ସାଧୁବାଣି-ସ୍ତ୍ରୀ କୁ ଖୁସି କରିବାପାଇଁ ପ୍ରତେକ ଦିନ ରାତିରେ ସେବନ କରନ୍ତୁ ଏହି ଜିନିଷ,ଜାଣନ୍ତୁ କଣ କରିବେ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ !

ସ୍ବାମୀ ସ୍ତ୍ରୀ ସେମାନଙ୍କ ବୈବାହିକ ଜୀବନକୁ ନେଇ ଖୁବ୍ ଖୁସି ରହି ଥାଆନ୍ତି। ନିଜ ଜୀବନସାଥୀ ସହିତ କେମିତି ପ୍ରେମ ସମ୍ପର୍କ ସୁଦୃଢ ରହିବ ସେଥିପାଇଁ ବିଶେଷ ଭାବେ ଧ୍ୟାନ ଦେଇଥାନ୍ତି। କିନ୍ତୁ ସବୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ ରହିି ପାରେ ନାହିଁ। ଏହାର କାରଣ ବହୁତ କିଛି ରହଛି। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେମତାନ୍ତର ହେବାରଏକ ପ୍ରମୁଖ କାରଣ ହେଉଛି ଶୀଘ୍ର ପତନ।

ବିବାହ ପରେ ଯଦି ସ୍ବାମୀ ତା ସ୍ତ୍ରୀକୁ ଶାରୀରିକ ସୁଖ ଦେଇ ପାରେନା ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଏ। ପରସ୍ପରଙ୍କ ମଧ୍ୟରେ ମନମାଳିନ ଦେଖିବାକୁ ମିଳିଥାଏ। ଦାମ୍ପତ୍ୟ ଜୀବନର ସବୁ ସୁଖ ଶାନ୍ତି ନଷ୍ଟ ହୋଇଯାଏ। ସେଥିପାଇଁ ସ୍ବାମୀ ସ୍ତ୍ରୀ ପରସ୍ପର ଠାରୁ ଦୂରେଇ ଯାଇ ଥାଆନ୍ତି।

ତେବେ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣଙ୍କ ରହିଥିବା ସବୁ ଯୌନ ସମସ୍ୟା ଦୁର ହେବା ସହିତ ଆପଣ ଆପଣଙ୍କ ସ୍ତ୍ରୀକୁ ଶାରୀରିକ ସୁଖ ଦେଇ ପାରିବେ। ଫଳରେ ଉଭୟ ସ୍ବାମୀ ସ୍ତ୍ରୀ ଖୁସିରେ ରହିବେ। ତେବେ ଏହି ସହଜ ସରଳ ଘରୋଇ ଉପଚାରର ଆବଶ୍ୟକ ସାମଗ୍ରୀ, ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧. ଅଳେଇଚ:-

ଅଳେଇଚ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଖାଦ୍ୟରେ ଅଳେଇଚ ମିଶାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତ ମିଳିଥାଏ।

୨. ମିଶ୍ରି:-

ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ।ମିଶ୍ରି ଖାଇଲେ ଶାରୀରିକ ଦୁର୍ବଳତା ହ୍ରାସ ପାଇ ଯୌବନ ପ୍ରାପ୍ତ ହୋଇଥାଏ।

୩. କ୍ଷୀର:-

କ୍ଷୀର ମଧ୍ୟ ଶାରୀରିକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଶରୀର ପାଇଁ ପ୍ରତିଦିନ କ୍ଷୀରର ଆବଶ୍ୟକ ରହିଛି। ପ୍ରତିଦିନ କ୍ଷୀର ପିଇବା ପାଇଁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଦୁଇ ରୁ ତିନୋଟି ଅଳେଇଚ ନେଇ ଏହାର ମଞ୍ଜି ବାହାର କରି ନିଅନ୍ତୁ। ଏହି ଅଳେଇଚ ମଞ୍ଜି ରେ ଅଳ୍ପ ମିଶ୍ରି ପକାଇ ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ କ୍ଷୀରରେ ମିଶାଇ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏହା ଭଲ ଭାବରେ ଫୁଟିଲା ପରେ ଏକ ଗ୍ଲାସକୁ ଛାଣୀ ନିଅନ୍ତୁ।

ବ୍ୟବହାର:-

ଏବେ ଏହି ପ୍ରସ୍ତୁତ ଅଳେଇଚ ମିଶ୍ରି ମିଶା କ୍ଷୀରକୁ ହାଲକା ଉଷୁମ ଥିବ ଏହାକୁ ସନ୍ଧ୍ୟା ସମୟରେ ସେବନ କରନ୍ତୁ। ମାତ୍ର ୧୦-୧୫ ଦିନ ସେବନ କରିବା ପରେ ରହିଥିବା ସବୁ ଯୌନ ସମସ୍ୟା ଦୁର ହେବା ସହିତ ଆପଣ ଆପଣଙ୍କ ସ୍ତ୍ରୀକୁ ଶାରୀରିକ ସୁଖ ଦେଇ ପାରିବେ। ଏହା ଘରୋଇ ଓ ପ୍ରାକୃତିକ ହୋଇଥିବାରୁ ଏଥିରେ କୋୖଣସି ପାର୍ଶ୍ଵ ପ୍ରତିକ୍ରୟା ଦେଖିବାକୁ ମିଳିନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।