ସାଧୁବାଣି-ଆଇନରେ ମୁଁହ ଦେଖିବା ସମୟରେ ସାବଧାନ ରୁହନ୍ତୁ ନଚେତ୍ ଖୁବ୍ ଅମଙ୍ଗଳ ହେବ,ଜଣାନ୍ତୁ କଣ କରିବେ ୧୦୦%ଗ୍ୟାରେଣ୍ଟି !
ଶାସ୍ତ୍ର ଅନୁଯାୟୀ ସଂସାର ର ପ୍ରତ୍ୟେକ କାର୍ଯ୍ୟ କରିବାର କିଛି ନା କିଛି ନିୟମ ରହିଥାଏ। ସେହି ସବୁ ନିୟମ ଅନୁସାରେ କାର୍ଯ୍ୟ କଲେ ମନୁଷ୍ୟ ମାନଙ୍କର ମଙ୍ଗଳ ହୋଇଥାଏ। ଯଦି କେହି ସଂସାରର ନିୟମ ମାନେ ନାହିଁ ତେବେ ସେ ନାନାଦି ସମସ୍ୟାରେ ସମ୍ମୁଖିନ ହେବାକୁ ପଡ଼ିଥାଏ। ବହୁ ପୁରାତନ କାଳରୁ ଏହି ସବୁ ନିୟମ ବାବଦରେ ସାଧୁ ସନ୍ଥ, ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ତାଙ୍କ କାବ୍ୟ କବିତା ମାଧ୍ୟମରେ ରଚନା କରି ଯାଇଛନ୍ତି। ସେହି ସବୁ ନିୟମ କିଛି ନା କିଛି ସତ୍ୟତା ରହିଛି ଯାହା ପାଳନ କରିବା ଦ୍ୱାରା ମନୁଷ୍ୟକୁ ସୁଖ ଶାନ୍ତି ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।
ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣୀ ବ୍ୟକ୍ତିମାନଙ୍କ ଦିବ୍ୟ ଉପଦେଶ ହିଁ ଜୀବନ ବଞ୍ଚିବା ପାଇଁଁ ପଥ ପ୍ରଦର୍ଶନ କରେ। ସେଇ ପ୍ରବାଦ ପୁରୁଷ ମାନଙ୍କ ବାଣୀ ରେ ଜୀବନ ପାଉଥିବା ପ୍ରେରଣକୁ ପାଥେୟ କରି ଆମେ ଆଜି କହିବାକୁ ଯାଉଛୁ ସେମିତି କିଛି ସାଧୁ ସନ୍ଥମାନଙ୍କ ସାଧୁବାଣୀ ଯାହାକୁ ଅନୁସରଣ କଲେ ଖୁବ ମଙ୍ଗଳ ହୋଇଥାଏ। ତେବେ ଆସନ୍ତୁ ସେହି ସବୁ ସାଧୁ ସନ୍ଥ ଜ୍ଞାନୀ ଗୁଣୀ ବ୍ୟକ୍ତିମାନଙ୍କର କିଛି ଉପଦେଶ ତଥା ସାଧୁବାଣୀ ସମ୍ପର୍କରେ ଜାଣିବା।
୧. ଆମେ ସମସ୍ତେ ପ୍ରତିଦିନ ଆଇନରେ ମୁଁହ ଦେଖିଥାଉ। କିନ୍ତୁ ଆଇନାରେ ମୁଁହ ଦେଖିବାର କିଛି ବିଶେଷ ନିୟମ ରହିଛି। ମଳିନ ପଡ଼ିଯାଇଥିବା ଆଇନରେ କେବେ ମୁଁହ ଦେଖିବା କଥା ନୁହେଁ। ଏହା ଖୁବ୍ ଅମଙ୍ଗଳ ହୋଇଥାଏ।
ଆମେ ପ୍ରତେକ ଦିନ ସକାଳୁ ଉଠି ପ୍ରାୟ ନିଜ ମୁଁହ ଅଇନାରେ ଦେଖିଥାଉ କିନ୍ତୁ ସକାଳୁ ଉଠିଲା ପରେ କେବେବି ଆଇନରେ ନିଜ ମୁଁହ ଦେଖିବା ଉଚିତ ହୋଇନଥାଏ। ନଚେତ୍ ଏହା ଦିନସାରା ନକରାତ୍ମକ ପ୍ରଭାବ ପକାଇଥାଏ।
ଏବଂ ରାତିରେ ଶୋଇଲା ପୂର୍ବରୁ ଆଇନକୁ ଏକ କଳା କପଡ଼ାରେ ଗୁଡ଼ାଇ ରଖିବା ଦରକାର ନଚେତ୍ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ଏବଂ ଭଙ୍ଗା ଆଇନରେ କେବେ ମୁଁହ ଦେଖିବା ଉଚିତ୍ ହୋଇନଥାଏ ଯାହା ଫଳରେ ସାରାଦିନ ସମସ୍ତ ପ୍ରକାର ସମସ୍ୟା ଓ ବାଧା ବିଘ୍ନ ଦ୍ୱାରା ପ୍ରଭାବିତ ହେବାକୁ ପଡିଥାଏ।
୨. ପ୍ରାୟତଃ ଲୋକ ମାନେ ଗାଧୋଇବା ପୂର୍ବରୁ ଶରୀରରେ ତେଲ ଲଗାଇଥାଆନ୍ତି। କିନ୍ତୁ ଏହି ତେଲ ଲଗାଇବା ପାଇଁ ମଧ୍ୟ କିଛି ନିୟମ ରହିଛି।ତେବେ ମୁଣ୍ଡରେ ତେଲ ଲଗାଇବା ସମୟରେ ସାବଧାନ ରହିବା ଉଚିତ କାରଣ ମୁଣ୍ଡରେ ତେଲ ଲଗାଇବା ପରେ ସେହି ତେଲ ହାତକୁ ଶରୀର କୌଣସି ସ୍ଥାନରେ ଲଗାଇବା ଉଚିତ୍ ହୋଇ ନଥାଏ।
ଏହା ଦ୍ୱାରା ଖୁବ୍ ଅମଙ୍ଗଳ ହେବା ସହ ନକରାତ୍ମକ ପ୍ରଭାବ ପଡିଥାଏ। ତେଣୁ ମୁଣ୍ଡରେ ତେଲ ଲଗାଇ ଶରୀରର କୌଣସି ଅଙ୍ଗ ପ୍ରତ୍ୟଙ୍ଗକୁ ଛୁଆନ୍ତୁ ନାହିଁ।ମୁଣ୍ଡରେ ତେଲ ଲଗାଇ ସାରିବା ପରେ ହାତକୁ ଭଲ ଭାବରେ ଧୋଇ ସଫା କରିବା ପରେ ଯାଇ ଶରୀରର କୌଣସି ସ୍ଥାନକୁ ଛୁଇଁ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।