ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି ? କରନ୍ତୁ ଏହି ଉପାୟ । Dr Samuel Bidyasagar

ରେଷ୍ଟଲେସ ଲେଗ୍ ସିମଡମସ୍ ଏହା ଏମିତି ଏକ କଣ଼୍ଡିସନ ଯେଉଁ ଥିରେ ରୋଗୀଟି ରାତି ରେ ଶୋଇବା ମଧ୍ୟରେ ତାର ଗୋଡ ଦୁଇଟିକି ଖୁବ୍ ଜୋର ରେ ହଲେଇବ ବା ପିଟିବ । କାରଣ ତାକୁ ଅସ୍ୱାସ୍ଥିକର ଲାଗିଥାଏ ଗୋଡ ଦୁଇଟି ଏବଂ ଏହା ନରମାଲି 5 ପରସେଣ୍ଡ ୟଙ୍ଗ ଓ 10 ପରସେଣ୍ଡ ଅଲ୍ଡ ଲୋକ ମାନଙ୍କ ଠାରେ ଦେଖା ଯାଇଥାଏ । ଏହାର କାରଣ ଅନେକ ଗୁଡିଏ ରହିଥାଏ , ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଚିକିତ୍ସା ବିଷୟ ରେ ।

ଏହାର ଲକ୍ଷଣ :-

ଯଦି ରୋଗୀ ଟି ଶୋଇଲା ବେଳେ ବାରମ୍ୱାର ଉଠି ଗୋଡ କୁ ଚିପିବ କିମ୍ୱା ଗୋଡ ଟି କୁ ଭାଙ୍ଗିବ କିମ୍ୱା ଗୋଡ ଟି କୁ ତକିଆ ରେ ବାଡେଇବ । କୌଣସି ଉପାୟ ରେ ଶୋଇବା ପାଇଁ ଚେଷ୍ଟା କଲେ ସେ ଶୋଇbପାରିବ ନାହିଁ , କାରଣ ଗୋଡଟି ବିନ୍ଧିଥାଏ ।

ଯେଉଁ ରୋଗୀର ଏହି ରୋଗଟି ହୁଏ ସେ ରାତି ରେ ଭଲ ସେ ଶୋଇ ପାରି ନଥାଏ , ତେଣୁ କରି ସକାଳେ ଉଠିଲେ ତାକୁ ନିଦୁଆ ନିଦୁଆ ଲାଗି ଥାଏ , ତାର ନିଜର ଡେଲି ଆଉଟ୍ ଫୁଡ୍ ଗୁଡିକ ଖରାପ ହୋଇଯାଏ । ତେଣୁ କରି ସେ ମେଣ୍ଟାଲ ଡିପରେସନ କୁ ପଳାଏ , ସେତେ ବେଳେ ସେ ଡକ୍ଟର ପାଖକୁ ଆସିଥାଏ ।

ଏହାର ଚିକିତ୍ସା କଣ :-

ଏହାର ଟ୍ରିଟ ମେଣ୍ଟ 3 ପ୍ରକାର ଅଛି ଗୋଟିଏ ହେଉଛି ଡାଏଟ୍ ରେଷ୍ଟଟ୍ରିକ୍ସନ କରିବେ କିଛି ହୋମ ରେମିଡି କରିବେ ଏବଂ କିଛି ମେଡିସିନ ଖାଇବେ । ସାଧାରଣତଃ ଛେନା , ଦହି , ପନିର ଏଗୁଡିକ ଖାଇଲେ ଦେହରେ ଭୋପାମିନଲେବୁଲ କମିଯାଏ । ତେଣୁ କରି ରେଷ୍ଟଲେସ୍ ଲେଗ ସିମଡ୍ରମ ହୁଏ ।

ଖାଦ୍ୟରେ କଣ ସାମିଲ କରିବେ ଓ କଣ ନାହିଁ :-

ମୁଗ , ବୁଟ , ଗଜାବାଲା ଜିନିଷ , ନୋଟସ୍ , କାଜୁ ବାଦାମ , ସେଲଫିସ୍ , କଙ୍କଡା , ଲିଫ୍ ଭେଜିଟେବୁଲ ଏହି ସବୁ ଖାଇଲେ ଏଥିରେ ଫଲିକ ଏସିଡ , ଆଇରନ ଭରପୁର ରହିଥାଏ । ଯାହା ରେଷ୍ଟଲେସ୍ ଲେଗ ସିମଡ୍ରମସ୍ କୁ ଏଲିଭେଟ କରେ ।

ଏହା ଛଡା ଗୋଟିଏ ଜିନିଷ ଆଦୌ ଖାଇବେ ନାହିଁ ତାହା ହେଉଛି ଛେନା , ଦହି , ପନିର ଆଦି କୁ ବାରଣ କରନ୍ତୁ । ଏହା ଛଡା ପ୍ରେଗନେନ୍ସି ସମୟ ରେ ବଡି ରେ ହରୋମନ ଚେଞ୍ଜେସ୍ ହୋଇଥାଏ ସେଥି ଲାଗି ଡୋପାମିନ କମିଯାଏ । ରୋଟାମିନ ବଢିଯାଏ । ଯାହାର ରେଷ୍ଟଲେସ୍ ଲେଗ ସିମଡ୍ରମସ୍ ହୁଏ ତାର ବହୁତ ଗୁଡିଏ ଖାଦ୍ୟ ର ବାରଣ ଥାଏ ।

ଯେପରିକି ମଟନ , ଚିଲ , ଏଗ୍ , ଦହି , କ୍ଷୀର ଏବଂ ଛେନା ଜାତୀୟ ଜିନିଷ ଏ ଗୁଡିକ ଖାଇବା ମନା କରାଯାଏ । କାରଣ ଏଥିରେ ଗ୍ଲୋଟାମିଲଏବୁଲ ବେଶି ଥାଏ । ସମୁଦ୍ର ମାଛ , ଫ୍ରୁଟସ୍ , ନୋଟସ୍ ଏବଂ ମୁଗ ବୁଟ ଏଗୁଡିକ ମଧ୍ୟ ଖାଇ ପାରିବେ । ଏଥି ସହିତ ଷ୍ଟେଚିଙ୍ଗ ଏକ୍ସାସାଇଜ କରିବେ ,ମସାଜ କରିବା ବା ହଟ ବାଥ୍ ନେବେ , ଏଗୁଡିକ କରିବା ଦ୍ୱାରା ରେଷ୍ଟଲେସ୍ ଲେଗ୍ ସିମଡ୍ରମସ୍ କମିଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।