Exclusive – Room ରେ ଝୁଲିପଡିଲେ ସ୍ୱେତା,କାହିଁକି ଜୀବନ ହାରିଲା ଶ୍ଵେତା , ପ୍ରେମ ନା ଆଉ କିଛି ରହିଛି କାରଣ…! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସପଟିଅର୍ ଇଞ୍ଯିନିଅୟ ଙ୍କ ଝୁଲନ୍ତା ମୁତ୍ଯୁ ଦେହ ଉଦ୍ଧାର। କରାଯାଇଛି। ସମାଜ ରେ ଅନେକ ଘଟଣା ଘଟୁଛି । ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଯେତିକି କୌତୁକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ ।
ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । ନିକଟ ରେ ସୋସିଆଲ ମିଡିଆରେ ଏକ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।
ବର୍ତ୍ତମାନ ସମୟ ରେ ପିଲା ମାନେ ଖେଳ କୁଦ , ନାଚ ଗୀତ କୁ ପାଠ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି । ଘରେ ବାପା ମା ସେମାନଙ୍କୁ ମଧ୍ୟ ପାଠ ପଢ଼ାଇବା ରେ ଆଗ୍ରହ ସୃଷ୍ଟି କରି ପାରୁ ନାହାନ୍ତି । ସେଥି ପାଇଁ ପାଠ ପଢ଼ିବା ଶିକ୍ଷକ ଙ୍କ ସାହାଯ୍ୟ ନେଇ ଥାନ୍ତି । ଶିକ୍ଷକ ଙ୍କ ପଢ଼ାଇବା ଶୈଳୀ ଅଲଗା । କିଏ ମାଡ଼ ଦେଇ ପାଠ ପଢ଼ାଇ ଥାଏ ତ କିଏ ହସି ମଜା କରି ।ଏହି ପରିପ୍ରକ୍ଷୀରେ ଏକ ଖବର ଆସି ପହଞ୍ଚିଛି ଆମ ଗହଣ ରେ ।
ଘଟଣା ଭଦ୍ରକ ଜିଲ୍ଲାର ତିହିଡି ଗ୍ରାମ ର ଅଟେ । ଦୁଇ ବର୍ଷ ରୁ ୬ ବର୍ଷ ପର୍ଯ୍ୟନ୍ତ ସରକାର ଅଙ୍ଗନବାଡ଼ି ର ବ୍ୟବସ୍ଥା କରିଛନ୍ତି । ଏଥିରେ ପିଲା ମାନଙ୍କୁ ପାଠ ପଢ଼ାଇବା ସହିତ ଖାଦ୍ୟ ର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ ର ଏହି ଅଙ୍ଗନବାଡ଼ି ଦିଦି ନିଜ କୌଶଳ ରେ ପିଲା ମାନଙ୍କୁ ମାଡ଼ ନ ଦେଇ କିପରି ପାଠ ପଢ଼ାଉଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ସେଥି ପାଇଁ ପିଲା ମାନଙ୍କ ପରିବାର ଲୋକେ ଅଙ୍ଗନବାଡ଼ି ଦିଦି ଙ୍କୁ ଅନେକ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ଯେପରି କହି ଜାଣିଲେ କଥା ସୁନ୍ଦର ଠିକ୍ ସେହିପରି ପାଠ ପଢେଇ ଜାଣିଲେ ପାଠ ବି ସୁନ୍ଦର । ଏହି ବିଷୟ ପାଇଁ ଦିଦି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ଅଛନ୍ତି । ଏଥିରେ ଅନେକ ଭଲ ପାଇବା ମଧ୍ୟ ପାଉଛନ୍ତି ।
ସେଥି ପାଇଁ ପିଲା ମାନଙ୍କ ପରିବାର ଲୋକେ ଅଙ୍ଗନବାଡ଼ି ଦିଦି ଙ୍କୁ ଅନେକ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ଯେପରି କହି ଜାଣିଲେ କଥା ସୁନ୍ଦର ଠିକ୍ ସେହିପରି ପାଠ ପଢେଇ ଜାଣିଲେ ପାଠ ବି ସୁନ୍ଦର । ଏହି ବିଷୟ ପାଇଁ ଦିଦି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ଅଛନ୍ତି । ଏଥିରେ ଅନେକ ଭଲ ପାଇବା ମଧ୍ୟ ପାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।