IAS interview :-ପୁଅକୁ ପଚରାଗଲା କେଉଁ ରାଜା ନିଜର ମା’ ଙ୍କୁ ହିଁ ବିବାହ କରିଥିଲେ ? ଉତ୍ତର ଯଦି ଜାଣିଛନ୍ତି କମେଣ୍ଟ କରି କୁହନ୍ତୁ…

ଆମ ଭାରତ ରେ ସବୁଠାରୁ ବଡ ପରୀକ୍ଷା ହେଉଛି IAS ପରୀକ୍ଷା। ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ କରିବା ଏତେ ସହଜ କଥା ନୁହେଁ। ଯଦିଓ ଆପଣ ଲିଖିତ ପରୀକ୍ଷାରେ ଭଲ ମାର୍କ ରଖୁଛନ୍ତି। ତଥାପି ଆପଣଙ୍କୁ ସାକ୍ଷାତ କାର ରେ ଭଲ କରିବାକୁ ହେବ। ତେଣୁ ଏଥି ପାଇଁ ଆପଣଙ୍କ ର ସାଧାରଣ ଜ୍ଞାନ ନିଶ୍ଚିତ ଭାବରେ ଭଲ ଭାବରେ ପାରଙ୍ଗମ ଥିବା ଦରକାର।

ତେବେ ସମୟ ଅନୁସାରେ ସମସ୍ତଙ୍କ ର ଚିନ୍ତା ଧାରା ମଧ୍ୟ ବଦଳିଛି। ସମସ୍ତେ କିଛି ନୂଆ ନୂଆ କଥା ଜାଣିବା ପାଇଁ। ବହୁତ ଆଗହି ହେଉ ଛନ୍ତି। ଯାହା କି ସେମାନଙ୍କୁ ବିଭିନ୍ନ ସ୍ଥାନରେ ସାହାଯ୍ୟ କରିବ। ବର୍ତମାନ ଅନେକ ପରୀକ୍ଷା ରେ ସାକ୍ଷାତ କାର ହେଉଛି। ତେବେ ଏହି ସାକ୍ଷାତ କାର ମାନକ ରେ ବିଭିନ୍ନ ପ୍ରକାର ର ପ୍ରଶ୍ନ ପଚରା ଯାଉଛି ଯାହାକି ଉତ୍ତର ଦେବା ଅନେକ ଙ୍କ ପକ୍ଷରେ ସମ୍ଭବ ନୁହେଁ।

ବର୍ତମାନ ସମୟ ରେ ଏମିତି କିଛି ପ୍ରଶ୍ନ ଇଣ୍ଟରଭ୍ୟୁ ଗୁଡିକ ରେ ପଚରା ଯାଉଛି ଯାହାକି କେବଳ ନିଜର ଉପସ୍ଥିତି ବୁଦ୍ଧି ଦ୍ୱାରା ହିଁ ଉତ୍ତର ଦିଆ ଯାଇ ପାରିବ। ସେହି ପ୍ରଶ୍ନ ଗୁଡିକ ର ଉତ୍ତର ଦେବା ଯେତେ ସହଜ ମନେ ହୋଇ ଥାଏ ପ୍ରକୃତ ରେ ସେତେ ସରଳ ହୋଇ ନଥାଏ। ପ୍ରତି ବର୍ଷ ଅନେକ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଏହି ଭଳି ପରୀକ୍ଷା ମାନଙ୍କ ର ସମ୍ମୁଖୀନ ହେଉଛନ୍ତି ଯେଉଁ ଥିରେ ବିଭିନ୍ନ ପ୍ରକାର ର ପ୍ରଶ୍ନ ଗୁଡିକ ପଚାରା ଯାଉଛି। ଓ ସେଗୁଡିକ ର ଉତ୍ତର କେବେଳ ନିଜର ବୁଦ୍ଧି ଲଗାଇ ଦେଇ ହବ।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

1. ଭାରତ ଏପରି କେଉଁ ଗାଁ ଅଛି ଯେଉଁ ଠାରେ ସମସ୍ତଙ୍କ ଘରେ କବାଟ ନଥାଏ ?
ଉତ୍ତର – ଶନି ଶିଙ୍ଗା ପୁର

2. କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ ଅଟେ ?
ଉତ୍ତର – ଚୀନ

3. ସବୁଠୁ ଅଧିକ ରୋବର୍ଟ କେଉଁ ଦେଶରେ ରହିଛି ?
ଉତ୍ତର – ଜାପାନ

4. ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର – ଡକ୍ଟର ରାଜେନ୍ଦ୍ର ପ୍ରସାଦ


5. କେଉଁ ରାଜା ଯିଏ ନିଜର ପିତା କୁ ହତ୍ୟା କରି ନିଜର ମାତା କୁ ବିବାହ କରି ଥିଲେ ?
ଉତ୍ତର – ଅଡିପୁଷ

6. ମହାତ୍ମା ଗାନ୍ଧୀ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର – ଗୁଜୁରାଟ ର ପରୋ ବନ୍ଦର ଠାରେ

7. ଆୟତନ ଦୃଷ୍ଟି ରୁ ବିଶ୍ୱ ର ସବୁ ଠାରୁ ବଡ଼ ଦେଶ କଣ ଅଟେ ?
ଉତ୍ତର – ରୁଷ

8. ସୌରମଣ୍ଡଳ ର ସନ୍ଧାନ କିଏ କରି ଥିଲେ ?
ଉତ୍ତର- କପର ନିକସ

9. କେଉଁ ଦ୍ୱୀପ ରେ ଅଧିକ ସାପ ଦେଖା ଯାଆନ୍ତି ?
ଉତ୍ତର- ସ୍ନେକ ଦ୍ୱୀପ

10. ବାବର ଙ୍କ ର ପୁତ୍ର କିଏ ଥିଲେ
ଉତ୍ତର – ହୁମାୟୁନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।