ସାଧୁବାଣି – ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କର କେତୋଟି ସନ୍ତାନ ଜନ୍ମଲାଭ ହେବ,ଜାଣନ୍ତୁ କେଉଁ କେଉଁ ନାମ ଗୁଡିକ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ମନୁଷ୍ୟ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ଖୁବ୍ ଭୂମିକା ରହିଛି। ମଣିଷ ଜନ୍ମ ଗ୍ରହଣ କରିବା ପରେ ପ୍ରଥମେ ତାର ଏକ ଜନ୍ମ କୁଣ୍ଡଳୀ କରିବାକୁ ପଡ଼ିଥାଏ। ସେହି ଖୁଣ୍ଡଳୀରେ ମଣିଷର ରାଶି ବାର ନାମର ପ୍ରଥମ ଅକ୍ଷର ବାବଦରେ ଦର୍ଶା ଯାଇଥାଏ। ନାମର ପ୍ରଥମ ଅକ୍ଷର ମାନବ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ। ବ୍ୟକ୍ତିର ନାମର ପ୍ରଥମ ଅକ୍ଷରର ସେହି ବ୍ୟକ୍ତିର ଭାଗ୍ୟ ଉପରେ କିଛି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିଥାଏ ।
ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ କୌତୁହଳ ସୃଷ୍ଟି ହୋଇଥାଏ କି ସେମାନଙ୍କର ହେବାକୁ ଯାଉଥିବା ସନ୍ତାନ କେତେ ଜଣ ଜନ୍ମ ନେବେ। ତେବେ ସେ ନେଇ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥଏ।
ତେବେ ଆଜି ଆମେ ଆପଣ ମାନଙ୍କୁ ବ୍ୟକ୍ତି ନାମର ପ୍ରଥମ ଅକ୍ଷର ବାବଦରେ କିଛି ଏମିତି କହିବାକୁ ଯାଉଛୁ ଯାହା ଫଳରେ ଆପଣ ସେହି ବ୍ୟକ୍ତି ମାନଙ୍କ ସେମାନଙ୍କ ସ୍ଵଭାବ ଚରିତ୍ର ଓ ସେମାନଙ୍କର ହେବାକୁ ଯାଉଥିବା ସନ୍ତାନ କେତୋଟି ଜନ୍ମ ଗ୍ରହଣ କରିବେ ସେ ବିଷୟରେ ଜାଣି ପାରିବେ।
୧.A,S,M,D:-
ଯେଉଁ ବ୍ୟକ୍ତିର ନାମ A,S,M,D ରୁ ଆରମ୍ଭ ହୋଇଥାଏ ବିଶେଷ କରି ସେମାନେ ବହୁତ ଭାବୁକ ହୋଇଥାନ୍ତି। ଏମାନଙ୍କ ମନ ଭିତରେ ଲୁଚି ରହିଥିବା ଭାବନାକୁ ସହଜରେ କେହି ବୁଝି ପାରନ୍ତି ନାହିଁ।
ଏମାନେ ନିଜ ପରିବାର ସଦସ୍ୟ ମାନଙ୍କର ବହୁତ ଯତ୍ନ ନେଇଥାନ୍ତି । ନିଜ ଉପରେ ବିତୁଥିବ ସବୁ ସମସ୍ୟାକୁ ସହନ କରିବାର ଶକ୍ତି ଏମାନଙ୍କ ପାଖରେ ରହିଥାଏ। ଏମାନଙ୍କ ଜାତକରେ ୨ ଟି ସନ୍ତାନ ହେବାର ଯୋଗ ରହିଥାଏ।
୨.l,G,J,K:-
ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର I,G,J,K ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିମାନେ ସ୍ୱଭାବରେ ବହୁତ ଖୁସ ମିଯାଜର ହୋଇଥାନ୍ତି। ଏମାନେ ସାଙ୍ଗ ସାଥୀ ମାନଙ୍କ ସହିତ ମଜା ମସ୍ତି କରିବାକୁ ଖୁବ୍ ପସନ୍ଦ କରିଥାନ୍ତି।
ଅଧିକ ସମୟ ସାଙ୍ଗ ସାଥୀ ମାନଙ୍କ ସହ ବିତାଇ ଥାଆନ୍ତି। ଏମାନଙ୍କର ଚିନ୍ତା ଧାରା ସର୍ବଦା ଉଚ୍ଚକୋଟିର ହୋଇଥାଏ। ନିଜ ସ୍ବପ୍ନ ପୂରଣ କରିବା ପାଇଁ ସବୁ ସ୍ତରକୁ ଉନ୍ନୀତ କରିବା ପାଇଁ ଚେଷ୍ଟା ଜାରି ରଖିଥାନ୍ତି। ଏମାନଙ୍କ ଭାଗ୍ୟରେ ୩ ଟି ସନ୍ତାନ ହେବାର ଯୋଗ ରହିଥାଏ।
୩.P,B,N,C:-
ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର P,B,N,C ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏମାନଙ୍କ ଖୁବ୍ ଦୟାଳୁ ସ୍ଵଭାବର ହୋଇଥାନ୍ତି।
ବିପଦରେ ପଡ଼ିଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ତତ୍ପର ହୋଇ ରହିଥାନ୍ତି। ନିଜ ଜୀବନସାଥିର ବହୁତ ଭଲ ଯତ୍ନ ନେଇଥାନ୍ତି। ଏହି ବ୍ୟକ୍ତିମାନଙ୍କ ଜାତକ ଅନୁଯାୟୀ ଏମାନଙ୍କର ୨ଟି ସନ୍ତାନ ଜନ୍ମ ହେବାର ଯୋଗ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।