ରସିକିଆ ପ୍ରେମିକକୁ ବିଚ୍ ରାସ୍ତାରେ ନିର୍ଧୁମ ଛେଚିଲେ ଯୁବତୀ…ଦେଖନ୍ତୁ ଭାଇରାଲ ଭିଡିଓ

ରସିକିଆ ପ୍ରେମିକ କୁ ବିଚ ରାସ୍ତା ରେ ନିର୍ଧୁମ ଛେଞ୍ଚିଲେ ଯୁବତୀ । ତେବେ ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ଘଟଣା ଟିରେ ଜଣେ ଯୁବତୀ ବିଚ ରାସ୍ତା ଯୁବକ ଜଣକୁ ଚପଲ ରେ ପିଟି ଥିଲେ । ସେ ତୋ ପିଟି ଥିଲେ ଆପଣ ମାନେ ମଧ୍ୟ ସେହି ଭିଡିଓ ରେ ଦେଖିବେ , ସେଠିକାର ଯୁବକ ମାନେ ମଧ୍ୟ ବହୁତ ପିଟି ଥିଲେ । ତେବେ ଯୁବକ ଜଣକୁ କଣ ପାଇଁ ପିଟି ଥିଲେ , ତାହା ଆପଣ ଜାଣିଲେ ରାଗି ଯିବେ । ତେବେ ଯୁବକ ଜଣକ ଏବେ ପାଖ ଥାନରେ ଅଭିଯୋଗ କରି ଛନ୍ତି ।

ସେ ଝିଅ ପିଟିବା ସହିତ , ଝିଅ ଲୋକ ଲଗେଇ ପିଟିଛି । ତେବେ ଅଭିଯୋଗ ଅଛି ଝିଅ ଟି ବହୁତ ଦିନ ଭଲ ପାଇ ସାରିବା ପରେ , ପୁଅ ଟିକୁ ଛାଡି ଦେଇଛି । ତେବେ ପିଲାଟି ତାକୁ ରାସ୍ତା ରେ କିଛି କହିବାରୁ । ଝିଅ ଟି ତାକୁ ଚପଲ ରେ ପିଟିବା ସହିତ ଲୋକ ଲଗେଇ ବହୁତ ପିଟିଛି ବୋଲି ଘଟଣା ସ୍ଥଳ ରେ ଥାନରେ ଅଭିଯୋଗ ହୋଇଛି । ତେବେ ଆସନ୍ତୁ ପୁରା ଘଟଣା ଟିକୁ ଜାଣିବା ।

ଘଟଣା ଟି ରେ 2019 ମସିହା ରେ ସୀମା ନାମକ ଝିଅ କୁ ଭଲ ପାଉ ଥିଲେ ଅଭିନାଶ । ତେବେ ଏହା ଥିଲା ତାଙ୍କର କଲେଜ ଟାଇମ ଭଲ ପାଇବା । ତେବେ ଜଣା ପଡ଼ିଛି ଯେ ସୀମା ତାଙ୍କୁ ପ୍ରଥମେ ପ୍ରେମ ର ପ୍ରସ୍ତାବ ଦେଇ ଥିଲେ । ଆଉ ଏ ଅଭିନାଶ ଏହାକୁ ପ୍ରଥମେ ମନା କରି ଥିଲେ । ସେ ମନା କରିବାରୁ ଝିଅ କହି ଥିଲେ ଆତ୍ମ ହତ୍ୟା ର ଧମକ ଦେଇ ଥିଲେ ଯାହା ଫୋଳରେ । ପୁଅ ଭାବି ଥିଲା ଝିଅ ତାକୁ ସତରେ ଭଲ1 ପାଉଛି । କିନ୍ତୁ ସେହି ସମୟରେ ତାଙ୍କ ଦୁଇ ଜଣଙ୍କ ମଧ୍ୟ ରେ ଚାଲି ଥିଲା ପ୍ରେମ ସମ୍ପର୍କ । ସେମାନେ ମଧ୍ୟ ଦୁଇ ଜଣ ବହୁତ ଥର ସେକ୍ସ କରି ସାରି ଛନ୍ତି ।

କିନ୍ତୁ ଏହା ଥିଲା ତାଙ୍କର ଗ୍ରାଜୁଏସନ ସମୟର କଥା । ତେବେ ପାଠ ପଢା ସରିବା ପରେ ଝିଅ ଆଉ ପୁଅ ସହିତ କଥା ହୋଇ ନ ଥିଲା । ଯାହା ଫୋଳରେ ପୁଅ ବହୁତ ଭଲ ପାଇ ଯାଇ ଥିଲା । ପୁଅ ମଧ୍ୟ ସବୁ ବେଳେ ଝିଅ ପାଇଁ ପାଗଳ ପରିକା ହେଉ ଥିଲା । କିନ୍ତୁ ଗତ 4 ତାରିଖ ଦିନ ରାସ୍ତା ରେ ଯାଉ ଥିବା ସମୟ ରେ ସେମାନଙ୍କ ଦୁଇ ଜଣଙ୍କର ଦେଖା ହୋଇ ଥିଲା ଆଉ ଝଗଡା ହୋଇ ଥିଲା । ତେବେ ଝଗଡା ରେ ପୁଅ ମାଡ଼ ଖାଇ ଯାଇ ଥିବାର ସୂଚନା ମିଳୁଛି । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଦେଖୁ ଥିବେ ପୁଅଟି ମାଡ଼ ଖାଇ ବାର ଦୃଶ୍ୟ । ତେବେ ଏବେ ସେ ଥାନା ରେ ଝିଅ ନାଁ ରେ ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।