ଓଡିଶାର ଲୋକପ୍ରିୟ ଯୋଡି ରୂପା ପିଣ୍ଟୁ (Rupa Pintu) ଗାଇଲେ ଜବରଦସ୍ତ ଗୀତ,ଫିକା ପଡିଲେ ହ୍ୟୁମାନ ଓ ଅସୀମା…..ଦେଖନ୍ତୁ ଭିଡିଓ

ଆଜି କାଲି ର ଦୁନିଆ ରେ ସମସ୍ତେ ଫେମସ ହୋଇ ଯାଉ ଛନ୍ତି । ଯିଏ ଦିନେ ଟିକ ଟୋକ କରୁଥିଲା ଆଜି ସେ ଫେମସ ହେଇ ଯାଉଛିତେବେ ଆଜି ର ଦୁନିଆରେ ସୋସିଆଲ ମିଡିଆରେ ସମସ୍ତେ ଭାଇରାଲ ହେଇ ଯାଉ ଛନ୍ତି । ଆପଣ ମଧ୍ୟ ଚାହିଁଲେ ଆପଣ ମାନେ ମଧ୍ୟ ଭାଇରାଲ ହୋଇ ପାରିବେ । କିଛି ଲୋକ ଅଛନ୍ତି ଭଲ କାମ କରି ଭାଇରାଲ ହେଉ ଥିବା ବେଳେ ଆଉ କିଛି ଲୋକ କିଛି କଳା ଦେଖେଇ ମଧ୍ୟ ଭାଇରାଲ ହେଇ ଯାଉ ଛନ୍ତି ।

ଦେଖିବା ପାଇଁ ଗଲେ ସୋସିଆଲ ମିଡ଼ିଆ ଏମିତି ଗୋଟେ ପ୍ଲାଟ ଫର୍ମ ଯାହା ଆପଣ ମାନେ ମଧ୍ୟ ଚାହିଁଲେ ଫେମସ ହୋଇ ପାରିବେ । ତେବେ ରାନୁ ମଣ୍ଡଳ କଥା ଆପଣ ମାନେ ତାକୁ ଜାଣି ଥିବେ । ରାନୁ ମଣ୍ଡଳ ଜଣେ ଭିକାରୀ ଥିଲେ । ଷ୍ଟେସନ ରେ ଗୀତ ଗାଉ ଥିବା ସମୟରେ ଜଣେ ତାର ଭିଡିଓ କୁ ଭାଇରାଲ କରି ଦେଇ ଥିଲା । ଆଉ ତା ପରେ ସେ ଏବେ ପ୍ଲେ ବେକ ସିଙ୍ଗର ଭାବରେ ପରିଚିତ ।

ତାଙ୍କୁ ଆଜି ଭାରତ ରେ କିଏ ନ ଚିଂହେ । ମାତ୍ର ଗୋଟେ ଭିଡିଓ ଆଜି ତାଙ୍କ ଜୀବନ କୁ ପୁରା ବଦଳେଇ ଦେଇଛି । କହିବା ପାଇଁ ଗଲେ ଭିକାରୀ ରୁ ସେ ଆଜି ରାଜ୍ ରାଣୀ ହୋଇ ଯାଇ ଛନ୍ତି । ତେବେ ଆଜି ଆମେ ଏତେ କଥା କହିବାର ଗୋଟିଏ କାରଣ । ଆଜି ଆମେ ସେହି ଗୀତିକାର କଥା କହିବା ପାଇଁ ଯାଉଛୁ । ଯାହାର ଗୀତ ର ସ୍ୱର ଆଜି ସାରା ଓଡିଶା ରେ ଶୁଣିବା ପାଇଁ ମିଳୁଛି । ତେବେ ସେ ଆଉ କେହି ନୁହନ୍ତି । ରୁପା ଓ ପିଣ୍ଟୁ ଦୁଇ ଜଣ ସେମାନେ ସ୍ୱାମୀ ସ୍ତ୍ରୀ ।

କିନ୍ତୁ ପ୍ରଥମେ ସେ ଛୋଟ ଛୋଟ ରିଲ କରୁ ଥିଲେ । ତା ପରେ ସେ ଭିଡିଓ କରୁ ଥିଲେ । ନିଜେ ଆଲବମ ଗୀତରେ ନାଚୁ ଥିଲେ । ସେମାନେ ବେଶ ଭାଇରାଲ ହେଉ ଥିଲେ ।ତାଙ୍କ ଦୁଇ ଜଣଙ୍କ ଯୋଡି ବେଶ ଭଲ ମାନୁ ଥିଲା । କହିବା ପାଇଁ ଗଲେ ତାଙ୍କର ନାଚ ଓଡ଼ିଶାର ଅଗଣିତ ଦର୍ଶକ ଙ୍କ ମନରେ ବେଶ ଭଲ ପାଇବା ଆଣି ଦେଇ ଥିଲା । କିନ୍ତୁ ଏବେ ତାଙ୍କର ଗୀତ , ସାରା ଓଡିଶା ରେ ଶୁଣିବା ପାଇଁ ମିଳୁଛି ।

ରୂପ ଓ ପିଣ୍ଟୁ ଦୁଇ ଜଣ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ରେ ଅଛନ୍ତି । ସେମାନଙ୍କ କଣ୍ଠ ଆପଣ ମାନେ ଥରେ ଶୁଣିଲେ ସେହି ସ୍ୱର କୁ ଆପଣ ମାନେ 10 ଥର ଶୁଣିବା ପାଇଁ ଚେଷ୍ଟା କରିବେ । ଏବେ ସେହି ଗୀତ ଶୁଣି ବହୁତ ଲୋକ ତାଙ୍କୁ ଲାଇକ କରୁ ଛନ୍ତି । ହୁମାନସଗର ମଧ୍ୟ ତାଙ୍କୁ ପ୍ରଶଂସା କରୁଛି । ତେବେ ଆପଣ ମାନେ ମଧ୍ୟ ଥରେ ସେହି ଗୀତ କୁ ଶ୍ରବଣ କରନ୍ତୁ । ଥରେ ଶୁଣିଲେ ଆପଣ 10 ଥର ଶୁଣିବା ପାଇଁ ଇଚ୍ଛା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।