ହେ ଭଗବାନ ! ସର୍ବ ସମ୍ମୁଖରେ ବଳି ଦେଇଦେଲେ ୬ ବର୍ଷର ଶିଶୁପୁତ୍ରକୁ, ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ପାଦ ତଳ ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

କଳି ଯୁଗରେ ମଣିଷ ମାନେ ଏମିତି ହୋଇ ଗଲେଣି ଆପଣ ମାନେ ଚିନ୍ତା କରି ପାରିବେ ନାହିଁ । ମଣିଷ ମାନେ ବହୁତ ଭୟଙ୍କର ହୋଇ ଗିଲେଣି । ଗୋଟେ ମଣିଷ ଆଉ ଗୋଟେ ମଣିଷ କୁ କେମିତି ମାରି ପାରିବ । ଆଜି କିନ୍ତୁ ଜଣେ ମଣିଷ ଆଉ ଜଣେ ମଣିଷ କୁ ବିଚ ରାସ୍ତା ରେ ହାଣି ଦିଆ ଯାଉଛି । ଆପଣ ମାନେ ମଧ୍ୟ ବହୁତ ସୋସିଆଲ ମିଡ଼ିଆ ରେ ଏହି ଭଳି ଭିଡିଓ ଦେଖିବା ପାଇଁ ପାଉ ଥିବେ ।

ତେବେ ଆଜି ଆମେ ଆପଣ ମାନକୁ ଏଭଳି ଏକ ଘଟଣା କହିବା ପାଇଁ ଯାଉଛୁ , ଯାହା ଆପଣ ଶୁଣିବା ପରେ ଡରି ଯିବେ । ଆଉ ଆପଣଙ୍କ ପିଲା ମାନକୁ କେବେ ବାହରକୁ ଛାଡିବେ ନାହିଁ । ତେବେ ଜଣେ 6 ବର୍ଷ ର ଛୋଟ ପିଲା କୁ ତାର ମୁଣ୍ଡ କାଟି ଫିଙ୍ଗି ଦେଇ ଛନ୍ତି । ତେବେ ଆପଣ ଙ୍କୁ ଶୁଣିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁ ଥିବ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ ଅଟେ ।
ତେବେ ଘଟଣା ଟି ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ରେ । ରାୟଗଡା ଜିଲ୍ଲା ର ସିଂବିରି ଥାନା ରେ ଏହି ଅଭିଯୋଗ ଟି ଆସି ଥିଲା । ଜଣେ 6 ବର୍ଷ ର ଶିଶୁ ର କୋଟା ମୁଣ୍ଡ ଦେଖିବା ପାଇଁ ମିଳି ଥିଲା । ତେବେ ଗତ ମାସ 5 ତାରିଖ ରେ ଏହି ଘଟଣା ଟି ଆସିଥିଲା । ବିରସା ମୁଣ୍ଡା ଙ୍କ ପୁଅ ର କୋଟା ମୁଣ୍ଡ ଦେଖିବା ପାଇଁ ମିଳି ଥିଲା । ତେବେ ଘଟଣା ଟିରେ ଦେଖିବା ପାଇଁ ମିଳି ଥିଲା

ସେହି କୋଟା ମୁଣ୍ଡ ରେ ସିନ୍ଦୁର ଲାଗି ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ତେବେ କୋଟା ମୁଣ୍ଡରେ ସିନ୍ଦୁର ଲାଗିଲା କେମିତି । ଏହାର ଅର୍ଥ ଏହି ପିଲା ଟିକୁ ବୋଳି ଦିଆ ଯାଇଛି । ସେଥି ପାଇଁ ତାଙ୍କ ବାପା ଥାନା ରେ ଯାଇ ଅଭିଜଗ କରି ଥିଲେ ।ଆଜି କାଲି ର ଲୋକ ମାନେ ଏମିତି ହୋଇ ଗିଲେଣି ଯେ ଗୋଟେ ଛୋଟ ପିଲା କୁ ବୋଳି ଦେବା ପାଇଁ ମଧ୍ୟ ଛାଡୁ ନାହାନ୍ତି ।

ତେବେ ଆଗ କାଳ ରେ ଲୋକ ମାନଙ୍କର ଭ୍ରମ ଧାରଣ ଥିଲା ଯେ ମା ଙ୍କ ପାଖରେ ବଳୀ ଦେଲେ ମା ସନ୍ତୁଷ୍ଟ ହେବେ । ହେଲେ ଆପଣ ମାନେ ଗୋଟେ କଥା ଚିନ୍ତା କରନ୍ତୁ ଯେଉଁ ମା ଆମକୁ ଜନ୍ମ ଦେଇ ଥାଏ , ସେ କେବେ ଛଂହିବେ ଯେ ତାର ପିଲା ମାରିବା ପାଇଁ । କିନ୍ତୁ ଆଗକାଳରେ ଲୋକ ମାନେ ଜାଣି ନ ଥିଲେ କିନ୍ତୁ ଏବେ ମଧ୍ୟ ଲୋକ ଏମିତି ଅଛନ୍ତି । ତେଣୁ ଜୀବନ ନେଇ ମା କେବେ ଖୁସି ହୁଅନ୍ତି ନାହିଁ । ଏହା ହେଉଛି ଲୋକଙ୍କ ର ଗୋଟେ ଭ୍ରମ ଧାରଣ । ତେବେ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।