ସାଧୁବାଣି-ଶହେ ଏକ ବର୍ଷ ପରେ ଏମିତିକା ଶିଵ ରାତ୍ରି ପଢୁଛି । ପାଞ୍ଚ ଟି ରାଶିରେ ହେବ ବଡ଼ ପରିବର୍ତ୍ତନ । ଟଙ୍କାର ଗାଦୀ ରେ ସୋଇବେ ଏହି ରାଶୀମାନ, ଜଣାନ୍ତୁ କେଉଁକେଉଁ ରାଶି ଗୁଡିକ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ !

ମାର୍ଚ୍ଚ 1 ତାରିଖ ରେ ପଡୁଛି ମହା ଶିଵ ରାତ୍ରି । 101 ବର୍ଷ ପରେ ଏମିତିକା ଶିଵ ରାତ୍ରୀ ପଡୁଛି । ଏହି ଶିଵ ରାତ୍ରି ରେ ଦିନ ବନୁଚି ମହା ସଂଜଗ । ସେଥି ପାଇଁ ଏହି ଶିଵ ରାତ୍ରି ପରେ ଏହି ପାଞ୍ଚଟି ରାଶି ରେ ହେବ ପରିବର୍ତ୍ତନ । ଏହି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇ ଯିବ । ତେବେ ଏହି ରାଶି ଗୁଡିକ ହେଲା । ମୀନ , ମେଷ , ବୃଷ , ମିଥୁନ , କର୍କଟ ଏହି ପାଞ୍ଚ ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ଯାହା ଏମାନେ ମଧ୍ୟ ଭାବି ପାରିବେ ଏମାନଙ୍କ ଜୀବନ ରେ କଣ ହେଉଛି । ଧର୍ମ ପିଣ୍ଡ ମାନଙ୍କ ର କହିବା ଅନୁ ଯାଇ 101 ବର୍ଷ ପରେ ଏମିତିକା ଶିଵ ରାତ୍ରି ପଡିଛି । ତେଣୁ ଏହି ଶିଵ ରାତ୍ରି ସରିବା ମାତ୍ରା ଏହି ବ୍ୟକ୍ତି ର ରାଶି ଯଦି କିଛି ଭଲ କାମ କରି ଥାଏ । ତାହାଲେ ସ୍ୱୟଂ ଶିଵ ଆସି ନିଜେ ତାକୁ ବର ଦେଇ ଥାନ୍ତି । ତେବେ ଆସନ୍ତୁ ସେହି ରାଶି ବିଷୟ ରେ ଆଲଚନା କରିବା ।

1, ମୀନ ରାଶି ,
ପ୍ରଥମେ ଆମେ ଜାଣିବା ମୀନ ରାଶି ର ବ୍ୟକ୍ତି ବିଷୟରେ , ଏହି ବ୍ୟକ୍ତି ଙ୍କ ପାଇଁ ଶିଵ ରାତ୍ରି ଅତି ଶୁଭକର ହୋଇ ପାରିବ । ଯଦି ଏହି ରାଶିର ବ୍ୟକ୍ତି ଗାଈ କ୍ଷୀର ନେଇ ରୁଦ୍ରଭିଷେକ କରି ଥାଏ । ତାହାଲେ ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇ ଥାଏ ।

2, ମେଷ ,
ଦ୍ୱିତୀୟ ରେ ଜାଣିବା ମେଷ ରାଶି ବିଷୟ ରେ ଏହି ରାଶି ର ବ୍ୟକ୍ତି ବହୁତ ଦିନ ଧରି ଯେଉଁ ଦୁଃଖ କଷ୍ଟ ରେ ବଂଚି ଆସୁ ଛନ୍ତି , ତାହା ହୋଇ ଯିବ । ଏହି ଶିଵ ରାତ୍ରି ପରେ ଆପଣ ଙ୍କୁ ଚାକରି ମିଳି ବାର ଯୋଗ ରହିଛି । ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ରାଶି ର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି ।

3, ବୃଷ ରାଶି ,
ତୃତୀୟ ରେ ଜାଣିବା ବୃଷ ରାଶି ବିଷୟରେ । ଏହି ରାଶି ର ବ୍ୟକ୍ତି ଯଦି ଶିଵ ରାତ୍ରି ରେ ଏକବାର ପାଳନ କରି ଥାଏ । ଶିଵ ଙ୍କ ପାଇଁ 2 ଦିନ ନିଷ୍ଠା ରହି ଥାଏ । ତାହାଲେ ସେମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ।

4, ମିଥୁନ ରାଶି ,

ଏହି ରାଶିର ବ୍ୟକ୍ତି ଙ୍କ ଉପରେ ଶିଵ ଙ୍କର ବହୁତ କୃପା ରହିଛି , ଶିଵ ରାତ୍ରି ପରେ ଏହି ବ୍ୟକ୍ତି ବହୁତ ଜଲ୍ଦି ଚାକରି ପାଇ ଯିବେ । ଏମାନେ ଯେଉଁଠି ହାତ ମାରିବେ ସେଠି ସଫଳ ହୋଇ ଯିବେ ।

5, କର୍କଟ ରାଶି ,
କର୍କଟ ରାଶି ର ବ୍ୟକ୍ତି କିଛି ଦିନ ହେଲା , ଏହି ରାଶିର ବ୍ୟକ୍ତି କୁ ଜଣେ ନିଜ ଲୋକ ବହୁତ ହଇରାଣ କରୁଚି । କିନ୍ତୁ ଶିଵ ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ ଅଟନ୍ତି । ଏମାନଙ୍କ ପଛରେ ଆଉ କେହି ଲାଗିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।