ସାମାନ୍ୟ ୭ ବର୍ଷ ର କୁନି ପୁଅ ର ବୁଦ୍ଧି ପାଇଁ ଆଜି ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ, Video ଦେଖିଲେ ହୋସ ଉଡିଯିବ….

ସାତ ବର୍ଷ ର କୁନି ପୁଅ ପାଇଁ ଆଜି ବଂଚି ଗୋଲା ସହ ସହ ଜୀବନ । ସାଧାରଣତଃ ଦେଖିବାକୁ ଗଲେ ଛୋଟ ପିଲାଙ୍କ ର ଅଧିକ ବୁଦ୍ଧି ରହି ଥାଏ । ଏବଂ ମନେ ରଖିବା ଶକ୍ତି ମଧ୍ୟ ଅଧିକ ରହି ଥାଏ । ସେଇଥି ପାଇଁ କଥା ରେ ଅଛି ଯାହା ହୋଇ ନାହିଁ ବାଲ୍ୟ କାଳେ ତାହା କି ହୋଇବ ବୃଦ୍ଧ କାଳେ । ତେଣୁ ଆପଣ ମାନେ ମଧ୍ୟ ଜାଣି ଥିବେ ପିଲା ଦିନେ ମନେ ରଖିବା ଶକ୍ତି ଅଧିକମାତ୍ରା ରେ ଥାଏ ।

କିନ୍ତୁ ଆପଣ ଯେତେ ବଡ଼ ହେବେ ସେତେ ଦିନ କୁ ଦିନ ଆପଣଙ୍କ ମନେ ରଖିବା ଶକ୍ତି କମି କମି ଯାଏ । ତେବେ ବନ୍ଧୁ ମାନେ ଆପଣ ମାନକୁ ଏତେ କଥା କହି ବାର ମାନେ , ଆଜି ଆମେ ଯେଉଁ ପିଲା ବିଷୟରେ କହିବା ପାଇଁ ଯାଉଛୁ , ତାର ସାହସ ଆଜି ସାରା ଭାରତ ପାଇଁ ଗର୍ବ ର ବିଷୟ ପାଲଟି ଯାଇଛି । ତେବେ ବନ୍ଧୁ ମାନେ ଘଟଣା କଣ ଜାଣିବା ଆସନ୍ତୁ ।

 

କଲିକତା ର ରମାଦେବୀ ରେ ଗୋଟେ ରେଳ ଧାରଣ ରହିଛି । ତେବେ ସେହି ରେଳ ଧାରଣ ଟି ଭୁବନେଶ୍ୱର ରୁ କଲିକତା ପର୍ଯ୍ୟନ୍ତ ଲମ୍ବିଛି । ତେବେ ପିଲାଟିର ନାମ ଅଂଶୁମାନ । ସେ ଏବେ ଦ୍ୱିତୀୟ ଶ୍ରେଣୀ ରେ ପାଠ ପଢୁଛି । ଦିନେ ସେ ସେହି ରେଳ ଧାରଣ ଉପରେ ଚାଲି ଚାଲି ଯାଉ ଥିଲା । କିନ୍ତୁ ସେ ଦେଖିଲା ରେଳ ଧାରଣ ରେ କିଛି ତ୍ରୁଟି ରହିଛି । ତେବେ ସେ ସେହି ସମୟରେ କିସ କରିବ ବୋଲି ଭାବିଲା । ତାର ମୁଣ୍ଡରେ ସେଇ ସମୟରେ କିଛି ବୁଦ୍ଧି ପଶିଲା ନାହିଁ । ତେବେ ପାଖ ଗାଁ ରୁ କିଛି ଲୋକଙ୍କୁ ଯାଇ ସେ କହିଲା । କହିବା ପରେ ସେଠାକାର ଲୋକ ଆସିଲେ । ଆଉ ତା ପରେ ସେମାନେ ମଧ୍ୟ ଦେଖିଲେ ରେଳ ଧାରଣ ରେ କିଛି ତ୍ରୁଟି ରହିଛି ।

ତେବେ ରେଳ ଆସିବାର ଲାଗି ଲାଣି । ତେବେ ସମସ୍ତେ ବୁଦ୍ଧି ପାଞ୍ଚି ଗୋଟେ ନାଲି ରଙ୍ଗର ଚୁନେରୀ ଦେଖେଇ ଥିଲେ । ଆଉ ତା ପରେ ଟ୍ରେନ ଟି ଠିଆ ହୋଇ ଥିଲା । ତେବେ ସେହି ସମୟରେ ଟ୍ରେନ ଡ୍ରାଇଭର ମଧ୍ୟ ଦେଖି ଥିଲେ ରେଳ ଧାରଣ ରେ କିଛି ତ୍ରୁଟି ଅଛି । ତେବେ ଟ୍ରେନ ଡ୍ରାଇଭର ତାଙ୍କ ଉପର ଅଫିସ କୁ ଜଣାଇ ଥିଲେ ।

ଆଉ ତା ପରେ ରେଳ ଧାରଣ ଠିକ ହୋଇ ଯାଇ ଥିଲା। ସହ ସହ ଜୀବନ ବଂଚେଇ ଥିବାରୁ , ରେଳ ଡ୍ରାଇଭର ତାଙ୍କୁ 10 ହଜାର ଟଙ୍କା ଦେଇ ଥିଲେ । ତେବେ ସେ ମଧ୍ୟ ବହୁତ ପ୍ରଶଂସା ପାଇ ଥିଲେ । ଏବେ ଏହି କଥା ଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ବନ୍ଧୁ ମାନେ ଆପଣ ମାନେ ମଧ୍ୟ ଏମିତି କାମ କରନ୍ତୁ ଯୋଉଥି ପାଇଁ ଆପଣ ବହୁତ ପ୍ରଶଂସା ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।