ଓଃ..କି…ଡାନ୍ସ ….ପୁଣି ଯାତ୍ରା ଷ୍ଟେଜରେ ନିଆଁ ଲଗାଇଲେ ଡ୍ୟାନ୍ସ କୁଇନ ରାଣୀ ପଣ୍ଡା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ।

ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ।

 ତେବେ ବନ୍ଧୁଗଣ ଆପଣ ମାନେ ଆଇଟମ ଡ଼୍ୟାନ୍ସର ଆୟେଜା ଖାନ ଙ୍କୁ ଜାଣିଥିବେ ନିଶ୍ଚିତ, ସେ ତାଙ୍କର ସେକ୍ସି ଡ଼୍ୟାନ୍ସ ଦ୍ଵାରା ସମସ୍ତ ଙ୍କୁ ନିଜର ବଶବର୍ତ୍ତୀ କରିଥାନ୍ତି। ତାଙ୍କର ଆଇଟମ ଡ଼୍ୟାନ୍ସ ଦେଖି ଟୋକା ତ ଟୋକା ବୁଢା ଲୋକଙ୍କ ର ପାଟି ରୁ ମଧ୍ୟ ଲାଳ ବାହାରି ଆସେ।

ତେବେ କିଛି ଦିନ ହେବେ ତାଙ୍କର ସେହିପରି କିଛି ଡ଼୍ୟାନ୍ସ ଭିଡିଓ ଦର୍ଶକ ମାନେ ଦେଖିବାକୁ ପାଇନଥିଲେ। ମାତ୍ର କିଛି ଦିନ ବ୍ୟବଧାନ ରେ ସେ ପୁଣି ତାଙ୍କ ପ୍ରଶଂସକ ମାନ ଙ୍କୁ ନୁଆ ବର୍ଷ ର ଭେଟି ରେ ଏମିତି ଏକ ଡ୍ୟାନ୍ସ ଆଣିଛନ୍ତି ତାହା ସମସ୍ତ ଙ୍କୁ ଚକିତ କରିଛି।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରାୟ ସମସ୍ତ ପ୍ଲାଟଫର୍ମ ରେ ଆୟେଜା ଙ୍କର ଏହି ଗୋଟିଏ ଗୀତ ଭାଇରଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ଟିରେ ଗୀତ ସ୍ପଷ୍ଟ ନାହିଁ, ସେ କେବଳ ପୁସ୍ୱଦେ ସଂଗୀତ ର ମିୟୁଜିକ ରେ ଡ଼୍ୟାନ୍ସ କରିଛନ୍ତି। କିନ୍ତୁ ତାଙ୍କର ବଡୀ ମୁଭ ଏବଂ ଡ଼୍ୟାନ୍ସ ସହ କୁ ଜବରଦସ୍ତ ସେକ୍ସି ଲୁକ ସମସ୍ତ ଙ୍କୁ ଆକୃଷ୍ଟ କରିବା ସହ ଚକିତ କରିଦେଇଛି। ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗଛି।

ଏହି ପୁସ୍ୱଦେ ପୁସ୍ୱଦେ ଗୀତ ର ମିୟୁଜିକ ରେ ସେ ଏକ ଲାଲ ରଙ୍ଗ ର ଡ୍ରେସ ରେ ଯେଉଁ ଡ଼୍ୟାନ୍ସ କରିଛନ୍ତି ତାହା ଲଜ୍ବାଵ ଅଟେ। ତେବେ ଏହି ଗୀତ ଟିରେ ସେ ପୁରା ସେକ୍ସି ଆନ୍ଦାଜ ସହ ବଡ଼ ରୋମାଣ୍ଟିକ ଡ଼୍ୟାନ୍ସ କରିଥିବା ର ନଜର ରେ ଆସିଛନ୍ତି। ତେବେ ଏଥିରେ ସେ ଜଣେ ଆଡା ର ଗୁଣ୍ଡା ମାନଙ୍କ ର ସର୍ଦ୍ଦାର ଙ୍କ ଆଗରେ ଡ଼୍ୟାନ୍ସ କରୁଛନ୍ତି, ଏବଂ ଡ଼୍ୟାନ୍ସ ଦ୍ଵାରା ସେ ସର୍ଦାର ଙ୍କୁ ଇମପ୍ରେସ କରିବାକୁ ଚେଷ୍ଟା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।