ପୁରୁଣାରୁ ପୁରୁଣା ଆଖି ( Eye) ସମସ୍ୟା ଥରକରେ ଦୂର ହୋଇଯିବ ! ଏହି ଦୁଧକୁ କିଛିଦିନ ପିଅନ୍ତୁ, ଆଖି ରୁ ଚଷମା ଓଲ୍ହେଇ ଯିବ…

ଆମ ଶରୀର ର ସବୁଠାରୁ sensitive ଅଙ୍ଗ ହେଉଛି ଆମ ଆଖି I ଆଖି ଯୋଗୁ ଶରୀର ର ସୁନ୍ଦରତା ବଢିଥାଏ I ତେଣୁ ଆଖି ର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେଇଥାଏ I ଆଜି ର ବ୍ୟସ୍ତ ବହୁଳ ଜୀବନ କାରଣ ରୁ ଆମେ ଆମ ସ୍ୱତ୍ୱ ପ୍ରତି ସଚେତନ ହେଇ ନ ଥାଉ ତେଣୁ ଖୁବ କମ ବୟସ ରେ ପିଲା ଙ୍କୁ ଚଶମା ଲାଗିଥାଏ I ତେବେ ଆଜି ଆମେ ଏହି ସବୁ ବିଷୟ ରେ କିଛି ବିଶେଷ ଆଲୋଚନା କରିବା Iଆଜି ଆଲୋଚନା କରିବା ଏପରି କେଉଁ ଉପାୟ କରି ଆମେ ଆଉ ଚଶମା ର ବ୍ୟବହାର କରିବା ନାହିଁ I

ବ୍ୟବହାର ସାମଗ୍ରୀ:-

୧- କ୍ଷୀର,୨-ବାଦାମ,୩- ପାନମହୁରି,୪-ମିସିରି

ଏଥିପାଁଇ ସବୁଠାରୁ ସହଜ ଉପାୟ ହେଉଛି ଘରେ ଥିବା ବାଦାମ କ୍ଷୀର ଓ ମିଶ୍ରି I ଏକ ପାତ୍ର ରେ ପାଣି ନେଇଯାନ୍ତୁ ଏବଂ ରାତିସାରା 5-6 ଗୋଟି ବାଦାମ ପକାଇ ଦିଅନ୍ତୁ I ଆଗାମୀ ଦିନ ଏହା ର ଚୋପା ବାହାର କରି ଏହା କୁ କ୍ଷୀର ସହ ମିଶାଇ ଦିଅନ୍ତୁ ଓ ଏଥିରେ କିଛି ମିଶ୍ରି ବି ପକାନ୍ତୁ I ପାନମଧୁରୀ

ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବା ରେ ପାନମଧୁରୀ ସାହାଯ୍ୟ କରେ। ପାନମଧୁରୀ ଖାଇବା ଦ୍ୱାରା ମୋତିଆବିନ୍ଦୁ ଭଳି ରୋଗ ହେବାର ଆଶଙ୍କା କମ୍‌ ରହିଥାଏ। ବାଦାମ, ପାନମଧୁରୀ ଏବଂ ମିଶ୍ରିର ଏକ ମିଶିରି କୁ ପାଉଡ଼ର କରି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ସହ ସେବନ ସହ ଏହି ସବୁ ଗୁଣ୍ଡ କୁ ମିଶାଇ ଭଲ ଭାବରେ ଗୋଳାନ୍ତୁ ଓ ସେବନ କରନ୍ତୁ।

୪୦ ଦିନ ଏଭଳି କରନ୍ତୁ, ଦେଖନ୍ତୁ ଆପଣଙ୍କ ଦୃଷ୍ଟିଶକ୍ତିରେ ହେଉଛି କିଭଳି ପରିବର୍ତ୍ତନ।ଏହା କୁ ଟିକେ ଉଷୁମ କରି ଦିଅନ୍ତୁ ଏବଂ ମିଳକ ସେକ କରିକି ଏହା କୁ ପି ଦିଅନ୍ତୁ I ଦେଖିବେ କିଛି ଦିନ ଏହା ର ସେବନ ରେ ଆପଣ ଙ୍କ ର ଆଖି ର ଦୃଷ୍ଟି ଶକ୍ତି ବଢିବ I

ଏହି ଘରୋଇ ଉପଚାର କୁ ବ୍ୟବହାର କିପରି କରିବେ:-

ଯଦି ଆପଣ ନିୟମିତ ରାତି ରେ ଶୋଇବା ପୂର୍ବ ରୁ ଏହା ର ସେବନ କରନ୍ତି 3-4 ସପ୍ତାହ ମଧ୍ୟ ରେ ଆପଣ ଙ୍କ ର ଆଖି ର ଦୃଷ୍ଟିଶକ୍ତି ବଢ଼ିଯିବ I ଏବଂ ଆଉ ଚଶମା ର ଆବଶ୍ୟକ ହେବ ନାହିଁ I ଆଖି ସମସ୍ୟାnରୁ ଦୂରେଇ ରହିବା ପାଇଁ ନିୟମିତ ଆଖି ପରୀକ୍ଷା କରିବା ଜରୁରୀ। ଆଖିର କିଛି ବି ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ସଚେତନ ରହିଲେ ଓ ଛଅ ମାସ ବ୍ୟବଧାନ ରେ ଆଖି ପରୀକ୍ଷା କଲେ ଦୃଷ୍ଟି ଜନିତ ସମସ୍ୟା ରୁ ରକ୍ଷା ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।