ନଭେମ୍ବର ମାସ ରେ ଏହି ୨ ରାଶି ହେବେ ବଡ଼ ଧନୀ || Bayagita odia

ଗ୍ରହ ନକ୍ଷେତ୍ର ସବୁବେଳେ ପରିବର୍ତ୍ତନ , କେତେବେଳେ ଗ୍ରହ ଓ ନକ୍ଷେତ୍ର କାହା ଉପରେ ପ୍ରସନ୍ନ ହେବେ ତାହା କେହି ବି ଜାଣି ପାରନ୍ତି ନାହିଁ । ଯେଉଁ ରାଶି ଉପରେ ଗ୍ରହ ନକ୍ଷତ୍ର ପ୍ରସନ୍ନ ହୁଅନ୍ତି ସେମାନଙ୍କ ଜିବନ ବଦଳି ଜାଇଥାଏ । ସେହିପରି ଜାହ ଉପରେ ଗ୍ରହ ନକ୍ଷେତ୍ରଙ୍କର ଖରାପ ଦୃଷ୍ଟି ପଡିଥାଏ ତାଙ୍କ ଜୀବନରେ ଅନେକ ସମସ୍ୟା ମାନ ଦେଖା ଦେଇଥାଏ ।

ତେବେ ଏବେ ଏବେ ଜୋତିବିତ ପ୍ରମୋଦ ଆର୍ଚାର୍ଯ୍ୟଙ୍କର ଭବିଷ୍ୟ ବାଣୀ ଅନୁସାରେ ଏହି ୨ଟି ରାଶିହ୍କ ଜୀବନରେ ହେବ ବଡ ପରିବର୍ତ୍ତନ । ସେହି ୨ ଟି ରାଶି କଣ ଏବଂ ତାହ୍କ ଜୀବନରେ କଣ ପରିବର୍ତ୍ତନ ଆସିବ ଆସନ୍ତୁ ଜାଣି ନେବାଏହି ପୋଷ୍ଟରେ । ତେବେ ଏହି ପୋଷ୍ଟର ଶେଷରେ ମଧ୍ୟ ଆପଣଙ୍କ ରାଶି ବିଷୟରେ ।

ସିଂହ ରାଶି:- ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଚି।ଏଥିପାଇଁ ଆପଣଙ୍କ ଜୀବନରେ ଯାହା ବି କିଛି ସମସ୍ୟା ରହୁଥିଲେ ତାହାର ଏବେ ଅନ୍ତ ହେବାର ଅଛି।ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ପଡ଼ୁଚି।ଏହାସହିତ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଚି।ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କ ଜୀବନ ଧନଧାନ୍ୟରେ ପୁରଣ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା ତାହା ଏବେ ଅନ୍ତ ହେବାର ଅଛି।ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ ଧନ ଲାଭ ହେବାର ଦେଖି ପାରିବେ।ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଅତି ଶୀଘ୍ର ଚାକିରି ମିଳିବ।ଆପଣ ମାନଙ୍କର ଏବେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

କୁମ୍ଭ ରାଶି:- ଏହା ରାଶି ଚକ୍ରର ସପ୍ତମ ରାଶି ଅଟେ ଆଉ ଜଣେ ବ୍ୟକ୍ତି ହଣ୍ଡା ଧରି ଠିଆ ହେଇଥିବାର ଚିତ୍ର ଏହାର ଚିତ୍ର ଅଟେ।ଏମାନେ ଗୁଣାତ୍ମକ ହେଇଥାନ୍ତି ଆଉ ଆଧ୍ୟାତ୍ମିକ କଥା ଉପରେ ଅଧିକ ରୁଚି ରଖିଥାନ୍ତି।ଏମାନେ ତାଙ୍କ ନିଜକୁ ସମାଜ ସାମ୍ନାରେ କିପରି ପ୍ରସ୍ତୁତ କରି ହେବ ତାହା ଭଲ ଭାବେ ଜାଣିଥାନ୍ତି।ସର୍ବଦା ବହୁତ ବୁଝାମଣା ଥାଏ ଆଉ ବହୁତ ଜିଦ୍ଧି ଥାଏ।ଯାହା କରିବା ଇଛା ତାହା ପାଇଁ ଏକ ଜିଦ ନିଜ ଭିତରେ ରଖି ଦିଅନ୍ତି ଆଉ ତା ପରେ ତାହାକୁ କରିବା ପାଇଁ ଲାଗି ପଡନ୍ତି ଆଉ ପଛକୁ ହଟନ୍ତି ନାହିଁ।ଏହା ହି ତାଙ୍କର ଗୁଣ ଥାଏ।ସେମାନଙ୍କର ଏକ ଗୁଣ ଥାଏ କି ସେମାନେ ନିଜ ସାଙ୍ଗ ସାଥି ମାନଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଆଉ ପ୍ରେମ ମାମଲାରେ ଏମାନଙ୍କର ନଜର ବହୁତ ସଫା ଥାଏ।ଯିଏ ତାଙ୍କୁ ଭଲ ପାଇବା ତଥା ପ୍ରେମ ଦିଏ ସେ ହି ତାଙ୍କଦ୍ୱାରା ପ୍ରେମ ପାଏ।ଏହା ହି ତାଙ୍କର ନଜର ଅଟେ। ସେମାନଙ୍କ ଦ୍ବାରା ସ୍ନେହ ରେ କିଛି ବି କାମ କରେଇ ହେଇ ପାରିବ।