ପୁଣି ଲଜ୍ୟାଜନକ ଘଟଣା ! ମୁଖ୍ୟମନ୍ତ୍ରୀ ବିବାହ ଯୋଜନା ଟଙ୍କା ପାଇବାକୁ ଭଉଣୀକୁ ବାହା ହେଲେ ଭାଇ…ପୁରା ଘଟଣା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ…

ଆଜିର ବଡ଼ ଖବର ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ ଏତେ ତଳକୁ ଖସି ଯାଇ ପାରେ ବୋଲି ଦୁନିଆ ଆଜି ଜାଣି ଗୋଲା । ତେବେ ବନ୍ଧୁ ମାନେ ଘଟଣା ଟି ଆପଣ ଜାଣିବା ପରେ ମଧ୍ୟ ଆପଣ ଭାବିବେ ମଣିଷ ଏତେ ଲୋଭୀ ହେଇ ପାରେ ଯେ ତାର ମା ଭଉଣୀ କାହାକି ମାନିବ ନାହିଁ । ଭଉଣୀ ଶବ୍ଦ ଗୋଟେ ଏମିତି ଶବ୍ଦ ଯେଉଁ ଥିରେ ସେହ୍ନ ପ୍ରେମ ଏବଂ ପ୍ରଚୁର ଭଲ ପାଇବା ରହି ଥାଏ ।

ଭଉଣୀ ଯଦି ତା ଭାଇ ହାତରେ ରାଖୀ ବାନ୍ଧି ଦିଏ ନା , ତାହାଲେ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ଭାଇ ତାର ରକ୍ଷା କବଚ ହୋଇ ସବୁ ବେଳେ ତା ପାଖରେ ଠିଆ ହୋଇ ଥାଏ । ଭାଇ ଭଉଣୀ ର ସମ୍ପର୍କ ରେ କୌଣସି ସ୍ୱାର୍ଥ ନ ଥାଏ । ଥାଏ କେବଳ ଭଲ ପାଇବା । କିନ୍ତୁ ଏହି ଭାଇ ଭଉଣୀ ର ସମ୍ପର୍କ ବିଷୟରେ ଆଜି ଆମେ ଯାହା ଆପଣଂକୁ କହିବା ପାଇଁ ଯାଉଛୁ । ତାହା ଆପଣ ଶୁଣିବା ପରେ ଛି ଛି କହିବେ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ଘଟଣା ଟି ଜାଣିବା ।

ତେବେ ଉତ୍ତର ପ୍ରଦେଶ ର ସରକାର ଗୋଟେ ଯୋଜନା ଆରମ୍ଭ କରିଥିଲେ । ସେହି ଯୋଜନା ଟି ହେଉଛି , ” ମୁଖ୍ୟ ମନ୍ତ୍ରୀ ସାମହିକ ଯୋଜନା” ଏହି ଯୋଜନା ରେ ବିବାହ କରି ଥିବା ଲୋକଙ୍କୁ ମିଳି ପାରିବ ପ୍ରଥମେ 25 ହଜାର ଟଙ୍କା ଆଉ ତା ପରେ 10 ହଜାର ଟଙ୍କା ମିଳିବ । ତେବେ ଏଥିରେ ସମୁଧାୟ ଆପଣଂକୁ 35 ହଜାର ଟଙ୍କା ସରକାରଙ୍କ ପକ୍ଷରୁ ମିଳି ପାରିବ । ପ୍ରଥମେ କନ୍ୟା ର ବ୍ୟାଙ୍କ ଆକାଉଣ୍ଟ କୁ 25 ହଜାର ଟଙ୍କା ମିଳୁ ଥିବା ବେଳେ , ପରବର୍ତ୍ତୀ କାଳରେ 10 ହଜାର ଟଙ୍କା ପୁଅ କୁ ମିଳି ପାରିବ । ତେବେ ଏହି ଭାଇ ଓ ଭଉଣୀ ସାମାନ୍ୟ ପଇସା ପାଇଁ ଏତେ ତଳକୁ ଖସି ଗଲେ ଯେ ତାହା କହି ହେବ ନାହିଁ ।

ତେବେ ଉତର ପ୍ରଦେଶ ର ସାବରୀ ମଣ୍ଡପ ରେ ଏହି ଦୃଶ୍ୟ କୁ ଦେଖିବା ପାଇଁ ମିଳି ଥିଲା । ତେବେ ବିବାହ ବେଦୀ ଉପରେ ଦୁଇ ଜଣ ଭାଇ ଓ ଭଉଣୀ ବିବାହ କରୁ ଥିବାର ସୂଚନା ମିଳି ଥିଲା । ତେବେ ଏହି ସୂଚନା ଟି ତାଙ୍କ ଗ୍ରାମ ର କିଛି ଲୋକ ମାନେ ଥାନା ରେ କହି ଥିଲେ । ପଇସା ଲୋଭରେ ଭାଇ ଓ ଭଉଣୀ ଏମାନେ ଦୁହେଁ ଦୁହିଁ ଙ୍କୁ ବିବାହ କରୁ ଛନ୍ତି । ତେବେ ଖବର ପାଇ ଥାନା ଵାଲା ଆସି ତାଙ୍କର ଆଧାର କାର୍ଡ ଦେଖି ଥିଲେ କି ସେମାନେ ଦୁଇ ଜଣ ଭାଇ ଓ ଭଉଣୀ । ତା ପରେ ତାଙ୍କର ବାହାଘର ହୋଇ ନ ଥିଲା । ତେବେ ବନ୍ଧୁ ମାନେ ଆପଣ ମାନେ ଚିନ୍ତା କରନ୍ତୁ ଏହା କେତେ ଦୂର ପର୍ଯ୍ୟନ୍ତ ଠିକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।