ଓଃ..କି ….ଡାନ୍ସ ..କଲେଜ ମାଡାମ ସହିତ ଛାତ୍ର କଲେ ଜବରଦସ୍ତ ହଟ ଡାନ୍ସ କଲେ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ। ପିଲା ହୁଅନ୍ତୁ କିମ୍ବା ବୁଢା ଝିଅ ହୁଅନ୍ତୁ କିମ୍ବା ବୋହୂ ସମସ୍ତେ ବ୍ୟସ୍ତ ଏବେ ସୋସିଆଲ ମିଡିଆରେ।ସୋସିଆଲ ମିଡିଆରେ ସମସ୍ତଙ୍କୁ ମନୋରଞ୍ଜନ ଦେବାରେ ସର୍ବକୃଷ୍ଠ ମାଧ୍ୟମ ସାଜି ପାରିଛି।
ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ। ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଏଥି ମଧ୍ୟରୁ ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ତାହା ହେଉଛି ଡାନ୍ସ ଭିଡିଓ।
ତେବେ ସାଧାରଣତଃ ଦେଖା ଯାଇଥାଏ ଯେ ନାଚ ଗୀତ କଥା ଶୁଣିବା ମାତ୍ରେ ଆମ ମନ ଉଲ୍ଲାସରେ ଭରି ଉଠିଥାଏ।ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜେ ଖୁସି ହେବା ସହିତ ଅନ୍ୟକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ।
ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି।ସେଥିରେ ସେମାନେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଡାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆପଣ କିଛି ଅଲଗା ଦେଖିବାକୁ ପାଇବେ ଏଠାରେ କଲେଜ୍ ଅଧ୍ୟାପିକାଙ୍କ ସହିତ ଏକ ଯୁବକ ଡାନ୍ସ କରୁଥିବାର ନଜର ଆସୁଛନ୍ତି।
ଭିଡିଓଟିକୁ ଭଲ କରି ଦେଖି ନିଅନ୍ତୁ ପ୍ରଥମେ ଦେଖିବାକୁ ମିଳୁଛି କଲେଜରେ ବିଦାୟ କାଳୀନ ସଭା ଚାଲିଛି ସବୁ ଛାତ୍ର ଛାତ୍ରୀ ସେଠାରେ ଉପସ୍ଥିତ ଅଛନ୍ତି ଏବଂ ଅଧ୍ୟାପିକା ଜଣକ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ନଜର ଆସୁଛନ୍ତି। ଏତିକି ବେଳେ ଗୋଟିଏ ଛାତ୍ର ଆସି ଅଧ୍ୟାପିକାଙ୍କ ହାତ ଧରି ରୋମାଣ୍ଟିକ ଡାନ୍ସ କରିଛନ୍ତି।
ଡାନ୍ସ ଟି ଖୁବ୍ ଆକର୍ଷଣୀୟ ମଧ୍ୟ ହୋଇଛି।ତେବେ ଏହି ଭିଡିଓ କେଉଁ କଲେଜ୍ ର ଅଟେ ତାହା ଜଣା ନାହିଁ କିନ୍ତୁ ଏହା ଏକ ବିଦାୟକାଳୀନ ସଭା ଉପଲକ୍ଷେ ହେଉଥିବା ଡାନ୍ସ ବୋଲି ଜଣା ପଡ଼ିଛି।ଏହାପରେ ଅନ୍ୟ ଦେଖିବକୁ ମିଳିଛି ଅନ୍ୟ ଗୋଟିଏ ଇଞ୍ଜିନିୟରିଂ କଲେଜରେ କିଛି ଛାତ୍ରଙ୍କ ସହିତ ଗ୍ରୀନ କଲର୍ ଶାଢ଼ୀ ପିନ୍ଧିଥିବା ଜଣେ ଅଧ୍ୟାପିକା ଅତି ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି
। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ଯଦି ଏହି ଭିଡିଓ କୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ତେବେ ଥରେ ଦେଖି ନିଅନ୍ତୁ ଏବଂ ଏହି ନୃତ୍ୟ ପରିବେଷଣକୁ ଦେଖି ଉପଭୋଗ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।