Gas,Acidity – ସପ୍ତାହରେ ୨ ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ | ଏହି ଘରୋଇ ଉପଚାର କୁ ଥରେ ବ୍ୟବାହର କରନ୍ତୁ ୧୦୦% ଗ୍ୟାରେଣ୍ଟି !

ସ୍ୱାସ୍ଥ୍ୟ ସହିତ ଜଡିତ କେତେକ ସାମାନ୍ୟ ଦାୟିତ୍ବହୀନତା କାରଣରୁ ଅନେକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଯାଇଥାଏ। ନିଜର ସ୍ୱାସ୍ଥ୍ୟକୁ ଉତ୍ତମ ଭାବରେ ବଜାୟ ରଖିବା ପାଇଁ ଯଦି ଆମେ ସଠିକ ସମୟରେ ସଠିକ ପଦକ୍ଷେପ ଉଠାଉ ନଥାନ୍ତି ତେବେ ଆମେ ରୋଗରେ ପଡ଼ି ଯାଇଥାନ୍ତି। ଆପଣ ଘରେ ଥିବା କିଛି ସାମଗ୍ରୀ ସାହାଯ୍ୟରେ ଆପଣଙ୍କ ଲିଭରକୁ ସଫା କରି ପାରିବେ। ଯାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ପ୍ରମାଣିତ ହେବ।

ଆୟୁର୍ବେଦ ଅନୁଯାଇ ଜିରା ହେଉଛି ଏପରି ଏକ ମସଲା ଯାହା ହଜମକାରୀ ରସକୁ ଉତ୍ସାହିତ କରିପାରେ ଏବଂ ଅମ୍ଳତା ଓ ଗ୍ୟାସଜନିତ ସମସ୍ୟାରୁ ଆମକୁ ରକ୍ଷା କରିଥାଏ ଏବଂ ଜିରା ପାଣି ଆମକୁ ଏସିଡିଟି ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ଆପଣ ଅଳ୍ପ ଡାଲଚିନି ପକାନ୍ତୁ। ଡାଲଚିନି ଏକ ଭାରତୀୟ ମସଲା ଯାହା ସାଧାରଣତଃ ଖାଦ୍ୟର ସ୍ୱାଦ ବଢିବା ପାଇଁ ବ୍ୟବହୃତ କରାଯାଇଥାଏ ।

ପ୍ରଥମେ ଆପଣ ଜିରା କୁ ଗୋଟାଏ କଡ଼େଇ ରେ ବସାଇ ଭାଜି ନେବେ ଓ ସେଥିରେ ଧନିଆ ପକେଇଦେବେ ତାପରେ ଜୁଆଣି ଦେଇକି ଟିକେ ଭାଜି ନେବେ ଓ ତାପରେ ଗ୍ରାଇଣ୍ଡର ରେ ଗୁଣ୍ଡ କରିଦେବେ ଏହାପରେ ସେହି ପାଉଡର ରେ ପୋଦିନା ପତ୍ର ଗୁଣ୍ଡ , କଳା ଲୁଣ ଓ ସୁଣ୍ଠି ପାଉଡର ଓ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ ତାପରେ ଏହା କୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି ରେ ଏହି ପାଉଡର ଟି କୁ ଭଳି ଭାବରେ ମିଶାଇ ଦିଅନ୍ତୁ । ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏହା ପେଟକୁ ଥଣ୍ଡା ରଖିବାରେ କାମ ଦେଇଥାଏ।

କଳା ଲୁଣ ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରେ ଏବଂ ଅନ୍ତଃନଳୀ ଗ୍ୟାସକୁ ମଧ୍ୟ ହାସ କରିଥାଏ। ଏବେ ଆପଣ ଏ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ ତାପରେ ଡ୍ରିଂକ୍ସ ପ୍ରସ୍ତୁତ। ବନ୍ଧୁଗଣ ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସ ଜମୁଅଛି ତେବେ ଆପଣ ଏହାକୁ ବନେଇ ଏହାକୁ ସେବନ କରନ୍ତୁ ଦେଖିବେ ପାଞ୍ଚମିନିଟରେ ଭୟଙ୍କର ଗ୍ୟାସ ଭଲ ହେଇଯିବ ଏହାର ସେବନ ଦ୍ୱାରା ଆପଣଙ୍କ ପେଟ ଜନିତ ସବୁ ସମସ୍ୟା ।

ସେବନ କେମିତି କରିବେ:-

ଏହା କୁ ରାତିରେ ସେବନ କରନ୍ତୁ ସବୁଦିନ ପାଇଁ ଶେଷ ହେଇଯିବ। ଯଦି ଆପଣଙ୍କୁ ଗ୍ୟାସ ବା ପେଟ ଜନିତ ସମସ୍ୟା ସବୁବେଳେ ରହିଥାଏ ତେବେ ଆପଣ ଏହାକୁ ପ୍ରତେକ ଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଦୁଇ ଟାଇମ ସେବନ କରନ୍ତୁ।

ତ୍ରିଫଳ ଚୁରନ ଖାଇବେ ଏହା ଦ୍ଵାରା ଆପଣଙ୍କ ପେଟ ସଫା ହୋଇ ଥାଏ ଏବଂ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇ ଥାଏ । ସକାଳେ ଶୌଚାଳୟ ଯିବା ଆଗରୁ ଟିକେ ଉଷୁମ ପାଣି ରେ କଳା ଲୁଣ ପକାଇ ପିଅନ୍ତୁ ।ଏହା ଆମ ପେଟକୁ ସଫା ରଖିଥାଏ ଓ ଆମ ରେଚନ ତନ୍ତ୍ରକୁ ସଫା ରଖେ ଓ ନିୟନ୍ତ୍ରଣ କରେ।ଆମେ ସକାଳେ ଯେଉଁ ତ୍ରିଫଳ ଗ୍ରହଣ କରୁ ତାହା ଆମ ଶରୀର ପାଇଁ ପୋଷକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।