ଓଃ..କି ଡାନ୍ସ ! ରାସ୍ତା ମଝିରେ ଗାଉଁଲି ଝିଅର ଜବରଦସ୍ତ ହଟ ଡ୍ୟାନ୍ସ ଭିଡ଼ିଓ ! ଦେଖିଲେ ନିଜକୁ ସମ୍ଭାଳି ପାରିବେନି ଦେଖନ୍ତୁ ଭିଡ଼ିଓ…
ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ ଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖି ବାକୁ ମିଳି ଥାଏ, ଯାହାକି ଶୁଣିବା ମାତ୍ରେ ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଦୁନିଆରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଓ କଳା ଦେଇ ଥାଆନ୍ତି।
ବିଶେଷ କରି ଛୋଟ ପିଲା ମାନଙ୍କ ଓ ବଡ଼ ବଡ଼ ପିଲାମାନଙ୍କୁ ପାଖରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡି ଥାଏ। ତେବେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ଗୋଟେ ଯୁବତୀ କିପରି ରସ୍ତା ମଝିରେ ଗୋଟିଏ ମ୍ୟୁଜିକ ଗୀତ ରେ ନାଚି ଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ।
ଗୋଟେ ଝିଅଟି ଏଭଳି ଭାବରେ ନାଚୁଛି, ଆପଣ ମାନେ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ସେହି ଝିଅଟି ‘ଗୋଟିଏ ମ୍ୟୁଜିକ’ ରେ ଗୀତ ରେ ନାଚୁ ଥିବାର ଦେଖି ବାକୁ ମିଳିଛି। ଏହି ଗୀତ ଟି କୁ ପୂର୍ବ ରୁ ଆପଣ ମାନେ ବହୁ ଥର ଶୁଣିବାକୁ ପାଇଥିବେ।
ଏହି ଗୀତ ଟି ରେ ଅନେକ ଭିଡ଼ିଓ ମଧ୍ୟ ତିଆରି ହୋଇ ସାରିଛି। ବର୍ତ୍ତମାନ ପୁଣି ଏହି ଝିଅ ଟି ଏହି ଗୀତ ରେ ସୁନ୍ଦର ଭାବରେ ନାଚିଛି ଓ ଏଥି ସହିତ ଝିଅଟି ମଧ୍ୟ ବହୁତ ସୁନ୍ଦର ଦିଶୁଛି। ସେହି ଝିଅ ଟିର ସେହି ନାଚ ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।
ସେହି ଝିଅ ଟିର ନାଚ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ଏଥି ସହିତ ସେହି ନାଚକୁ ଦେଖି ଲୋକ ମାନେ ସୁନ୍ଦର ସୁନ୍ଦର କଥା ମଧ୍ୟ କହିଛନ୍ତି। ଝିଅ ଟିର ଏଭଳି ଭାବରେ ନାଚୁ ଥିବାର ଶୈଳୀ ଦେଖି ଲୋକ ମାନେ ତାକୁ ବହୁତ ପ୍ରଶଂସା କରିଛନ୍ତି। ସେହି ଝିଅଟି ଗୀତରେ ତାଳେ ତାଳେ ନାଚୁଛି ଓ ଏଥି ସହିତ ବହୁତ ଖୁସି ଭାବରେ ମଧ୍ୟ ନାଚୁଅଛି।
ତାଙ୍କ ପରିବାର ଲୋକ ମାନେ ମଧ୍ୟ ଝିଅ ଟିର ଏଭଳି ଭାବରେ ନାଚୁ ଥିବାର ଦେଖି ଖୁସିରେ ଉତଫୁଲିତ ହୋଇ ଯାଇଛନ୍ତି। ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ଏତେ କମ ପିଲାଟି ସୁନ୍ଦର ଭାବରେ ନାଚି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାକୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଛି। ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।