Exclusive : ବାବୁଶାନ୍ ଡ୍ରଗ୍ସ କଥା ମାନିଗଲେ ଜେଲ୍ ଯିବେ ପ୍ରକୃତି। ଏବେ ସରିଲା ପ୍ରକୃତିର ଖେଳ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ମାନେ ଜାଣିଥିବେ କି ବାବୁଶାନ ଓ ପ୍ରକୃତି ମିଶ୍ର ପ୍ରେମ କାହାଣୀ ବିଷୟରେ।ତେବେ ଦୁଇ ଜଣ ଯୁବ ପିଢ଼ିର ଅଭିନେତା ଏବଂ ଅଭିନେତ୍ରୀ ଥିଲେ ସେମାନେ ଏବେ ତାଙ୍କର କ୍ୟାରିୟର ଆରମ୍ଭ କରୁଥିଲେ କିନ୍ତୁ ଏସବୁ ଭିତରେ ଏହି ଘଟଣା ଘଟିଗଲା ଯାହାର ପରିଣାମ ଏବେ ପ୍ରକୃତି ମିଶ୍ରଙ୍କୁ ଦେବାକୁ ପଡ଼ିଲା ଆସନ୍ତୁ ଜାଣିବା ଏହା ବିଷୟରେ।

ପତି ପତ୍ନୀ ଏବଂ ପ୍ରକୃତି ବିବାଦ ପରେ ବାହାରକୁ ଆସିଥିଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଚୋରା ପିରତି।ସମସ୍ତ ଓଡ଼ିଶା ବାସୀ ଜାଣିଲେ ପ୍ରକୃତି ମିଶ୍ର ଙ୍କ ଅସଲ ଚେହେରା।ଏହି ଘଟଣା ପାଇଁ ତାଙ୍କୁ ରାସ୍ତା ମଝିରେ ମାଡ଼ ବି ଖାଇବାକୁ ପଡ଼ିଥିଲା ଓ ଏଥି ସହ ତାଙ୍କର ସମ୍ମାନ ମଧ୍ୟ ନଷ୍ଟ ହୋଇଥିଲା।କିଛି କିଛି ଲୋକ!

 ପ୍ରକୃତି ମିଶ୍ରଙ୍କ ସଂସ୍କାର ବିଷୟରେ ମଧ୍ୟ କଥା ଉଠାଇ ଥିଲେ।ଏସବୁ ଭିତରେ ପ୍ରକୃତି ମିଶ୍ର ଙ୍କ କିଛି ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।ତେବେ ଏତେ ସବୁ ଘଟଣା ପରେ ଯାହା ସମ୍ମାନ ତ ଯାଇଥିଲା ଏବେ ହାତରୁ କାମ ବି ପଳାଇଲା।ଏହି ଘଟଣା ପୂର୍ବରୁ ପ୍ରକୃତି ମିଶ୍ର ଯେଉଁ ବିଜ୍ଞାପନ କରିଥିଲେ ତାହା!

ଏବେ ସବୁ ରାସ୍ତାରୁ କାଢି ଦିଆ ଯାଇଛି।ଆଜ୍ଞା ହଁ ପ୍ରକୃତି ମିଶ୍ର ସୁନା ଗହଣା ବିଜ୍ଞାପନରେ କାମ କରିଥିଲେ ଆଉ ରାସ୍ତାରେ ତାଙ୍କର ବଡ଼ ବଡ଼ ହୋଡିଂ ମଧ୍ୟ ଲାଗିଥିଲା କିନ୍ତୁ ଏବେ ସେଗୁଡିକ ସବୁ କମ୍ପାନୀ ତରଫରୁ କାଢି ଦିଆ ଯାଇଛି।


ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପୂର୍ବରୁ ପ୍ରକୃତି ମିଶ୍ର ସୁନା ଗହଣାବିଜ୍ଞାପନରେ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନର ଘଟଣା ପରେ ତାଙ୍କର ଏହି ହୋଡିଙ୍ଗ ଗୁଡ଼ିକ କାଢି ଦିଆ ଯାଇଛି।ଏହି ଘଟଣା ରେ ଦୁଇଟି ବଡ଼ ପରିବାର ସଂପୃକ୍ତ ଥିଲେ ଏବଂ ଉଭୟ ପକ୍ଷରୁ ଜଣେ ଆଉ ଜଣଙ୍କୁ ବାଦ ବିବାଦ ଲାଗି ରହିଥିଲା ଯାହା ଦ୍ଵାରା ଏହି ଦୁଇଟି ପରିବାରର ବହୁତ ଅପମାନ ମଧ୍ୟ ହୋଇଥିଲା

ତେଣୁ ଏଥି ପାଇଁ କମ୍ପାନୀ ତରଫରୁ ହୋଡ଼ିଙ୍ଗ ଗୁଡ଼ିକ କାଢି ଦିଆ ଯାଇଥିବାର ସୂଚନା ମିଳିଛି।ଏବେ ଲୋକମାନେ କହୁଛନ୍ତି ପ୍ରଥମେ ସମ୍ମାନ କଲା ଏବଂ ବର୍ତ୍ତମାନ ହାତରୁ କାମ ବି ଗଲା।ବହୁ ପ୍ରତୀକ୍ଷା ପରେ ବାବୁସାନ ଆଜି ଘରକୁ ଫେରିଥିଲେ ତେବେ ଦିନେ ଦୁଇଦିନ ଭିତରେ ବାବୁସାନ ଙ୍କୁ ପଛାଉଚରା କରିବା ପୋଲିସ ବୋଲି ଜଣା ପଡିଛି,ତେବେ ଏ ନେଇ ଓକିଲ ଙ୍କ ମତାମତ ଆସିଛି ସାମ୍ନା କୁ,ପତ୍ନୀ ଙ୍କ ମାମଲା ଅନୁର ଜୋରଦାର ଚାଲିଛି ମାମଲା,ତେବେ ଆଗୁଆ ଜାମିନ ପାଇଁ ସେ ଆବେଦନ କରିଥିବା ଜଣା ପଡିଛି ବରିଷ୍ଠ ଆଇନଜୀବୀ ଏ ନେଇ କହିଛନ୍ତି !

ଆମେ ଯାହା ଜାଣିଲୁ କି ବାବୁସାନ ଏବେ ଭୁବନେଶ୍ୱର ବିମାନ ବନ୍ଦର ହେଇ ତାଙ୍କ ଘରକୁ ଫେରିଛନ୍ତି ଆଉ ସେ ତାଙ୍କ ବାପା ମାଆଙ୍କ ପାଖକୁ ମଧ୍ୟ ଆସିଛନ୍ତି ଆଉ ଘରେ ରହି ଖାଦ୍ୟ ଗ୍ରହଣ କରିବା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଯାଏ କରିଛନ୍ତି।ଏହା ଖବର ଆସୁଛି। ତେବେ ଏବେ ଯାହା ଜଣା ପଡୁଛି କି ପୋଲିସ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।