ପ୍ରେମରେ ପ୍ରେମରେ ଏମିତି ଭୁଲ ହୋଇ ଯାଏ ଯାହା , ମଣିଷ କୁ ସବୁ ଦିନ ପାଇଁ ପସତେଇବା ପାଇଁ ପଡି ଥାଏ । ତେବେ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ପ୍ରେମ ପ୍ରତି ଗୋଟେ ଭୟ ରହି ଯିବ। ଆଜି କାଲି ର ଦୁନିଆ ରେ ସମସ୍ତେ କାହାକୁ ନା କାହାକୁ ଭଲ ପାଇ ଥିବେ । କିନ୍ତୁ 100 ପ୍ରତିଶତ ରୁ 90 ପ୍ରତିଶତ ଲୋକ ପ୍ରେମ ରେ ହାରି ଯାଇ ଥିବା ବେଳେ ଆଉ 10 ପ୍ରତିଶତ ପ୍ରେମରେ ଜିତି ଯାଇ ଥାନ୍ତି ।
କିନ୍ତୁ ଆଜି କାଲି ର ଯୁଗ ରେ ସତ ପ୍ରେମ କେହି କରୁ ନାହାନ୍ତି । ସେହି ପ୍ରେମ କୁ ନେଇ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ , ତାହା ଆପଣ ଶୁଣିବା ପରେ ପ୍ରେମ କରିବେ ସତ କିନ୍ତୁ ନିଜ ପ୍ରେମିକ ଘରକୁ ଡାକିଲେ କେବେ ହେଲେ ତାଙ୍କ ଘରକୁ ଯିବେନି । ତେବେ ଆସନ୍ତୁ ସେହି ଘଟଣା ଟି ଜାଣିବା ।
ଆଜି କାଲି ର ପିଲା ପ୍ରେମ କରିଲେ ଆଗେ ପ୍ରେମ କରିବା ତ ଦୂରର କଥା , ସେମାନେ ପ୍ରଥମେ ଭାବନ୍ତି କେମିତି ଝିଅ ସହିତ ଶାରୀରିକ ସମ୍ପର୍କ ରଖିବ । କିନ୍ତୁ ସେହି ପରି ଘଟଣା ଟି ଆଜି ଆମ ସାମ୍ନା କୁ ଆସିଛି । ଜଣେ ପ୍ରେମିକ ତାର ପ୍ରେମିକା ଘର କୁ ଯାଇ ବିବାହ ଫୋସି ଯାଇ ବିବାହ କରିଛି । ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ନାଇ ବାଡ଼ି ଗ୍ରାମର ଘଟଣା । ଏହି ଗ୍ରାମ ରେ ଦୁଜ ପୁଅ ଓ ଝିଅ ଦୁହେଁ ଦୁହିଁ କୁ ବହୁତ ଭଲ ପାଉ ଥିଲେ ।
ତେବେ ସେମାନେ ବହୁତ ଥର ଫୋନ ରେ କଥା ହେବା ସହିତ , ଗୋଟେ ଗୋଟେ ରାତି ମଧ୍ୟ ବାହାରେ ହୋଟେଲ ରେ ରାତି କାଟି ଥାନ୍ତି ।କିନ୍ତୁ ଦିନେ ଝିଅ ଟି ତାଙ୍କ ଘରେ କେହି ନ ଥିଲେ ବୋଲି , ଝିଅ ଟି ପୁଅ ଟିକୁ ତାଙ୍କ ଘରକୁ ଡାକି ଥିଲେ । କିନ୍ତୁ ଠିକ ସମୟ ରେ ତାଙ୍କ ମା ଦେଖି ନେଇ ଥିଲେ । ତାଙ୍କ ମା ଦେଖି ଥିଲେ ଝିଅ ଟିର କାନ୍ଧରେ ପୁଅ ହାତ ରଖିଛି ଆଉ ପୁଅ ଟିର କାନ୍ଧରେ ଝିଅ ରଖିଛି ।
ଗୋଟିଏ ଶବ୍ଦ ରେ କହିବା ପାଇଁ ଗଲେ ସେମାନେ ଦୁଇ ଜଣ ଆଲିଙ୍ଗନ ଅବସ୍ଥା ରେ ଥିଲେ । ଠିକ ସମୟରେ ମା ଦେଖି ଥିଲେ । ଆଉ ପୁଅକୁ ସବୁ କଥା ପଚାରି ଥିଲେ । ପୁଅ କହିଲା ତମ ଝିଅ ମୋତେ ଡାକିଛି , ଆଉ ତମ ଝିଅ କୁ ମୁଁ ବହୁତ ଭଲ ପାଏ । ସେହି ସମୟରେ ସିନ୍ଦୁର ଆଣି ପୁଅକୁ ଦେଇ ଥିଲେ , ତାପରେ ଝିଅ କୁ ସିନ୍ଦୁର ପିନ୍ଧେଇ ପୁଅ ବିବାହ କରି ଥିଲେ । ଆପଣ ମାନେ ଏମିତି କେଉଁ ଝିଅ ଡାକିଲେ ଯିବେନି । ନହେଲେ ଏମିତି ଦଶା ଆପଣ ମାନକୁ ଭୋଗିବା ପାଇଁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।