ସାଧୁବାଣି-ଆଜି ପବିତ୍ର ମହାଶିବରାତ୍ରି ନନ୍ଦୀ କାନ ରେ ଏହି ମନ୍ତ୍ର କହି ଦିଅନ୍ତୁ,ଆପଣଙ୍କ ଜୀବନ ରେ ସବୁ ଇଛା ପୁରାଣ ହୋଇ ଯିବ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ !
ବର୍ଷ କୁ ଥରେ ଆସି ଥାଏ ଶିଵ ରାତ୍ରି । ଯାହା ଲୋକ ମାନେ ଶିଵ ଙ୍କୁ ପାଇବା ପାଇଁ ଦୁଇ ଦିନ ଉପବାସ କରି ଥାନ୍ତି । ଆଉ ଶେଷ ରେ ରାତ୍ରି ରେ ଦୀପ ଜାଳି ଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଗୋଟେ ଏମିତି କଥା କହିବା ପାଇଁ ଯାଉଛୁ । ଯାହା ଆପଣ ଥରେ କରି ଦେଲେ ଆପଣ ଯାହା ଚାହିଁବେ ତାହା ପାଇ ପାରିବେ । ତେବେ କଥା ଟି ହେଉଛି ଆମେ ଆପଣଂକୁ ଗୋଟେ ମନ୍ତ୍ର କହିବା ପାଇଁ ଯାଉଛୁ । ଯାହା ଆପଣ ଯଦି ନନ୍ଦି କାନ ରେ କହି ଦେବେ ତାହାଲେ ଆପଣଙ୍କ ମନସ୍କାମନା ପୂର୍ଣ ହୋଇ ଯିବ ।
କାରଣ ଏ ବର୍ଷ ଏକ ଏମିତି ଦିନ ରେ ଶିଵ ରାତ୍ରି ପଡୁଛି ଯାହା ସମସ୍ତଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଛି । ହିମାଳୟ ରେ ଥିବା ମୁନି ଋଷି ମାନେ ବହୁତ ଦିନ ତପସ୍ୟା କରି ସାରିଲେଣି କିନ୍ତୁ ଏଭଳି ଦିନ ମଧ୍ୟ ସେମାନେ ଦେଖି ନ ଥିଲେ । ସେହି ମୁନି ଋଷି ମାନେ କହି ଛନ୍ତି ଯଦି ଏହି ଶିଵ ରାତ୍ରି ରେ ଆପଣ ନନ୍ଦି ଙ୍କ କାନରେ ଏହି ମନ୍ତ୍ର କହି ଦେଉ ଛନ୍ତି ।
ତାହାଲେ ଆପଣ ଯାହା ମାଗି ଥିବେ ତାହା ପାଇ ଯିବେ। ତେବେ ସେହି ମନ୍ତ୍ର ଟି ହେଉଛି । “ଓଉଁ ତ୍ୱତ ପୁରୁସାୟ ବିଦମୋହେ ତନ୍ନା ଗୁରୁ ପ୍ରଚ ଦୟା” । ଏହି ମନ୍ତ୍ର ଟି କହି ନନ୍ଦି ମୁଣ୍ଡ ରେ କ୍ଷୀର ଢାଳି ଦିଅନ୍ତୁ । ଦେଖିବେ ଆପଣଙ୍କ ମନସ୍କାମନା ପୂର୍ଣ ହୋଇ ଯିବ । ତେବେ ଏହା କରିବା ପୂର୍ବରୁ ଆପଣ ଏକ ବାର ନିରାଡ଼ମ୍ବର ଭାବରେ ପାଳନ କରନ୍ତୁ ।
ତେଣୁ ଆପଣ ମାନେ ଏହି ମନ୍ତ୍ର ଟିକୁ ନନ୍ଦି ଙ୍କ କାନ ରେ କହି ଦିଅନ୍ତୁ । ଦେଖିବେ ଆପଣ ଯାହା ଚାହିଁବେ ତାହା ପାଇ ପାରିବେ । ଆପଣ ମାନେ ଏହାକୁ ବିଶ୍ୱାସ ଓ ଭଗବାନ ଙ୍କ ପ୍ରତି ଭରସା ରଖି କହିବେ ଦେଖିବେ ଆପଣଙ୍କ ଜୀବନ ରେ ନିଶ୍ଚୟ ପରିବର୍ତ୍ତନ ଘଟିବ । ଏଥିରେ ସନ୍ଦେହ ନାହିଁ ।
ଆପଣ ଜାଗର ଦିନ କହିବେ । ତେବେ ଏହା ମଧ୍ୟ ଜାଣନ୍ତୁ ଶୁଭ ମୁହୂର୍ତ୍ତ ଦେଖି କହିବେ । ତେବେ ଏହା କହିବାର ଶୁଭ ମୁହୂର୍ତ୍ତ ଟି ହେଉଛି ଦିନ 10 ଟା ଦିନ 2 ଟା ପର୍ଯ୍ୟନ୍ତ ଶୁଭ ବେଳା ଅଛି ତେଣୁ ଆପଣ ସେହି ସମୟ ରେ କହିବେ । ଦେଖିବେ ଆପଣ ଯାହା ମାଗି ଥିବେ ତାହା ଆପଣଂକ ଜୀବନ ରେ ହୋଇ ଯିବ ।
କେବଳ ଶିଵ ଙ୍କ ପ୍ରତି ଭକ୍ତି ଥିବା ଦରକାର । କାରଣ ଶିଵ ଙ୍କୁ ଯିଏ ଥରେ ପ୍ରସନ୍ନ କାଟି5 ଦେଇଛି ନା , ତା ଜୀବନ ରେ କେବେ ଦୁଃଖ ରହିବ ନାହିଁ । ଶିଵ ତାଙ୍କୁ ସବୁ ବେଳେ ଖୁସି ରେ ରଖିବେ । ସବୁ ସମୟ ରେ ତାଙ୍କୁ ବର ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।