ଓଃ..କି..ଡାନ୍ସ ! ମଦ ପିଇରାସ୍ତା ମଝିରେ hot ଡାନ୍ସ କଲେ କଲେଜ୍ ଛାତ୍ରୀ ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

କଲେଜ ଛାତ୍ରୀ ଏମିତି ଅଣ୍ଟା ହଲାଇ ନାଚିଲେ , ଆପଣ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏମିତି ନାଚ ଆପଣ ମାନେ କେବେ ହେଲେ ଦେଖି ନ ଥିବେ । ତେବେ କଲେଜ ସାରା ପିଲା ଠିଆ ହୋଇ ଥିବା ସମୟ ରେ ତିନି ଗୋଟି ଝିଅ ଅତି ସୁନ୍ଦର ଭାବରେ ତାଙ୍କର କଳା ପ୍ରଦର୍ଶନ କରି ଚାଲି ଥିଲେ ।

ଯାହା ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଆମେ ଆପଣ ମାନକୁ କହି ରଖୁଛୁ , ଏମିତି ଯେ କୌଣସି କଳା ପାଠ ପଢିବା ସମୟ ରେ ରଖିବା ନିହାତି ଆବଶ୍ୟକ । କାରଣ ପାଠ ପଢିବା ସହିତ ଏମିତି କଳା ଥିଲେ ନିଜର ପର୍ସନାଲିଟି ବଢି ଥାଏ ।

ଅଧିକ ପିଲା ଆପଣ ମାନଂକ ର ସାଙ୍ଗ ହେବା ପାଇଁ ପସନ୍ଦ କରି ଥାନ୍ତି । ଆଉ ସବୁ ଠାରୁ ବଡ଼ କଥା ଶିକ୍ଷକ ମାନେ ଆପଣ ମାନକୁ ସବୁ ଦିନ ପାଇଁ ମନେ ରଖିବା ସହିତ ବିପଦ ବେଳେ ମଧ୍ୟ ଆପଣ ମାନକୁ ସହାର୍ଯ୍ୟ କରି ଥାନ୍ତି । ପାଠ ପଢ଼ାରେ ମଧ୍ୟ ଆପଣ ମାନକୁ ବହୁତ ସାହାର୍ଯ୍ୟ କରିବେ ।

ଜଣେ କଳାକାର ସବୁ ଆଡୁ ପ୍ରସଂସା ପାଇବା ସହିତ ନିଜର ଗୋଟେ ପରିଚୟ ସୃଷ୍ଟି କରି ଥାଏ । ଯେଉଁ ପରିଚୟ ରେ ତାର ବାପା ମା ମଧ୍ୟ ପରିଚିତ ହୋଇ ଥାନ୍ତି । ଯେତେ ବେଳେ ଗୋଟେ ପିଲା ପରିଚୟ ରେ ବାପା ପରିଚିତ ହୋଇ ଥାଏ । ତା ଠାରୁ ଗର୍ବ ର ବିଷୟ ଆଉ କିଛି ନ ଥାଏ ।

 ତେଣୁ ପିଲା ମାନେ ବୁଝିବା ଦରକାର ଯେ , ସେ କେମିତି ତାଙ୍କ ବାପା ମା ଙ୍କର ଛାତି କୁ ଏ ସମାଜ ଆଗରେ କୁଂଢେ ମୁଟା କରି ଦେଇ ପାରିବେ । ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି । ସେହି ଭିଡିଓ ଟି ଗୋଟେ କଲେଜ ରେ ସୁଟିଂ ହୋଇ ଥିଲା । ଯେଉଁ ଠାରେ ପ୍ରତେକ ପିଲା ମାନେ ନିଜର କଳା ଦେଖାଉ ଥିବା ସମୟ ରେ , କେହି ଜଣେ ଝିଅ ଆସି ସେଠାରେ ନାଚି ଥିଲେ ।

ଆଉ ତାଙ୍କ ନାଚ ସମସ୍ତଙ୍କ ମନ କୁ ମୁଗ୍ଧ କରି ଦେଇ ଥିଲା । ଯାହା ଫୋଳରେ ସେ ନାଚିବା ସମୟ ରେ ଭିଡିଓ କରା ଯାଇ ଥିଲା ଆଉ ସୋସିଆଲ ମିଡ଼ିଆ ରେ ଛୋଡା ଯାଇ ଥିଲା । କିନ୍ତୁ ଏହି ଭିଡିଓ ରେ ଦେଖିବା ପାଇଁ ପାଇବେ ସେ ନାଚୁ ଥିବା ସମୟ ଆଉ ଦୁଇ ଜଣ ଝିଅ ଆସି ତାଙ୍କ ସହିତ ନାଚି ଥିଲେ ।

ତେବେ ସେ ଦୁଇ ଝିଅ ପ୍ରଥମ ଝିଅ ର ନାଚ ଭଲ ଲାଗିଲା ବୋଲି ଏହି ଦୁଇ ଜଣ ଝିଅ ରହି ପାରିଲେ ନାହିଁ , ଏମାନେ ମଧ୍ୟ ଯାଇ ତାଙ୍କ ସହିତ ନାଚି ପକାଇଲେ । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ କୁ ଦେଖନ୍ତୁ ଆଉ ଏଥିରୁ କିଛି ଶିଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।