ଭାଇରଲ ହେଉଛି ନରା ଫତେଇ ଙ୍କର ଡ଼୍ୟାନ୍ସ ଭିଡିଓ……ଇଣ୍ଡିଆ ବେଷ୍ଟ ଡ଼୍ୟାନ୍ସର ରେ ଆସି କମାଲ କଲେ ନରା….ତାଙ୍କର ଏହି ଭାଇରଲ ଭିଡିଓ ଟିକୁ ଥରେ ଦେଖନ୍ତୁ, ଆଶ୍ଚର୍ଯ୍ୟ ହୋଇ ରହିଯିବେ…….
ବନ୍ଧୁଗଣ ଆମେ ଯଦି ବର୍ତ୍ତମାନ ର ବଲିଉଡ ଇନ୍ଦ୍ରଷ୍ଟ୍ରି ଆଇଟମ ଗାର୍ଲ ବା ଡ୍ୟାନ୍ସ କୁଇନ ଙ୍କ ବିଷୟରେ କହିବା ତେବେ ଆପଣଙ୍କ ପ୍ରଥମେ ନରା ଫତେଇ ଙ୍କର ନାମ ଓ ତାଙ୍କ ଡ୍ୟାନ୍ସ ଆସିବ। କାରଣ ବର୍ତ୍ତମାନ ଫିଲ୍ମ ଇନ୍ଦ୍ରଷ୍ଟ୍ରି ରେ ନରା ଙ୍କ ପରି ଆଇଟମ ଡ୍ୟାନ୍ସ କୁଇନ ଆପଣ ପାଇବେ ନାହିଁ। ତାଙ୍କର ନୃତ୍ୟ ଏତେ ସୁନ୍ଦର ଯେ ଆପଣ ତାଙ୍କୁ ଦେଖିବା ଆରମ୍ଭ କଲେ ଏମିତି ଆଖି ଫାଡ଼ି ଦେଖୁଥିବେ ଆଖି ରେ ପୋଲକ ପକାଇବା କୁ ବି ଭୁଲିଯିବେ ଆପଣ।
ସେ ଦେଖିବାକୁ ଯେତିକି ସୁନ୍ଦର, ଜଣେ ଆଇଟମ ଡ୍ୟାନ୍ସର ଭାବରେ ତାଙ୍କର ଫିଗର ମଧ୍ୟ ସେତିକି ଆକର୍ଷଣୀୟ ଆଉ ଡ୍ୟାନ୍ସ କଥା ଆପଣ ମାନେ ତ ଜାଣିଥିବେ। କିନ୍ତୁ ଆଜି ଆମେ ତାଙ୍କର ଏମିତି ଏକ ଭିଡ଼ିଓ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ଗଡିଯିବେ। ତେବେ ସୋସିଆଲ ମିଡ଼ିଆ ରେ ତାଙ୍କର ଅନେକ ଏହିପରି ଭିଡ଼ିଓ ଆସିଥାଏ। କେଉଁଥିରେ ସେ ଡ୍ୟାନ୍ସ କରୁଥାନ୍ତି ତ କେଉଁଠି ଖାଇବା ରେ ବ୍ୟସ୍ତ ରହିଥାନ୍ତି।
ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣ ଚକିତ ହୋଇଯିବେ। ତେବେ ବନ୍ଧୁଗଣ ଆପଣ ମାନେ ଜି ଟିଭି ରେ ଦେଉଥିବା ସୁପର ଡ଼୍ୟାନ୍ସର ରିଆଲିଟି ସୋ କୁ ଦେଖୁଥିବେ ବା ଇଣ୍ଡିଆ ବେଷ୍ଟ ଡ଼୍ୟାନ୍ସର ରିଆଲିଟି ସୋ କୁ ମଧ୍ୟ। ତେବେ ନିକଟ ରେ ଜି ଟିଭି ରେ ଏହି ସୋ ଚାଲିଥିବା ସମୟ ରେ ଆମ ଡ୍ୟାନ୍ସଇଂ କୁଇନ ନରା ଫତେଇ ଗେଷ୍ଟ ଭାବରେ ଆସିଥିଲେ। ଆଉ ଯେଉଁ ଭଳି ଭାବରେ ସେ ଡ଼୍ୟାନ୍ସ କରୁଥିଲେ ତାହା ଦେଖିଲେ ଆପଣ ଚକିତ ହୋଇଯିବେ।
ତେବେ ନରା ତାଙ୍କର ନୂଆ ସଂଗୀତ ଡ଼୍ୟାନ୍ସ ମେରି ରାଣୀ ଗୀତ ର ପ୍ରମୋସନ ପାଈଁ ମଧ୍ୟ ଆସିଥିଲେ। ତେବେ ସେ ଆସି ଷ୍ଟେଜ ରେ ଗୀତା ମା, ମଲିକା ଅରା ଏବଂ ଟେରେନ୍ସ ଆଦି ଜର୍ଜ ଙ୍କ ସହ ଯୋଗ ଦେଇଥିଲେ। ତେବେ ଏଥିରେ ସେ ଏକ ବ୍ଲୁ ଟାଇଟ ଡ୍ରେସ ରେ ବହୁତ ସୁନ୍ଦର ଲାଗୁଥିଲେ ,ଆଉ ସୁନ୍ଦରତା ର ସହ ତାଙ୍କର ଠୁମକା ଡ଼୍ୟାନ୍ସ ଦେଖିଲେ ସବୁ ପାଗଳ ହୋଇଯାଉଥିଲେ। ତେବେ ସେ ସେଠାରେ ତାଙ୍କର ଅନେକ ଗୀତ ରେ ଡ଼୍ୟାନ୍ସ କରୁଥିଲେ ଏବଂ କଣ୍ଟେସଷ୍ଟାଣ୍ଟ ଙ୍କ ସହ ଖୁବ ମଜାମସ୍ତି କରୁଥିବା ରେ ଦେଖିବାକୁ ମିଳିଥିଲା ।
ତେବେ ବର୍ତ୍ତମାନ ନରା ଙ୍କର ଏହି ଡ଼୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। ଯିଏ ବି ତାଙ୍କର ଡ଼୍ୟାନ୍ସ ଦେଖୁଛି ସେ ତାଙ୍କର ଫ୍ୟାନ ହୋଇଯାଉଛି। ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ନରା ଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ, ଠୁମକା ଡ଼୍ୟାନ୍ସ ଦେଖିଲେ ଆପଣ ମଧ୍ୟ ଦିୱାନ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।