ରେପ୍ ପରେ ମୋତେ ପ୍ରେମ ହେଇଗଲା ତା ପରେ ମୁ ବାହା ହେଲି ଏମିତି କହିଲେ ଯାତ୍ରା କଳାକାର “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି !
ଆପଣ ମାନଙ୍କୁ ସବୁ ଦିନ କିଛି ନା କିଛି ଯାତ୍ରା କଳାକାର ଙ୍କ ବିଷୟ ରେ ଜଣେଇ ଥାଉ । ତେବେ ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କୁ ସେମିିତି ଏକ ବରିଷ୍ଟ ଯାତ୍ରା କଳାକାର ଙ୍କ ବିଷ ରେ ଏଠାରେ ସୂଚନା ଦେବା ପାଇଁ ଚାହିଁବୁ ।
ଜାହାଙ୍କ ସବୁ ବେଳେ ଯାତ୍ରା ରେ ଭିଲିୟାନ ଭାବେ ରେପ୍ କରୁଥିବାର ଦେଖିବା ପାଇଁ ପାଇଥାନ୍ତି । ବନ୍ଧୁଗଣ ଆମେ ସୁଦର୍ଶନ ଜେନା ଙ୍କ ବିଷୟ ରେ କହୁଛି । ତେବେ ଆପଣ ମାନେ ତାଙ୍କ ବିଷୟ ରେ ଜାଣିବା ପାଇଁ ଏହି ଭିଡ଼ିଓ ଟି କୁ ଶେଷ ଯାଏ ପଢନ୍ତୁ।
ତେବେ ମନୋରଂଞନ କାର୍ଯ୍ୟକ୍ରମ କହିଲେ ଆଜିର ଦିନ ରେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଏ । ସେମିତି ରେ ଆଜିର ଦିନ ରେ ଏହି ମନୋରଞୀନ ର କାର୍ଯ୍ୟ କ୍ରମ ଦେଖିବା ପାଇଁ ବହୁ ପରିମାଣ ରେ ପସନ୍ଦ କରିଥାନ୍ତି
। ଯେପରି ଭାବେ ଟିଭି ର ନାମ ସୁଣିଲେ ନିଜର ପସନ୍ଦର ସିରିଏଲ ଏବଂ ସିନେମା ର କଥା ସୁଣିଲେ ନିଜ ପସନ୍ଦ ର ଅଭିନେତା ସେହି ପରି ଭାବେ ଯାତ୍ରା ବିଷୟ ରେ ସୁଣିବା ପାଇଁ ପାଇଲେ ଲୋକ ମାନେ ଅଧିକ ପରିମାଣ ରେ ସୁଦର୍ଶନ ଜେନା ଙ୍କୁ ହିଁ ପସନ୍ଦ କରିଥାନ୍ତି ।
ଆଜିର ଦିନରେ ବହୁତ ଲୋକ ମାନେ ଯାତ୍ରା ଦେଖିବା ପାଇଁ ପସନ୍ଦ କରିଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସୁଦର୍ଶନ ଜେନା ଙ୍କ ବିଷୟ ରେ କହିବା ତେବେ ତାଙ୍କ ଘର ଚାନ୍ଦବାଲୀ ଠାରେ ଅବସ୍ଥିତ ସେ ସଂମ୍ପର୍ଣ୍ଣ 15 ବର୍ଷ ଧରି ଯାତ୍ରା ଦୁନିଆଁ ରେ ରହିଛନ୍ତି ।
ସେ ନିଜର କେରିଅର ର ଆରମ୍ଭ ସାହାଣୀ ଅପେରା ରୁ ଆରମ୍ଭ କରିଥିବା ବେଳେ ସେ ମୋ ଜାଇ ଯିବ ଶାଶୁ, ଦ୍ୱିତୀୟ ପର୍ଶୁରାମ, ଭଙ୍ଗା ଫରୁଆ, ବାହାଘର ନୁହେଁ ବାଲି ଘର ପରି ଯାତ୍ରା ମାନଙ୍କରେ ଖଳନାୟକ ଭୂମିକା ରେ କାର୍ଯ୍ୟ କରିଥିଲେ ।
ସେମିତି ରେ ବିଦ୍ୟାଳୟ ଠାରୁ କଲେଜ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ରେ ଡ୍ରାମାଟିକ୍ ସେକ୍ରେଟେରୀ ଭାବେ କାମ କରିଛନ୍ତି । ଏମିତିକି ସେ କହଛନ୍ତି କି ସେ ଗାଁ ରେ ନିଜର ଏକ ଯାତ୍ରା ପରିଚାଳନା କରୁଥିଲେ । ନିଜର 15 ବର୍ଷ ଯାତ୍ରା ରେ କାମ କରିବା ମଧ୍ୟରେ ସେ ନିଜର ଜିବନ ସାଥି ଙ୍କୁ ପସନ୍ଦ କରିଛନ୍ତି । ତେବେ ସେ ତାଙ୍କର ବିବାହ କୁ 12 ବର୍ଷ ପୂରଣ ହୋଇସାରିଛି ବୋଲି ସେ କହିଛନ୍ତି ।
ତେବେ ବର୍ତମାନ ସମୟ ରେ ସେ ନିଜର ସୁଖ ସଂସାଗ ଗଢିବାରେ ଲାଗିଛନ୍ତି । ତାଙ୍କର ପରିବାର ରେ ତାଙ୍କର ସ୍ତ୍ରୀ ତାଙ୍କର ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ସେମିତି ରେ ତାଙ୍କର ପୁଅ ମଧ୍ୟ କଳା ପ୍ରତି ବହୁତ ଆଗ୍ରହୀ ରହିଛନ୍ତି ବୋଲି କହିଛନ୍ତି । ତେବେ ଆଗାମୀ ଦିନ ରେ ସେ କଣ ହୋଇ ପାରେ ମଧ୍ୟ ସେହି ବିଷୟ ରେ ମଧ୍ୟ କହିହେବ ନାହିଁ ।
ତେବେ ମୋ ଜାଇ ଯିବ ଶାଶୁ, ଦ୍ୱିତୀୟ ପର୍ଶୁରାମ, ଭଙ୍ଗା ଫରୁଆ, ବାହାଘର ନୁହେଁ ବାଲି ଘର । ଖଳନାୟକ ଚରିତ୍ର ପାଇଁ ବହୁତ ଲୋକ ମାନେ ତାଙ୍କୁ ପସନ୍ଦ କରୁଥିବା ବେଳେ ସୁଦର୍ଶନ ଜେନା ଙ୍କର କଳା ପ୍ରତି ବହୁତ ପ୍ରେମ ରହିଛି ବୋଲି ସେ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।