IAS ପ୍ରଶ୍ନ :- ପୁଅ ମାନଙ୍କର କେଉଁ ଲମ୍ୱା ଜିନିଷ ଝିଅ ମାନଙ୍କୁ ପସନ୍ଦ ଲାଗେ ? 99 ପ୍ରତିଶତ ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ
ବନ୍ଧୁ ମାନେ ଆପଣ ମାନେ ଜାଣି ଥିବେ ପ୍ରତେକ କଥା ରେ ଦୁଇଟି ଉତ୍ତର ରହିଛି । ଗୋଟେ ହେଉଛି ନେଗେଟିଭି ଉତ୍ତର ଆଉ ଗୋଟେ ହେଉଛି ପୋଜେଟିଭି ଉତ୍ତର । ତେଣୁ ବନ୍ଧୁ ମାନେ ଆମେ ସବୁ ବେଳେ ପୋଜେଟିଭି ଉତ୍ତର ଟି କହିବା ନିହାତି ଆବଶ୍ୟକ । କାରଣ ଆମକୁ ପରୀକ୍ଷାର୍ଥୀ ସବୁ ବେଳେ ବୁଦ୍ଧି ମାନ ସହାର୍ଯ୍ୟରେ ପକେଇ ଥାଆନ୍ତି । ତେବେ ଆଜି ପ୍ରଶ୍ନ ବିଷୟରେ ଆମେ କହିବା ପାଇଁ ଯାଉଛୁ , ତାହା ଆପଣ ସେହି ପ୍ରଶ୍ନ କେବେ ହେଲେ ଶୁଣି ନ ଥିବେ । ତେବେ ବନ୍ଧୁ ମାନେ ସେହି ପ୍ରଶ୍ନ ଟି ହେଉଛି ।
ପୁଅ ମାନଙ୍କର କେଉଁ ଲମ୍ବା ଜିନିଷ ଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ । ତେବେ ଏହାର ଉତ୍ତର ଅଛି ଗୋଟେ ନେଗେଟିଭି ଯାହା ଆପଣ ମାନେ ଜାଣି ଛନ୍ତି । ଆଉ ଏହାର ପୋଜେଟିଭି ଉତ୍ତର ଟି ହେଉଛି ପୁଅ ମାନଙ୍କର ଲମ୍ବା ବାଳ ଝିଅ ମାନଙ୍କୁ ବହୁତ ଭଲ ଲାଗି ଥାଏ । ତେବେ ବନ୍ଧୁ ମାନେ ଏହି ଭଳି ପ୍ରଶ୍ନ ବହୁତ ଅଛି । ଏହି ପ୍ରଶ୍ନ ଗୁଡିକ ବହୁତ ଥର IAS ରେ ଆସି ସାରିଛି । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ବିଷୟରେ କିଛି ଆଲଚନା କରିବା ।
1, ଭାରତ କେଉଁ ମସିହାରେ ସ୍ୱାଧୀନ ହୋଇ ଥିଲା ।
ଉ, ଭାରତ 1947 ମସିହାରେ ସ୍ୱାଧୀନ ହୋଇ ଥିଲା ।
2, ଏବେ ଭାରତର ରାଜଧାନୀ କୋଉଠି ଅଛି । ପ୍ରଥମେ ଭାରତର ରାଜଧାନୀ କୋଉଠି ଥିଲା ।
ଉ, ପ୍ରଥମେ ଭାରତ ରେ ରାଜଧାନୀ କଲିକତା ରେ ଥିଲା , ସେ ଥିଲା ଯେତେ ବେଳେ ଭାତରକୁ ଇଂରେଜ ମାନେ ଶାସନ କରୁ ଥିଲେ । ଏବେ ଭାରତର ରାଜଧାନୀ ଦିଲ୍ଲୀ ।
3, ଇଂରାଜୀ ମାସରେ କେଉଁ ମାସରେ ମକର ସଂକ୍ରାନ୍ତି ପଡି ଥାଏ ।
ଉ, ଇ ଇଂରାଜୀ ମାସରେ ଜାନୁଆରୀ ମାସ ରେ ମକର ସଂକର୍ନ୍ତି ପଡି ଥାଏ ।
4 କେଉଁ ମାସରେ ଶ୍ରମିକ ଦିବସ ପାଳନ କରା ଯାଇ ଥାଏ ।
ଉ, ଡିସେମ୍ବର ମାସ 23 ତାରିଖ ରେ ଶ୍ରମିକ ଦିବସ ପାଳନ କରାଯାଏ ।
5, ବୁଢା ବୁଢ଼ୀ ଙ୍କର ଖସି ଯାଉଛି , କିନ୍ତୁ ଟୋକା ଟୋକି ଙ୍କର ପଶି ଯାଉଛି ।
ଉ, ଅଧିକ ବୟସ ହେବା ଦ୍ୱାରା ବୁଢା ଓ ବୁଢ଼ୀ ମାନଙ୍କୁ ଦେଖା ଯାଇ ନ ଥାଏ କିନ୍ତୁ ଟୋକା ଟୋକି ଙ୍କୁ ବେଶ ଭଲ ଭାବରେ ଦେଖା ଯାଇ ଥାଏ । ତେବେ ସେଇଟା ହେଉଛି ଛୁଞ୍ଚି ସୂତା ।
6, ଗୋଟେ ଅଣ୍ଡା ସିଝି ବାକୁ 5 ମିନିଟ ସମୟ ଲାଗେ 10 ଟି ଅଣ୍ଡା ସିଝିବାକୁ କେତେ ସମୟ ଲାଗିବ ।
ଉ, ସେହି 5 ମିନିଟ ଲାଗିବ ।
7, ପୁଅ ମାନଙ୍କ ର କେଉଁ ଲମ୍ବା ଜିନିଷ ଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ ।
ଉ, ପୁଅ ମାଙ୍କର ଲମ୍ବା ଚୁଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।