ଦେଖନ୍ତୁ ଭିଡ଼ିଓ : ପୁଣି ଭାଇରାଲ ହେଲା ବିନା ଚୁଡିଦାରରେ ଫେମସ୍ ଅଭିନେତ୍ରୀ Anupama Parameswaran ଙ୍କ ଅଶ୍ଳୀଳ ଫୋଟୋ…ସତରେ କଣ..
ବର୍ତ୍ତମାନ ସମୟ ରେ ଚଳଚିତ୍ର ର ପ୍ରଭାଵ ଆମ ସମାଜ ଉପରେ ପଡୁଛି। ଯେଉଁଥି ପାଇଁ କି ଆମ ସମାଜ ରେ ଚଳଚିତ୍ର ଗୁଡିକ ର ଚାହିଦା ଦିନ କୁ ଦିନ ବଢି ବଢି ଚାଲିଛି। ତେବେ ଚଳଚିତ୍ର ଦେଖୁ ଦେଖୁ ଲୋକ ମାନଙ୍କ ର କଳା କାର ମାନଙ୍କ ସହ ଏକ ଅଜଣା ସମ୍ପର୍କ ଗଡି ଉଠି ଥାଏ। କାହିଁକି ନା କଳା କାର ମାନେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ମୋହିତ କରି ଦେଇ ଥାଆନ୍ତି। ନିଶ୍ଚିତ ଏହା ପଛରେ ସେମାନେ ଙ୍କ ର କଠିନ ପରିଶ୍ରମ ରହିଛି। କିନ୍ତୁ ଦର୍ଶକ ମାନେ କଳା କାରଙ୍କ ପ୍ରତି ଏତେ ମୋହିତ ହେଇ ଯାଆନ୍ତି କି ସେମାନେ ସେଲିବ୍ରେଟି ମାନଙ୍କ ର ନିଜସ୍ୱ ଜୀବନ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ଥାନ୍ତି।
ତେବେ କଳା କାର ମାନେ ଦର୍ଶକ ମାନଙ୍କ ପାଇଁ ଏବେ ରୋଲ ମଡେଲ ହେବାକୁ ଲାଗିଲେଣି। କାହିଁକି ନା ଅବିନେତା ଅଭିନେତ୍ରୀ ଙ୍କ ର ପୋଷାକ ଓ ଷ୍ଟାଇଲ ଦେଖି ଅନେକ ଦର୍ଶକ ସେଭଳି ଭାବରେ ନିଜକୁ ବନାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଯେତେବେଳେ ଅଭିନେତା କିମ୍ବା ଅଭି ନେତ୍ରୀ ମାନେ କୌଣସି ଖରାପ ଡ୍ରେସ ପିନ୍ଧିତି କିମ୍ବା କିଛି ଭୁଲ କାର୍ଯ୍ୟ କରନ୍ତି ସେତେବେଳେ ତାହା ଅନ୍ୟମାନଙ୍କ ଉପରେ ତଥା ଆମର ସମାଜ ଉପରେ ଖରାପ ପ୍ରଭାବ ପକାଇ ଥାଏ।
ମୁଖ୍ୟତଃ ଅଭିନେତ୍ରୀ ମାନେ ବିଭିନ୍ନ ସମୟରେ ନିଜର ଡ୍ରେସ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି। କାହିଁକି ନା ସେମାନେ ଷ୍ଟାଇଲ ପାଇଁ ବିଭିନ୍ନ ପ୍ରକାର ର ନୂତନ ପ୍ରକାର ର ଡ୍ରେସ ପିନ୍ଧି ଥାନ୍ତି। ଯେଉଁଥି ପାଇଁ କି ତାଙ୍କୁ ବେଳେ ବେଳେ ସମାଲୋଚନା ହେବାକୁ ପଡେ। ତେବେ ବର୍ତମାନ ସମୟରେ ସେମିତି ଜଣେ ଅଭିନେତ୍ରି ଙ୍କ ର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି।
ସେ ଅଭିନେତ୍ରୀ ଆଉ କେହି ନୁହନ୍ତି ବରଂ ସାଉଥ ର ଫେମସ ଅଭିନେତ୍ରୀ ଅନୁପମା ପରମେଶ୍ୱରମ। ଯିଏକି ନିଜର ଅଭିନୟ ବଳରେ ସାରା ଭାରତ ବାସୀ ଙ୍କ ର ହୃଦୟ କୁ ଜିତି ପାରିଛନ୍ତି। ତେବେ ଫୋଟୋ ଟିରେ ଅନୁପମା ଏକ ଚୁଡ଼ିଦାର ପିନ୍ଧି ଥିବାର ଦେଖିବାକୁ ମିଳିଛି। ହେଲେ ସେଥିରେ ସେ ତଳେ କିଛି ନ ପିନ୍ଧିଥିବା ର ଦେଖିବାକୁ ମିଳୁଛି। ଯେଉଁଥି ପାଇଁ କି ସେ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି। ଏହି ଫୋଟୋ ଟି ଏବେ ଜୋର ରେ ଭାଇରାଲ ହେବାରେ ଲାଗିଛି।
ତେବେ ଏ ବାବଦରେ ଭଲ ଭାବେ ବୁଝିବାରୁ ଜଣା ପଡି ଥିଲା କି ଏ ଫୋଟୋ ଟି ହେଉଛି ଏକ ସୁଟିଂ ସମୟ ର ଫୋଟୋ। ଯେଉଁଥିରେ ସେ ଚୁଡ଼ିଦାର ସହ ତଳେ ମଧ୍ୟ ଡ୍ରେସ ପିନ୍ଧିଛନ୍ତି। କିନ୍ତୁ ତାହା ସ୍କିନ କୋଲର ର ହୋଇ ଥିବାରୁ ସେ କିଛି ନ ପିନ୍ଧିଥିବା ପରି ଦେଖା ଯାଉଛି। ତେବେ ଏହି ଫୋଟୋ ପାଇଁ ତାଙ୍କୁ ଅନେକ ସମାଲୋଚନା ର ଶିକାର ହେବାକୁ ପଡୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।