ସାଧୁବାଣି-ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଇଗନୋର କରୁଛି କି? ଶୋଇଲା ପୂର୍ବରୁ ଏହି ୩ଟି ଟିପ୍ସ ପ୍ରୟୋଗ କରନ୍ତୁ,ଜୀବନରେ ଆପଣଙ୍କୁ କେବେବି ଛାଡିକି ଯିବେ ନାହିଁ !
ପତି-ପତ୍ନୀଙ୍କ ସଂପର୍କ ଦୁନିଆର ସବୁଠାରୁ ପବିତ୍ର ହୋଇଥାଏ। ଏହାର ମୂଳରେ ଥାଏ ଏକ ସମର୍ପଣର ଭାବ। ଏହାରି ମାଧ୍ୟମରେ ହିଁ ଦୁହେଁ ଦୁହିଁଙ୍କର ଇଛାକୁ ପୂରଣ କରିଥାନ୍ତି। କିନ୍ତୁ ବେଳେବେଳେ ଏକ ସାମାନ୍ୟ ଭୁଲ ପାଇଁ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟରେ ତିକ୍ତତା ଆସିଯାଏ। ସ୍ବାମୀ ସ୍ତ୍ରୀ ପରସ୍ପର ସହିତ ଝଗଡା କରନ୍ତି। ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଏକ ବିରାଟ ପାଚେରି ତିଆରି ହୋଇଯାଏ। ସ୍ବାମୀ ସ୍ତ୍ରୀ ପରସ୍ପର ଅଲଗା ହୋଇ ଯାଆନ୍ତି। ଜଣେ ଜଣକୁ ଛାଡି ଅନ୍ୟ ଜଣକ ସହିତ ସମ୍ପର୍କ ରଖେ।ସେଥି ପାଇଁ ବହୁତ ଜଣ ଚିନ୍ତିତ ରୁହନ୍ତି।
ବିବାହ ପରେ ବହୁତ ଝିଅ ତାଙ୍କ ସ୍ବାମୀ ସହ ଆଡଜଷ୍ଟ କରିପାରନ୍ତି ନାହିଁ। ଏବଂ ନିଜ ସ୍ବାମୀକୁ ଇଗନୋର କରି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖନ୍ତି। ଏଥିପାଇଁ ସ୍ବାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ।ଏଥି ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ଦାୟୀ ଅଟନ୍ତି। ସ୍ୱାମୀର ଅବହେଳା ପାଇଁ ଏମିତି ହୋଇଥାଏ।
ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି ଅନ୍ୟ ପୁରୁଷ ପ୍ରତି ଆକୃଷ୍ଟ ହେଉଛି ତେବେ ଆମେ ଆଜି ଆପଣଙ୍କୁ ଏମିତି ତିନିଟି ଟିପ୍ସ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି କେବେବି ଯିବନି। ତେବେ ରାତିରେ ଶୋଇବା ପୂର୍ବରୁ ଏହି ସବୁ ଉପାୟରେ ନିଜ ପତ୍ନୀଙ୍କୁ ଖୁସି କରାନ୍ତୁ।
୧.ରୋମାଣ୍ଟିକ କଥା:-
ବୈବାହିକ ଜୀବନରେ ନିଜ ସ୍ତ୍ରୀକୁ ଖୁସି କରିବା ପାଇଁ ଲାଇଫରେ ଟିକେ ରୋମାଣ୍ଟିକ ହେବାକୁ ପଡ଼ିବ। କାରଣ ରୋମାନ୍ସ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କକୁ ମଜବୁତ୍ କରିଥାଏ। ତେଣୁ ବୈବାହିକ ଲାଇଫରେ ରୋମାଣ୍ଟିକ ହେବା ନିହାତି ଜରୁରୀ।ମିଠା ମିଠା କଥା କହି ସ୍ତ୍ରୀକୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପଡ଼ିବ। ଯଦି ଆପଣ ଆପଣଙ୍କ କାମକୁ ନେଇ ଖୁବ ବ୍ୟସ୍ତ ରହୁଛନ୍ତି ତେବେ ରାତିରେ ଶୋଇଲା ପୂର୍ବରୁ ସ୍ତ୍ରୀ ସହ କିଛି ମିଠା ମିଠା ସମୟ ଅତିବାହିତ କରନ୍ତୁ। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଦୃଢ ରହିବ।
୨.ପ୍ରଶଂସା:-
ଝିଅ ମାନଙ୍କୁ ପ୍ରଶଂସା କଲେ ସେମାନେ ବହୁତ ଖୁସି ହୁଅନ୍ତି। ତେଣୁ ସ୍ବାମୀ ତା ସ୍ତ୍ରୀକୁ ପ୍ରଶଂସା କରିବା ନିହାତି ଆବଶ୍ୟକ। କାରଣ ଜଣେ ସ୍ତ୍ରୀ ତା ସ୍ବାମୀ ଠାରୁ ପ୍ରଶଂସା ଶୁଣିବାକୁ ଚାହିଁ ରହିଥାଏ। ଯାହା ଫଳରେ ସ୍ତ୍ରୀ ସ୍ବାମୀକୁ ବହୁତ ଭଳପାଇଥାଏ। ସ୍ୱାମୀକୁ ବହୁତ ଗୁରୁତ୍ବ ଦେଇଥାଏ। ଏମିତି କଲେ ସ୍ବାମୀ ସ୍ତ୍ରୀ ଦୁଇଜଣ ବହୁତ ଖୁସିରେ ରହିବେ।
୩. ସ୍ତ୍ରୀ କୁଣ୍ଢେଇ ଧରି ଶୁଅନ୍ତୁ:-
ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଜ ବାହୁ ବନ୍ଧନରେ ଆବଦ୍ଧ କରି ଶୁଅନ୍ତୁ। ଯାହା ଫଳରେ ସ୍ତ୍ରୀ ତାର ଦିନ ଯାକର ସବୁ କଷ୍ଟ ଓ ଚିନ୍ତାରୁ ଦୂରେଇ ରହିବେ ଓ ନିଜ ସ୍ବାମୀର ପ୍ରେମରେ ପାଗଳ ହୋଇ ଭବନାତ୍ମକ ଚିନ୍ତାରେ ରହିବେ। ଏମିତି କଲେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଖୁବ୍ ମଜବୁତ ହୋଇଥାଏ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।