Exclusive Video – ସ୍ୱାମୀ ଛୁଆଙ୍କୁ ଛାଡି ପ୍ରେମିକ ସହିତ ମା ଫେରାର,ଧନ ତୁ କେଉଁଠି ଅଛୁ ପଲେଇ ଆ,ଦେଖନ୍ତୁ ସ୍ୱାମୀର ଏହି ହୃଦୟ ବିଦାରକ ଭିଡ଼ିଓ…

କୁହାଯାଏ ବିବାହ ବନ୍ଧନରେ ବାନ୍ଧି ହୋଇଯିବା ପରେ ସ୍ବାମୀ ସ୍ତ୍ରୀ ସାତ ଜନ୍ମର ସାଥୀ ହୋଇ ଯାଇଥାନ୍ତି। ସ୍ବାମୀ, ସ୍ତ୍ରୀର ଇହ କାଳ ପରକାଳ ର ଦେବତା ପାଲଟି ଯାଏ। ସେତେବେଳେ ଜଣେ ସ୍ବାମୀ ତାର ସ୍ତ୍ରୀ ପାଇଁ ସବୁଠାରୁ ବଡ ସମ୍ପତ୍ତି ସଦୃଶ ହୋଇଥାଏ।

କିନ୍ତୁ ସବୁ ସମ୍ପର୍କ ପ୍ରଥମରୁ ଶେଷ ଯାଏଁ ସେମିତି ମଧୁରତାପୂର୍ଣ୍ଣ ହୋଇ ପାରି ନଥାଏ। କାରଣ ଏହି ପବିତ୍ର ସଂପର୍କ ଅନେକାଂଶରେ କିଛି କାରଣ ପାଇଁ ନଷ୍ଟ ହୋଇ ଯାଇଥାଏ ଏବଂ ସୁନାର ସଂସାର ଭାଙ୍ଗି ଚୁରମାର ହୋଇ ଯାଇଥାଏ। କେତେବେଳେ ଏଥିପାଇଁ ସ୍ଵାମୀ ଦାୟୀ ରହିଥାଏ ତ ପୁଣି କେତେବେଳେ ସ୍ତ୍ରୀ। ନିଜର ନୈତିକତା ଏବଂ ସଂଯମତା କୁ ହରାଇ ଯଦି ଜଣେ ଅସଭ୍ୟ କାର୍ଯ୍ଯ କଲାପ କରେ ତେବେ ଏହାର ପ୍ରତିବାଦ କାହାକୁ କରାଯିବ।

ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।

ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।

ତେବେ ସେହିଭଳି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ। ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାରେ ଦେଖିବାକୁ ମିଳିଛି ଯେ ସ୍ତ୍ରୀ ଜଣଙ୍କ ନିଜ ପ୍ରେମିକ କୁ ଘରକୁ ଡ଼ାକିଥିବା ବେଳେ ନିଜ ସ୍ବାମୀ ହାତରେ ଧରା ପଡିଯାଇଛନ୍ତି। ଘରେ ସ୍ବାମୀ ନଥିବା ସମୟରେ ସ୍ତ୍ରୀ ପ୍ରେମିକକୁ ଡାକିଥିଲେ। କିନ୍ତୁ ଅଚାନକ ସ୍ବାମୀ ଘରକୁ ଫେରି ଆସିଥିଲେ ଏବଂ ସେମାନଂକୁ ଉଭୟଙ୍କୁ ରୁମ୍ ଭିତରେ ଥିବାର ଦେଖିଥିଲେ।

ତେବେ ସ୍ବାମୀ ଜଣଙ୍କ ପରେ ଯେତେବେଳ ଜାଣିବାକୁ ପାଇଥିଲେ ଯେ ଏହି ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକ, ସେତେବେଳ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କେବଳ ତାଙ୍କ ସ୍ବାମୀ ନୁହଁ ବରଂ ତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାକୁ ଦେଖିଥିଲେ ଏବଂ ଏହାର ଭିଡିଓ ମଧ୍ୟ କେହି ଜଣେ ରେକର୍ଡ଼ କରିଥିଲେ। ଏପରି ଘଟଣା ନିଶ୍ଚିତ ଭାବରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ। ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।