ସାଧୁବାଣି- ମାତ୍ର ଦୁଇ ଦିନରେ କାଶ ଜନିତ ସମସ୍ୟା ମୁକ୍ତି,ଜଣାନ୍ତୁ କଣ କଣ କରିବା ପାଇଁ ପଡିବ,୧୦୦% ଗ୍ୟାରେଣ୍ଟି !

ବୈଦିକ ଯୁଗରେ ଚେରମୂଳିର ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଉଥିଲା। ଯାହାକୁ ସେବନ କରି ଅନେକ ବ୍ୟକ୍ତିମାନେ ରୋଗବ୍ୟାଧିରୁ ଆରୋଗ୍ୟ ଲାଭ କରୁଥିଲେ। ସମସ୍ତ ଔଷଧ ପ୍ରାକୃତିକ ଉପାଦାନରୁ ତିଆରି ଓ ଏଥିରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ ଉପାଦାନ ରୂପେ ବ୍ୟବହାର କରା ଯାଉନଥିଲା।ଆଜକୁ ପ୍ରାୟ ତିନିହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଆମଦେଶରେ ଆୟୁର୍ବେଦ ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଥିଲା।

ଯାହାକୁ ଅନୁସରଣ କରି କେଉଁ ରୋଗବ୍ୟାଧି ପାଇଁ କେଉଁ ଔଷଧର ଆବଶ୍ୟକ ରହିଛି ତାକୁ ପ୍ରସ୍ତୁତ କରାଯାଇଥିଲା। ଯେଉଁ ଔଷଧକୁ ସେବନ କରି ଲୋକମାନେ ନାନାଧି ରୋଗରୁ ମୁକ୍ତି ପାଇଥିଲେ। ଏହି ଔଷଧ ଗୁଡ଼ିକ ପ୍ରକୃତିର ସଂଗ୍ରହ କରା ଯାଉଥିଲା ଯାହା ସେବନ କରିବା ଦ୍ୱାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବା ପାଇଁ ମିଳି ନଥାଏ।

ଆଧୁନିକ ଯୁଗର ଟେକ୍ନୋଲୋଜି ଖୁବ ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରକାର ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଲାଣି। ଯାହା ସେବନ କରିବା ଦ୍ୱାରା ରୋଗ ଗୁଡ଼ିକ ଭଲ ହେଇ ଯାଉଛି ସତ କିନ୍ତୁ ତା ପରବର୍ତ୍ତୀ ସମୟରେ ସେହି ଔଷଧର ବିଭିନ୍ନ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କାରଣ ଏହି ସବୁ ଔଷଧ ତିଆରି କରିବା ପାଇଁ କିଛି ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ।

ଆଜିକାଲି ଦୁନିଆର ଅତ୍ୟାନୁଧିକ ଔଷଧ ବାହାରିବା ଫଳରେ ଚେରମୂଳି ଔଷଧର ବ୍ୟବହାର କମି ଯିବାକୁ ଲଗିଲାଣି। କିନ୍ତୁ ଚେରମୂଳି ଔଷଧର ବହୁତ ଗୁଣ ରହିଛି ଯାହା ମଣିଷ ରୋଗ ପାଇଁ ପାଉଥିବା କଷ୍ଟରୁ ତୁରନ୍ତ ମୁକ୍ତି ଦେଇଥାଏ। ଯାହାର କିଛିବି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନଥାଏ।

ସେହି ଚେରମୂଳି ଔଷଧ ମଧ୍ୟରୁ ଏମିତି କିଛି ଚେରମୂଳି ଔଷଧ ରହିଛି ଯାହାକୁ ସେବନ କରିବା ଦ୍ୱାରା କାଶ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। କାଶ ଏକ ଏମିତି ସମସ୍ୟା ଯାହା ହେବା ଦ୍ୱାରା ବହୁତ କଷ୍ଟ ଅନୁଭବ ହୋଇଥାଏ।

ସାଧାରଣତଃ ଏହି କାଶ ଜନିତ ସମସ୍ୟା ଲୋକମାନଙ୍କ ପାଖରେ ଶୀତଦିନେ ଅଧିକ ହୋଇଥାଏ। କାଶ ହେଲେ ଆମେ ପ୍ରାୟତଃ ମାର୍କେଟ ରେ ମିଳୁଥିବା ମେଡିସିନ କଫ ସିରଫ କିଣିଥାଉ। ସେହି କଫ ସିରଫ ମଣିଷ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ। କାରଣ ସେଥିରେ ଆଲକହଲର ମାତ୍ର ରହିଥାଏ ଯାହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ।

ତେବେ ବିନା ପାର୍ଶ୍ଵ ପ୍ରତିକ୍ରିୟାରେ କାଶ ନିଶ୍ଚିତ ଭାବରେ ଭଲ ହେବ ତା ପାଇଁ ବଜାରକୁ ଯାଇ ଚେରମୂଳିକା ଦୋକାନରୁ ଏକ ଜେଷ୍ଟିମଧୁ ଚେର ନେଇଆସନ୍ତୁ। ଏହାପରେ ଏହି ଜେଷ୍ଟିମଧୁ ଖଣ୍ଡକୁ ପାଟିରେ ପକାଇ ଚୋବାଇ ସେଥିରୁ ବାହାରୁଥିବା ରସକୁ ଢ଼ୋକନ୍ତୁ।

ଯାହା ଦୁଇ ଦିନ ମଧ୍ୟରେ କାଶ ଜନିତ ସମସ୍ୟା ମୁକ୍ତି ଦେଇଥାଏ।ମାର୍କେଟରେ ମିଳୁଥିବା ଅତ୍ୟାଧୁନିକ ମେଡିସିନ ଅପେକ୍ଷା ଏହି ଚେରମୂଳି ଔଷଧ ଖୁବ ଶୀଘ୍ର କାମ କରିଥାଏ ଏବଂ ମେଡିସିନ ଅପେକ୍ଷା ଏହି ଚେରମୂଳି ଔଷଧର ଦାମ ମଧ୍ୟ କମ ଯାହା ସମ୍ପୁର୍ଣ୍ଣ ଭାବେ ପ୍ରାକୃତିକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।