ହେ ଭଗବାନ – ରାମଲୀଳାରେ ନାଚୁ ନାଚୁ ଚାଲିଗଲା ହନୁମାନର ଜୀବନ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ହନୁମାନ ର ଅଭିନୟ କର ନିଜ ଜୀବନ ସହ ଲଢେଇହନୁମାନ ର ଅଭିନୟ କର ନିଜ ଜୀବନ ସହ ଲଢେଇ କରୁଥିଲେ ଯୁବକ ଜଣକ। ସେ ଲୋକ ମାନଙ୍କୁ ଏତେ ତାଙ୍କର ଅଭିନୟ ରେ ମୁଗ୍ଧ ଥିଲେ। କିନ୍ତୁ ତାଙ୍କର ଆଜି ଶେଷ ଦିନ ବୋଲି କିଏ ଜାଣି ଥିଲା। ଆଜିର ଅନେକ ଯୁବକ ଯୁବତୀ ଏଭଳି କମେଡି ଦେଖିବାକୁ ବହୁତ୍ ଖୁସି ହେଉଛନ୍ତି।

ସେମାନଙ୍କ କମେଡି କରିବାର ଢଙ୍ଗ ସେମାନଙ୍କର କିଛି ଡାଇଲଗ କୁ ମଧ୍ୟ କହି ବହୁତ୍ ଖୁସି ହେଉଛନ୍ତି ଲୋକେ। ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏବେ ଏଭଳି କମେଡି ଭିଡିଓ ଏବଂ କମେଡି କଳାକାର ମାନଙ୍କର ଚାହିଦା ବେଶ୍ ଅଧିକ। କମେଡି କରି ଲୋକଙ୍କୁ ହସାଇ ନିଜର ପ୍ରତିଭାକୁ ଦେଖାଇ!

 ଆଜି ସେମାନେ ଜଣେ ସଫଳ ୟୁ ଟ୍ୟୁବର ସହିତ ସଫଳ କଳାକାର ମଧ୍ୟ ହୋଇ ପାରିଛନ୍ତି। ତେବେ ଏଭଳି କମେଡି କୁ ଲୋକେ ବହୁତ୍ ଭଲ ପାଉଥିବା ବେଳେ ସେମାନଙ୍କର ଅନେକ ପ୍ରସଂଶକ ରହିଛନ୍ତି, ଯେଉଁମାନେ ତାଙ୍କୁ ଏବଂ ତାଙ୍କର ଏଭଳି ଭିନ୍ନ ସ୍ୱାଦର କମେଡି ଭିଡିଓ କୁ ବହୁତ୍ ଭଲ ପାଆନ୍ତି।

ଯାତ୍ରା ଜଗତର ଅନେକ ସିନ ର ସୁନ୍ଦର୍ ଦୃଶ୍ୟ ସବୁ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ।

 ସେଥିପାଇଁ ଯାତ୍ରା ପ୍ରେମୀ ମାନଙ୍କର ଯାତ୍ରାପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ। ଯାତ୍ରା ଏକ ଏଭଳି ମନୋରଂଜନ ପ୍ରଦାନର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ।

ତେବେ ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।

ଯେଉଁଠି ବି ଅପେରା ପଡ଼ିଲେ ଏବଂ ତାଂକ ପସନ୍ଦର କଳାକାର ସେହି ପାର୍ଟିରେ ଅଛନ୍ତି ଜାଣିଲେ ସେମାନେ ଆଗ୍ରହର ସହିତ ଯାତ୍ରା ଦେଖିବାକୁ ଦୌଡ଼ି ଯାଇଥାନ୍ତି। ଓଡ଼ିଶାର ଯାତ୍ରା ଜଗତ ପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ହନୁମାନ ର ଅଭିନୟ କର ନିଜ ଜୀବନ ସହ ଲଢେଇ କରୁଥିଲେ ଯୁବକ ଜଣକ। ସେ ଲୋକ ମାନଙ୍କୁ ଏତେ ତାଙ୍କର ଅଭିନୟ ରେ ମୁଗ୍ଧ ଥିଲେ। କିନ୍ତୁ ତାଙ୍କର ଆଜି ଶେଷ ଦିନ ବୋଲି କିଏ ଜାଣି ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ