା ଆଉ ସେଟା ବି ଅଲଗା ପ୍ରକାର କରିବା ପୁରାପୁରି ପୁଅ ଙ୍କ ପରି | ଖାଲି କଣ ପୁଅ ମାନେ ମଦ ପିଇ ଏନଜୟ କରିବା ଆଉ ଆମେ ଝିଅ ମାନେ କରି ପାରିବା ନାହିଁ | ମଡନ ଯୁଗର ସଡନ ଛୁଆ ଆମେ ସ୍ମାର୍ଟ ଯୁଗ ର କଲେଜ ଗାର୍ଲ ଆମେ ଯାହାକି ଆମେ ବି କିଛି କମ ନୁହେଁ | ଚାଲ ଆମେ ବି ଆଜି ସାରା ଦୁନିଆଁ କୁ ଦେଖେଇ ଦେବା ଆମେ ବି ପୁଅ ମାନଙ୍କ ଠାରୁ କିଛି ବି ଗୁଣରେ କମ ନୁହଁନ୍ତି | ଆମେ ବି ପୁଅ ଙ୍କ ଭଳି ମଦ ପିଇ ଏନଜୟ କରି ପାରୁ ସେ ମଦ କମ୍ପାନୀ ଖାଲି କଣ ପୁଅ ମାନଙ୍କ ପାଇଁ ଖୋଲିଛି ନା ସେଥିରେ କେବଳ ପୁଅ ମାନଙ୍କ ନାଁ ଲେଖା ହୋଇଛି |

ଆମେ ବି ସ୍ୱାଧୀନ ଭାରତ ର ଝିଅ ଛାଡିବା ଝିଅ ଆମେ ନୁହେଁ ଆରେ ତୁ ଜମା ଟେନ୍ସନ ନେନି ଆମେ ହାର୍ଡ ନୁହେଁ ଆମେ ବିୟର ପିଇବା | ତେବେ ଏଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବା ପାଇଁ ମିଳିଛି କି ସ୍କୁଲ ର ଦୁଇ ଜଣ ଛାତ୍ରୀ ମଦ ପିଉଛନ୍ତି |

ଜଣେ ଛାତ୍ରୀ ମଦ ପିଇ ସାରି ତାପରେ ଆଉ ଜଣେ ଛାତ୍ରୀ ଙ୍କୁ ବଢ଼ାଇ ଦେଉଛି ଆଉ ସେ ମଧ୍ୟ ବୋତଲ ଟେକି ବେସ ଖୁସିରେ ମଦ ପିଉଛି | ତେବେ ଆଉ ଜଣେ କେହି ଏହି ସବୁ ଦୃଶ୍ୟ ର ଭିଡ଼ିଓ ରେକର୍ଡ କରିଛି ଯାହା ପରବର୍ତ୍ତୀ ମୁହୂର୍ତ୍ତ ରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଭିଡ଼ିଓ ଟିକୁ ପୋଷ୍ଟ କରିଛି ଆଉ ତାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ଏହି ସ୍କୁଲରେ ସାର ଏଠି ତମକୁ ପଢ଼ାଇବେ ନା ତମର ନିଶା କୁ ସମ୍ଭାଳିବେ ଆଉ ଏହି ପିଲା ମାନେ ମଧ୍ୟ ଭବିଷ୍ୟତ ଉଜ୍ଜଲ ପାଇଁ ପାଠ ପଢିବେ ନା ଭବିଷ୍ୟତ ରେ ଏଭଳି ନିନ୍ଦନୀୟ କାର୍ଯ୍ୟ କରି ଯାତ୍ରା ପାଟିରେ ଯାଇଁ ଯାତ୍ରା କରିବେ | ଏଭଳି ଝିଅ କାହା ଘରେ ଲକ୍ଷ୍ମୀ କଣ ହେବେ ଏମାନେ ତ ଓଲଟି ସେହି ଘରକୁ ବୁଡାଇ ଦେବେ |

ତମେ ଯଦି ଏଭଳି ମଦ ପିଇବ ତେବେ ଆଗକୁ ସ୍ୱାମୀ ମଦ ପିଇଲେ ଏମାନେ ତମେ ବାରଣ କରିବ ନାହିଁ ବରଂ ତମେ ସେହି ସ୍ୱାମୀ ଙ୍କ ସହ ମିଶି ମଦ ପିଇ ଦେବ | ଏତେ କମ ବୟସ ରୁ ଯଦି ପିଲା ଏମିତି ହେବେ ତେବେ ତାଙ୍କର ଭବିଷ୍ୟତ ପୁରା ନଷ୍ଟ ହୋଇଯିବ ଆଉ ଏଭଳି କିଛି ନାରୀ ହିଁ ସମାଜ କୁ ନଷ୍ଟ କରି ଦେଇ ସାରିଲେଣି |