pink lips remedy – ୫ ମିନିଟ ରେ ଓଠ ପୁରା ଗୋଲାପୀ lipstick ଦରକାର ପଡ଼ିବନି,କରନ୍ତୁ ଏହି ଛୁଟିଆ ଉପାୟ….

ଓଠର ହସ ଚେହେରା ସୁନ୍ଦରତାକୁ ଅଧିକ ବୃଦ୍ଧି କରିଥାଏ । ଆଉ ଏହି କାରଣରୁ ମହିଳା ମାନେ ନିଜ ଓଠକୁ ଗୋଲାପି ରଖିବା ପାଇଁ ମହଙ୍ଗା ଠାରୁ ମହଙ୍ଗା ଦ୍ରବ୍ୟର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହି ଦ୍ରବ୍ୟ ସେତେଟା ଫଳପ୍ରଦ ହୋଇ ନ ଥାଏ ।

ଯଦି ଆପଣ ନିଜ ଚେହେରାର ସୁନ୍ଦରତା ବଢାଇବା ପାଇଁ ଚାହୁଁଛନ୍ତି ତେବେ ନିଜ ଓଠର ବିଶେଷ ଯତ୍ନ ନେବା ନିହାତି ଜରୁରୀ । ଯଦି ଆପଣଙ୍କ ଓଠ କଳା ହେଉଛି ତେବେ ଶୀଘ୍ର ହିଁ ପଦକ୍ଷେପ ନେବା ଉଚିତ ନ ଚେତ୍ ବହୁ ବିଳମ୍ବ ହୋଇପାରେ ।

ଓଠର ବିଶେଷ ଯତ୍ନ-

ଓଠର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ନିଜ ଓଠ(Lips)ର ରଙ୍ଗ ହରାଇଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ଆସିବ । ବାସ୍ତବରେ ନରମ,ଗୋଲାପୀ ଓଠ ହିଁ ଆମର ଉତ୍ତମ ସ୍ବାସ୍ଥ୍ୟର ପ୍ରମାଣ ଦେଇଥାଏ । କିନ୍ତୁ ଯଦି ସେହି ଓଠ କଳା ଆଉ ଶୁଖିଲା ହୋଇଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟରେ ଅବହେଳା । ଏହା ଶରୀରରେ ନିକୋଟିନ ପରିମାଣ ବଢିବା ,ହାଇଡ୍ରେଟ ନ ହେବା ଆଦି କାରଣ ରହିଥାଏ ।

ଓଠର କଳାପଣକୁ ଦୂର କରିବା ଉପାୟ-

ଓଠକୁ ଗୋଲାପୀ (Pink Lips) ଏବଂ ନରମ ରଖିବା ପାଇଁ କିଛି ଏମିତି ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ । ଏହି ଉପାୟକୁ ଆପଣାଇ ଆପଣ ନିଜ ଓଠକୁ ପୂନର୍ବାର ସୁନ୍ଦର ଓଠ କରିପାରିବେ।

ଓଠରେ ଯେବେ ମୃତ ଚର୍ମ ଜମା ହୋଇଥାଏ ତେବେ ବହୁ ମଳିନ ଦେଖାଯାଇଥାଏ । ତେଣୁ ପ୍ରାକୃତିକ ଜିନିଷ ସାହାଯ୍ୟରେ ଓଠକୁ ପରିସ୍କାର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ଗୋଟିଏଗୋଲାପ ଫୁଲ ର ପାଖୁଡ଼ା କୁ ଆଣି ଗୋଟିଏ ପାତ୍ର ରେ ନେଇ କିଛି ପାଣିରେ ଧୋଇ ଦିଅନ୍ତୁ ଓଠକୁ ନରମ ରଖିବା ପାଇଁ ଆଲୋଭେରା (Alovera) ବା ଘିକୁଆଁରୀ,

ଗୋଟିଏ ଚାମଚ ଘିକୁଆଁରୀ ଜେଲ ଅଧା ଚାମଚ ଓଠରେ ମିଶେଇ ଦେବେ ଆଉ ତାପରେ ଆପଣ ମାନେ ଏହାକୁ ଆପଣ ମାନେ ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ଓ ତାପରେ ଆପଣ ସପ୍ତାହ ପର୍ଯ୍ୟନ୍ତ ରଖିପାରିବେ ଫ୍ରୀଜ୍ ରେ ଷ୍ଟରେଜ୍ କରି ରଖି ଦିଆନ୍ତୁ ଓ ବଡ ଚାମଚ ଚିନି ମିଶାଇ ଓଠରେ ମାଲିସ୍ କରିପାରିବେ। ଏକ ମିନିଟ୍ ସ୍କ୍ରବ (Scrub) କରନ୍ତୁ ଓଠରେ ଏହା ପରେ ଓଠ ରେ କିଛି ମିନିଟ୍ ପାଇଁ ଛାଡି ଦିଅନ୍ତୁ ତାପରେ ପାଣିରେ ଧୋଇ ଦିଅନ୍ତୁ ।

ଆପଣ ଏହି ଘରୋଇ ଉପଚାର କୁ କିପରି ବ୍ୟବହାର କରିବେ:-

ଏହି ଘରୋଇ ଉପଚାର କୁ ଆପଣ ମାନେ ସପ୍ତାହ କୁ ଦୁଇ ଥର ବ୍ୟବହାର କରିବେ । ସେହି ପେଷ୍ଟ କୁ ଟିକେ ନେଇ ଆଉ ତା ମଧ୍ୟରେ ଆପଣ ମାନେ ଏକ ବଡ଼ ଚାମଚ ଚିନି ନେବେ ଓ ଆପଣଙ୍କ ଓଠ ରେ ଏହାକୁ ୧୦ ମିନିଟ୍ ଧରି ସ୍କ୍ରବିଂ କରିବେ ଓ ପାଣିରେ ଧୋଇଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !