ପୁଅ ମାଆର ମଲା ଶବକୁ 7 କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଟାଣି ଟାଣି ନେଇ ଥିଲା । ଆଉ ତା ପରେ ପୋଡି ଥିଲା । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଏ ସମାଜ ରେ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥାଏ , ଯାହା ଦେଖିବା ପରେ ଆଖିରୁ ଲୁହ ଆସି ଯାଏ । ଭାଗବତ ରେ ଲେଖା ଅଛି ପୃଥିବୀରେ ଶ୍ରେଷ୍ଠ ଜୀବ ହେଉଛି ମଣିଷ । କିନ୍ତୁ ଭଗବାନ ଜନ୍ମ ଦେଇ ଏ ପୃଥିବି ପୃଷ୍ଟ କୁ ଆଣି ମଣିଷ କୁ ଏତେ କଷ୍ଟ କଣ ପାଇଁ ଦେଇ ଥାନ୍ତି । ଆଜି ଏକ ଭିଡିଓ ଭାଇରାଲ ହୋଇଛି , ଯାହା ଆପଣ ମାନେ ଶୁଣିବା ପରେ ଆଖିରୁ ଲୁହ ଆସି ଯିବ ।

ତେବେ ଘଟଣା ଟି ଦେଖା ପାଇଁ ମିଳିଛି ଗୁଜୁରାଟ ର ସୁରେଇପୁର ଜିଲ୍ଲାର ର ନର୍ମଦା ନଦୀ କୂଳରେ ଦେଖିବା ପାଇଁ ମିଳିଛି । ତେବେ ଘଟଣା ଟି ଜଣେ ଲୋକ ତା ମା ମରିଗଲା ପରେ ତାକୁ ବଝେଇ ଗାଡି ରେ ଟାଣି ଟାଣି ନେଇ ଯାଉଛି ନର୍ମଦା ନଦୀ କୂଳକୁ ଆଉ ତା ପରେ ତାକୁ ସେଠି ନେଇ ପଡି ଦେଉଛି । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।

ତେବେ ଗୁଜୁରାଟ ରେ ଦେଖିବା ପାଇଁ ମିଳି ଥିଲା ଏକ ଅଭବନିୟ ଘଟଣା । ଯୋଉଥିରେ ଜଣେ କାଲା ଲୋକ ଅଛି , ଆଉ ସେ ମଧ୍ୟ ଗୁଙ୍ଗା ଅଟେ ତେଣୁ ସେ କାହାରି ସାଙ୍ଗରେ କଥା କହି ପାରେ ନାହିଁ । ସେଥି ପାଇଁ ଲୋକେ ତାକୁ ପାଗଳ ବୋଲି ମଧ୍ୟ କହି ଥାନ୍ତି । ତେବେ ଏଇ 2 ଦିନ ତଳେ ତାର ମରି ଯାଇ ଥିଲା ।

ସେଥି ପାଇଁ ସେ କାହାରିକୁ ଜଣେଇ ପାରି ନ ଥିଲା କାରଣ ସେ ଗୁଙ୍ଗା ଅଟେ । ତେଣୁ ଗୋଟେ ଗାଡି ରେ ତାର ମା କୁ ସୁଏଇ ଦେଇ 7 କିଲ ମିଟର ଟାଣି ଟାଣି ନେଇ ଯାଇ ଥିଲା ନର୍ମଦା ନଦୀ କୂଳକୁ । ଯାହା ଏହି ଦୃଶ୍ୟ କୁ ସବୁ ଲୋକ ଦେଖି ଥିଲେ ଆଉ ଭିଡିଓ ମଧ୍ୟ କରି ଥିଲେ କିନ୍ତୁ ତାକୁ ସାହାର୍ଯ୍ୟ କରି ନ ଥିଲେ ।

ତେବେ ଆପଣ ମାନେ ପିଲା ଦିନେ ଖେଳି ଥିବା ଗାଡି ରେ ତାର ମା କୁ ଶୁଆଇ ଦେଇ ନେଇ ଯାଇ ଥିଲା । ଆଉ ସେଠାରେ ସେ ତାର ମା କୁ ପଡି ଦେଇ ଥିଲା । ତେବେ ଏଥିରୁ ଆପଣ ମାନେ ଜାଣି ପାରୁ ଥିବେ ମା ପୁଅ ର କେତେ ନିବିଡ଼ ସମ୍ପର୍କ । କିନ୍ତୁ ସେ ଲୋକଟି ପାଗଳ ନ ଥିଲା ।

ସେ କାହାରି ସହିତ କଥା କହି ପାରେନି ସତ ସେଥି ପାଇଁ ତାକୁ ଲୋକ ପାଗଳ କୁହନ୍ତି ନାହିଁ । ଯେତେ ବେଳେ ସେ ଟଣା ଗାଡି ରେ ତାର ମା କୁ ଶୁଆଇ ନେଇ ଯାଉ ଥିଲା ସେତେ ବେଳେ ଲୋକେ ପୁରା ଡରି ଯାଇ ଥିଲେ । କିନ୍ତୁ ଶେଷରେ ଦେଖିଲେ ଯେ ସେ ତାର ମା ଥିଲା । ତେବେ ମା ପୁଅର ସମ୍ପର୍କ କୁ ଦେଖି ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଏହାକୁ ପ୍ରଶଂସା କରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।