Exclusive : ପ୍ରେମରେ ଧୋକା ଖାଇବା ପରେ ବନ୍ୟା ଜଳକୁ ଡେଇଁ ନିଜ ଜୀବନ ହାରିଲେ ଯୁବତୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବନ୍ୟା ଜଳ ରେ ଉବୁ ଡୁବୁ ହେଉଛି ନଦୀ । ନଦୀ ଫୁଲି କୁଳ ଲଙ୍ଖୁଛି ଆଉ ଏହି ପାଣି କୁ ଡେଇଁ ନିଜ ଜୀବନ ହାରି ଦେଇଛନ୍ତି ଜଣେ ନାବାଳିକା । ଗତ କିଛି ସମୟ ହେବ ସୋସିଆଲ ମିଡିଆ ରେ ଏକ ଖବର ବହୁତ ଭାଇରାଲ ହେଉଛି । ଏହି ଖବର କୁ ନେଇ ଏବେ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଆପଣ ମାନେ ଏହି ଖବର ବିଷୟ ରେ ଦେଖିବାକୁ ଯାଅନ୍ତୁ ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟ ରେ ।

ଉଛୁଳା ପାଣି କୁ ଡେଇଁ ପଡିଛନ୍ତି ଜଣେ ନାବାଳିକା ଝିଅ ଆଉ ଭାସି ଭାସି କୁଆଡେ ଚାଲି ଯାଇଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିତ କୋହିଲି ବରପଡା ଲୁଣା ନଦୀ ରେ । ରାସ୍ତା ରେ ଗାଡି ମଟର ଚଳପ୍ରଚଳ ଚାଲି ଥିଲା ବର୍ଷା ଟିକେ ଛାଡି ଥିବା ରୁ ଲୋକେ ଲୁଣା ନଦୀ ବ୍ରିଜ ଉପ ରେ ଛିଡା ହୋଇ ପାଣିକୁ ଦେଖୁଥିଲେ ।

 କାରଣ ହୀରାକୁଦ ଗେଟ ଖୋଲିବା ପରେ ନଦୀ ରେ ପାଣି ପୁରା ଭରପୁର ଥିଲା । ଆଉ ଠିକ ସେତିକି ବେଳେ ଜଣେ ନାବାଳିକା ବ୍ରିଜ ଉପର କୁ କାନ୍ଦି କାନ୍ଦି ଆସି ପାଣି କୁ ଚାହିଁ ଛିଡା ହେଲେ । ଆଉ ତା ପରେ ହଠାତ ସେ ବ୍ରିଜ ବାଡ ଉପରେ ଛିଡା ହୋଇ ସିଧା ପାଣି କୁ ଡେଇଁ ପଡିଲେ । ଘଟଣା ସ୍ଥଳ ରେ ଥିବା ଲୋକ ମାନେ ନାବାଳିକା କୁ ଅଟକାଇବା ପାଇଁ ଚାହିଁ ଥିଲେ ବି ସେମାନେ ବିଫଳ ଥିଲେ ।

 ମାତ୍ର କିଛି ସମୟ ମଧ୍ୟ ରେ ପାଣି ରେ କୁଆଡେ ଭାସି ଯାଇଥିଲେ ନାବାଳିକା ଜଣକ । ଯୁବତୀ ଜଣକ ହେଉଛନ୍ତି ନିଶ୍ଚିତ କୋହିଲି ନିର୍ମାଳ ଗାଁର ମଧୁସୂଦନ ପାତ୍ର ଙ୍କ ଝିଅ ମଙ୍ଗୁଳି ପାତ୍ର । ତେବେ ସେ କଣ ପାଇଁ ଏଭଳି ଏକ ବଡ ନିଷ୍ପତ୍ତି ନେଇ ଗଲେ ତାହା ଜଣା ପଡି ନାହିଁ । ଏହା ପରେ ସ୍ଥାନୀୟ ଲୋକେ ତାଙ୍କ ଘର କୁ ଖବର ଦେବା ସହ ପୋଲିସ କୁ ସୂଚନା ଦେଇଥିଲେ ।

ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଓଡ୍ରାଫ ଟିମ କୁ ସୂଚନା ଦେଇଥିଲା । ଏବେ ଘଟଣା ସ୍ଥଳ ରେ ଓଡ୍ରାଫ ଟିମ ପହଞ୍ଚି ବୋଟ ଦ୍ଵାରା ଯୁବତୀ ଙ୍କୁ ଖୋଜୁଛି ହେଲେ କିଛି ବି ଖବ ର ପାଇଁ ନାହାନ୍ତି ଓ ସେମାନେ ଖୋଜିବା ଜରି ରଖିଛନ୍ତି ଓ ସେମାନେ ଖୋଜିସରିଲା ପରେ ପୋଲିସ କୁ ସୂଚନା ଦେବେ ।

ସ୍ଥାନୀୟ ମାଜିଷ୍ଟ୍ରେଟ ଓ ସରପଞ୍ଚ ଘଟଣା ସ୍ଥଳ ରେ ଉପସ୍ଥିତ ରହି ନଜର ରଖିଛନ୍ତି । ଏହି ଖବର ଟି କୁ ଶୁଣିଲେ ଆପଣ ମାନେ ଚକିତ ହେଇଯିବେ ଏହି ଭଳି ଭାବରେ କାହିଁକି ଜୀବନ ହାରିଲେ ନାବାଳିକା ଏହି ନେଇ ତଦନ୍ତ ଜାରି ରଖିଛି ପୋଲିସ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।