ପୁଣି ପୋଷ୍ଟ Office ରୁ ଆସିଲା ଦମଦାର ସ୍କିମ , ଏଣିକି ମାତ୍ର 150 ଟଙ୍କା ଖର୍ଚ୍ଚ କରି ହୋଇ ପାରିବେ ଲକ୍ଷପତି । ଜାଣନ୍ତୁ କେଉଁ ମାନଙ୍କ ପାଇଁ ରହିଛି ଏହି ସୁବିଧା….

ଲୋକମାନଙ୍କ ର ସୁଖ ଓ ସୁବିଧା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ଗୁଡିକ ଆଣି ଥାଆନ୍ତି। ଯାହାକି ମୁଖ୍ୟତଃ ଗରିବ ଓ ମଜୁରିଆ ମାନଙ୍କୁ ବହୁତ ଲାଭ ଦାୟକ ହୋଇ ଥାଏ। ସେହି ପରି ବର୍ତମାନ ସମୟରେ ଏକ ଯୋଜନା ଆସି ଯାଇଛି ଯାହାକି ଆପଣ ଙ୍କୁ ନିଶ୍ଚିତ ଭାବରେ ଲାଭ ଦାୟକ କରିବ। ଯୋଜନା ଟି ହେଉଛି ମାତ୍ର 150 ଟଙ୍କା ଖର୍ଚ କରି ଆପଣ ହୋଇ ପାରିବେ 15 ଲକ୍ଷ ଟଙ୍କାର ମାଲିକ। ହଁ ଆଜ୍ଞା ଆପଣ ଠିକ ଶୁଣିଛନ୍ତି। ପ୍ରତିଦିନ ମାତ୍ର 150 ଟଙ୍କା ସଞ୍ଚୟ କରି ଆପଣ 15 ଲକ୍ଷ ଟଙ୍କା ର ମାଲିକ ହୋଇ ପାରିବେ।

ଏହି ସୁବର୍ଣ ଆଫର ଆପଣଙ୍କ ପାଇଁ ନେଇ ଆସିଛି ପୋଷ୍ଟ ଅଫିସ। ଆପଣ ଯଦି ପବ୍ଲିକ ପ୍ରଭିଡେଣ୍ଟ ଫଣ୍ଡ ବା ପିପିଏଫ ସ୍କିମ ରେ ନିବେଶ କରିବେ ତାହାଲେ ଆପଣ ମଧ୍ୟ ଲକ୍ଷ ପତି ହୋଇ ପାରିବେ। ପ୍ରତି ମାସରେ ଦୈନିକ 150 ଟଙ୍କା ଲେଖା ସଞ୍ଚୟ କଲେ ଏହା 15 ବର୍ଷ ପରେ ପାଖା ପାଖି 15 ଲକ୍ଷ ଟଙ୍କା ହୋଇଯିବ। ଆପଣ ଦୈନିକ 150 ଟଙ୍କା ସଞ୍ଚୟ କଲେ ମାସକୁ ପ୍ରାୟ 4 ହଜାର 500 ତାଙ୍କ ସଞ୍ଚୟ କରିବେ। ଯାହାକୁ ପିପିଏଫ ରେ ନିବେଶ କଲେ ଆପଣଙ୍କ ର ବାର୍ଷିକ ନିବେଶ ପାଖାପାଖି 54 ହଜାର ହୋଇଯିବ। ଏହା ସହ 15 ବର୍ଷ ପରେ ଏହା ର ମେଚୁରୀଟି ହେବ।

ଏହା ପରେ ଆପଣଙ୍କୁ 14 ଲକ୍ଷ 64 ହଜାର 555 ଟଙ୍କା ମେଚର ବେଳେ ମିଳିବ। ଏବେ ପିପିଏଫ ର ସୁଧ ହେଉଛି 7.1 ପ୍ରତିଶତ । ତେବେ ଆପାନଙ୍କ ର ଯୋଜନା ମେଚର ହେବା ଯାଏ ଆପଣଙ୍କୁ ସୁଧ ମିଳିବ। ଏହା ପରେ ଆପଣ ଚାହିଁଲେ ଏହି ଟଙ୍କା କୁ ଉଠାଇ ପାରିବେ। ଏଥିରେ ଅନ୍ୟ ଯୋଜନା ଗୁଡିକ ତୁଳନା ରେ ବେଶ ଅଧିକ ଲାଭ ରହିଛି।

ତେବେ ଆପଣ ଯଦି ଏହି ଯୋଜନା ର ଲାଭ ଉଠାଇ ବା ପାଇଁ ଚାହୁଁଛନ୍ତି ତେବେ ଶୀଘ୍ର ହିଁ ଆପଣଙ୍କ ପାଖ ପୋଷ୍ଟଲ ଅଫିସ କୁ ଯାଆନ୍ତୁ ଓ ଏହି ସୁବିଧା ର ଲାଭ ନିଅନ୍ତୁ। ଯଦି ଆପଣ ଙ୍କ ର ଏହି ଯୋଜନା ବିଷୟରେ କିଛି ମନରେ ଦ୍ଵନ୍ଦ ଥାଏ ତାହାଲେ ନିଶ୍ଚିତ ଭାବରେ ଆପଣ ପୋଷ୍ଟ ମାଷ୍ଟର କିମ୍ବା ଅନ୍ୟ କୌଣସି ପୋଷ୍ଟ ଅଫିସ ଷ୍ଟାଫ ଙ୍କୁ ପଚାରି ପାରିବେ। ନିଶ୍ଚିତ ଭାବରେ ଆପଣ ଏହି ଯୋଜନା ର ଲାଭ ନିଅନ୍ତୁ ଓ ଦୈନିକ 150 ଟଙ୍କା ସଞ୍ଚୟ କରି ଲକ୍ଷ ପତି ହୁଅନ୍ତୁ। ମନେ ରଖନ୍ତୁ ଆପଣ ଯଦି 150 ଟଙ୍କା ଲେଖାଏଁ ପ୍ରତି ଦିନ ସଞ୍ଚୟ କରୁଛନ୍ତି ତାହାଲେ ଏହା 15 ବର୍ଷ ପରେ ମେଚର ହେବା ବେଳେ ଆପଣଙ୍କୁ ପାଖାପାଖି 15 ଲକ୍ଷ ଟଙ୍କାର ମାଲିକ ବନାଇବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।