ଦେଖନ୍ତୁ ollywood ଊିଡିଓ ! ବାହାଘର ପୂର୍ବରୁ ଭାବି ସ୍ବାମୀଙ୍କ ସହ ବୁଲିବାକୁ ଗଲେ ହିରୋଇନ୍ ରିୟା…

ତେବେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ପ୍ରଥମ ଥର ପାଇଁ ଶୁଣିବାକୁ ଯାଉଛନ୍ତି | ତେବେ ଅଲିଉଡ଼ ଇଣ୍ଡୋଷ୍ଟି ରେ ନିଜର ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ସେହି ଚୁଳବୁଲି ସୁନ୍ଦରୀ ନାୟିକା ରିୟା ଦେ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ |

ତେବେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରିବା ପାଇଁ ଲାଗିଛନ୍ତି ରିୟା ଦେ | ଆଉ ବର୍ତ୍ତମାନ ତାଙ୍କ ବିଷୟରେ ବର୍ତ୍ତମାନ ଏକ ଖବର ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ରିୟା ଙ୍କର ରିଙ୍ଗ ସେରିମନି ସରିଛି । ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |


ନିଜର ଅଭିନୟ ଥିଲା ତାଙ୍କର ପିଲା ଦିନରୁ ଇଚ୍ଛା, ଆଉ ଡାନ୍ସ ଥିଲା ତାଙ୍କର ଜୀବନ ଆଉ ସେହି ଅଭିନୟ ଆଉ ଡାନ୍ସ ର ଝଲକ ଦେଖାଇଥିଲେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କୁ ରିୟା | ଆଉ ଅଭିନେତ୍ରୀ ରିୟା ତାଙ୍କର ନିଆରା ଅନ୍ଦାଜ ରେ କିଣି ନେଇଥିଲେ ସମସ୍ତଙ୍କର ହୃଦୟକୁ | ଆଉ ଯାହା କୁହାଯାଉଛି କି ପ୍ରଥମେ “ପ୍ରେମ ଅଢେଇ ଅକ୍ଷୟ ” ଫ୍ଲିମ ଟି ତାଙ୍କର ପ୍ରଥମ ଚଳଚିତ୍ର ଥିଲା | ଆଉ ସେହି ଫ୍ଲିମ ରେ ସେ ପ୍ରଥମେ ଫ୍ଲିମ ଜଗତରେ ପାଦ ଦେଇଥିଲେ ଆଉ ଯେଉଁଥିପାଇଁ ସେ ସମସ୍ତଙ୍କର ହୃଦୟରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ |


ଆଉ ଯାହା ଦେଖିବାକୁ ମିଳିଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କର ମନରେ ଘର କରିଥିବା ସେହି ଅଭିମାନିନୀ ନାୟିକା ରିୟା ଦେ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି ରିୟା ଙ୍କର ରିଙ୍ଗ ସେରିମନି ର କେତେକ ଭିଡିଓ | ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରିୟା ଦେ ଙ୍କର ଘର ହେଉଛି ବାଲେଶ୍ୱର ଜିଲ୍ଲା ରେ |

ଆଉ ସେହି ଚୁଲବୁଲି ନାୟିକା ରିୟା ଦେ ବିବାହ କରୁଛନ୍ତି ଜଣେ ବିଜନେସମେନ ସୁନୀଲ ଙ୍କୁ | ତେବେ ରିୟା ଆଉ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣା ପଡିଛି | ଆଉ ବର୍ତ୍ତମାନ ସେମାନଙ୍କର ରିଙ୍ଗ ସେରିମନି ସରିଛି ଏବଂ ଖୁବ ଶୀଘ୍ର ସେମାନଙ୍କର ବିବାହ ହେବ ବୋଲି ଜଣାପଡିଛି |ତେବେ ରିୟାଙ୍କର ନିର୍ବନ୍ଧ ପରେ ସେ ତାଙ୍କର ହେବାକୁ ଯାଉଥିବା ସ୍ବାମୀଙ୍କ ସହିତ ବହୁତ ସାରା ରୋମାଣ୍ଟିକ ଫୋଟ ଏବଂ ଭିଡିଓ ସବୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ । ଆଉ ତାଙ୍କର ବିବାହ କଥା ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭହୁତ ଖୁସି ହେବା ସହିତ ସେହି ସବୁ ଫୋଟ ଭିଡିଓରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।