ସାଧୁବାଣି – ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ରାଶିର ଝିଅ ମାନେ ଜଣାନ୍ତୁ କେଉଁ କେଉଁ ରାଶି ଗୁଡିକ,ଆପଣଙ୍କ ରାଶି ଅଛି କି ଜାଣନ୍ତୁ !
ହିନ୍ଦୁ ଧର୍ମ ରେ ନାରୀ ମାନଙ୍କୁ ଲକ୍ଷ୍ମୀ ବୋଲି ମାନା ଯାଇଥାଏ। ଏବଂ ନାରୀ ମାନଙ୍କୁ ପବିତ୍ର ବୋଲି କୁହା ଯାଇଥାଏ। ତା ଆଜି ଆମେ ଜାଣିବା ଏହି 5 ଟି ରାଶି ଥିବା ଝିଅ ମାନଙ୍କ ର ମନ ପବିତ୍ର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି 5 ଟି ରାଶି ବିଷୟରେ। ପ୍ରଥମେ ହେଉଛି ମେଷ ରାଶି। ଏହି ରାଶିର ଝିଅ ମାନେ ସତ କୁ ବହୁତ ଭଲ ପାଆନ୍ତି। ମିଛ କହିବାକୁ ଏମାନେ ଡରିଥାନ୍ତି। ଏବଂ ମିଛ ଠାରୁ ବହୁତ ଦୂରରେ ରହିଥାନ୍ତି। ଏହି କାରଣ ରୁ ଏହି ରାଶିର ଝିଅ ମାନେ ବହୁତ ବିଶ୍ୱସ୍ତ ଓ ଭଲ ଚରିତ୍ର ର ହୋଇଥାନ୍ତି। ଦ୍ୱିତୀୟ ରେ ହେଉଛି ମିଥୁନ ରାଶି।
ଏହି ରାଶିର ଝିଅ ମାନେ ନିଜର ଜୀବନ ସାଥି ପ୍ରତି ବହୁତ ବିଶ୍ୱସ୍ତ ଥାଆନ୍ତି। ସେମାନେ ଯାହା କୁ ଥରେ ଭଲ ପାଇଁ ବସନ୍ତି ସାରା ଜୀବନ ସେମାନଙ୍କ ସହିତ ରହିବାକୁ ଚାହିଁଥାନ୍ତି। ଏହି ରାଶିର ଝିଅ ମାନେ କେବେ ତାଙ୍କ ର ଜୀବନ ସଥିକୁ ଧୋକା ଦିଅନ୍ତି ନାହିଁ।
ଏହି ରାଶିର ଝିଅ ମାନଙ୍କ ର ହୃଦୟ ବହୁତ ସଫା ଓ ସୁନ୍ଦର ହୋଇଥାଏ। ଏମାନେ ଅନ୍ୟ ର ଦୁଖଃ ସହି ପାରନ୍ତି ନାହିଁ। ସବୁବେଳେ ଖୁସି ରହିବାକୁ ପସନ୍ଦ କରିଥାନ୍ତି। ତୃତୀୟ ରେ ହେଉଛି ସିଂହ ରାଶି। ଏହି ରାଶିର ଝିଅ ମାନେ ନିଜ ଦୁନିଆ ରେ ରହିବାକୁ ପସନ୍ଦ କରିଥାନ୍ତି।
ସେମାନେ ଅନ୍ୟ ର ଭାବନା କୁ ବହୁତ ଆଦର କରିଥାନ୍ତି ଏବଂ ସମ୍ମାନ ମଧ୍ୟ ଦେଇଥାନ୍ତି। ଚତୁର୍ଥ ରେ ହେଉଛି ମକର ରାଶି। ଏହି ରାଶିର ଝିଅ ମାନେ ମନରୁ ବହୁତ ସଫା ହୋଇଥାନ୍ତି। ନିଜ କଥା କୁ ହୃଦୟ ଭିତରେ ରଖିଥାନ୍ତି। ବାହାରକୁ ପ୍ରକାଶ କରନ୍ତି ନାହିଁ।
ଯାହା କଥା ମନ ଖୋଲି କହିଥାନ୍ତି ସେମାନେ ନିଜ କଥା ଅନ୍ୟ ମାନଙ୍କ ପାଖରେ ଏପରି କହିଥାନ୍ତି କି ଅନ୍ୟର ଭାବନା କୁ ଯେମିତି କଷ୍ଟ ନ ହୁଏ। ପଞ୍ଚମ ରେ ହେଉଛି କୁମ୍ଭ ରାଶି। ଏହି ରାଶିର ଝିଅ ମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି।
ଏବଂ ସେମାନଙ୍କ ହୃଦୟ ବହୁତ କମଳ ମୟ ହୋଇଥାଏ । ଏବଂ ଏହି ଝିଅ ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ଏମାନ ଙ୍କ ପ୍ରେମର ସ୍ଵଭାଵ ଟିକେ ନିଆରା ହୋଇଥାଏ। ବନ୍ଧୁଗଣ ଏହି ପାଞ୍ଚ ଟି ରାଶିର ଝିଅ ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି।
ତେଣୁ ଏପରି ଝିଅ କୁ କେବେବି ହାତ ଛଡା କରିବା ଉଚିତ ନୁହଁ। ଏମାନ ଙ୍କୁ ବିବାହ କଲେ ଆପଣ ଙ୍କ ଜୀବନ ବହୁତ ଖୁସିରେ କଟିବ। ଏମାନେ ଆପଣ ଙ୍କ ଜୀବନ କୁ ସର୍ବଦା ହସ ଖୁସିରେ ଭରି ଦେବେ। ସର୍ବଦା ସୁଖ ଦୁଃଖ ରେ ଏହି ଝିଅ ମାନେ ଆପଣ ଙ୍କ ସହ ଛିଡା ହୋଇ ଆପଣ ଙ୍କ ର ସାହାଯ୍ୟ କରିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।