ସାଧୁବାଣି -ଏହି କାଢା ଦିନରେ ଦୁଇ ଥର ସେବନ କରନ୍ତୁ ୭ ଦିନରେ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ। ମୂଳରୁ ମରିଯିବ ଏହି ରୋଗ !
ମଣିଷମାନଙ୍କୁ ଆକ୍ରାନ୍ତ କରୁଥିବା ମାରାତ୍ମକ ରୋଗ ମଧ୍ୟରୁ ଡାଇବେଟିସ ଅନ୍ୟତମ। ଏହାକୁ ସୁଗର ପ୍ରବ୍ଲେମ ମଧ୍ୟ କୁହାଯାଏ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏହି ରୋଗ ସମସ୍ତଙ୍କୁ ଆକ୍ରାନ୍ତ କରୁଥିବାର ଦେଖା ଯାଉଛି। ଏହା ଏକ ଜଟିଳ ରୋଗ ଅଟେ। ଠିକ୍ ସମୟରେ ଏହାର ପ୍ରତିକାର ନହେଲେ ଶରୀରରେ ପାଇଁ ବହୁତ କ୍ଷତି କାରକ ହୋଇଥାଏ। ଏହି
ରୋଗ ଆମ କିଡନୀକୁ ଆକ୍ରାନ୍ତ କରିବା ସହିତ ଉଚ୍ଚ ରକ୍ତଚାପ ଓ ହୃତ ଜନିତ ରୋଗର କାରଣ ହୋଇଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବଢାଇଦିଏ। ଏହି ରୋଗର ନିରାକରଣ ପାଇଁ ଠିକ ଠିକ ଚିକିତ୍ସା କରା ଯିବା ଉଚିତ।
ଜଣେ ମଣିଷ ଖୁସି ରହିବା ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ରହିଛି। ସୁସ୍ଥ ଶରୀର ପାଇଁ ଜଣେ ମଣିଷର ଶରୀର ନିରୋଗ ରହିବା ଉଚିତ।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ ଖରାପ ପ୍ରଭାବ ପକାଇ ଥାଏ ।
ଏହା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠାକୁ କମେଇ ଦେଇଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।
ତେଣୁ ଏହି ରୋଗର ନିରାକରଣ ନିମନ୍ତେ ଏକ କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଏହି ରୋଗ ନିୟନ୍ତ୍ରଣ ହୋଇଥାଏ।ଏହି କାଢା ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ। ଏହା ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ। ଓ ଏକ ସୁନ୍ଦର ସ୍ବାସ୍ଥ୍ୟ ଉପହାର ଦେଇଥାଏ।
ତେବେ ଏହି କାଢା ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି- ହଳଦୀ ଗୁଣ୍ଡ, ମେଥି
୧.ମେଥି:-
ମେଥି ମଣିଷ ଶରୀରରେ ସୁଗାର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ମେଥି ଦାନାରେ ଥିବା ସାଲ୍ୟୁବଲ୍ ଫାଇବରସ୍ବଡ୍ ସୁଗାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରିତ କରିଥାଏ। ଏବଂ ଶରୀରକୁ ସୁରକ୍ଷା ଦେଇଥାଏ।
୨.ହଳଦୀ ଗୁଣ୍ଡ:-
ହଳଦୀ ମଧ୍ୟ ଡାଇବେଟିସ ରୋଗକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ସହାୟକ କରିଥାଏ। ହଳଦୀ ମଧ୍ୟ ଥଣ୍ଡା ଓ କାଶ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଶରୀରର କ୍ଷତ ସ୍ଥାନରେ ମଧ୍ୟ ହଳଦୀ ର ପ୍ରୟୋଗ କରାଯାଇଥାଏ । ହଳଦୀ ଏବଂ ମେଥି ଦ୍ବାରା ଆମ ଶରୀର କୁ ଅନେକ ଫାଇଦା ପ୍ରାପ୍ତ ହୋଇଥାଏ ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ ଏହାକୁ ଗରମ କରି ଏଥିରେ ଏକ ଚାମଚ ମେଥି ପକାନ୍ତୁ। ଏହାପରେ ଏକ ଚାମଚ ହଳଦୀ ଦେଇ ଦିଅନ୍ତୁ। ଏହାକୁ ଅଧ ଗ୍ଲାସ ପାଣି ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।
ସେବନ:-
ଏହାକୁ ଦିନରେ ଦୁଇ ଥର ସେବନ କରନ୍ତୁ। ସକାଳେ ଖାଲି ପେଟରେ ଓ ସନ୍ଧ୍ୟା ସମୟରେ ଥରେ ଖାଲି ପେଟରେ। ମାତ୍ର ୭ଦିନ ସେବନ କଲା ପରେ ନିଜର ଡାଇବେଟିସକୁ ଚେକ୍ କରନ୍ତୁ ନିଶ୍ଚିତ ଭାବରେ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।