ପ୍ରେମ ଏକ ପବିତ୍ର ବନ୍ଧନ ହୋଇ ଥିବା ସମୟ ରେ ଆଜିର ପ୍ରେମୀ ଯୁଗଳ ପ୍ରେମ ନାଁ ରେ କରୁ ଛନ୍ତି ଖରାପ କାମ । ଯାହା ଆପଣ ସୁବୁ ସମୟରେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ପାଉ ଥିବେ । ଆଜି କାଲି ର ପିଲା ମାନେ ପ୍ରେମ ନାମ ରେ କରୁଛନ୍ତି ସେକ୍ସ କାର ବାର । ପ୍ରେମ କୁ ଭାବୁ ଛନ୍ତି ଏକ ଟାଇମ ପାସ ।
ତେଣୁ ଆଜି ଆମେ ଆପଣଂକୁ ଯେଉଁ ଘଟଣା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆପଣ ମାନେ କହିବେ ସତରେ ଏ ଦୁନିଆରେ ଏବେ ମଧ୍ୟ ରାଧା କୃଷ୍ଣ ଙ୍କ ର ପ୍ରେମ ଅଛି । ଜଣେ ପ୍ରେମିକ ତା ପ୍ରେମିକା କୁ ନେଇ କେମିତି ନଈ ପାର କରୁଛି ଏହି ଦୃଶ୍ୟ ରେ ଦେଖିବା ପାଇଁ ମିଳୁଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି ଜାଣିବା , କେମିତି ଜଣେ ପ୍ରେମିକ ତା ପ୍ରେମିକା କୁ ସାଙ୍ଗରେ ନେଇକି ଯାଉଛି ।
ତେବେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଦୁଇ ଜଣ ପ୍ରେମୀ ଯୁଗଳ ଏକା ସାଙ୍ଗରେ ଯାଇଥିଲେ ନୂଆ ବର୍ଷ ରେ ବୁଲିବା ପାଇଁ । କିନ୍ତୁ ଜଙ୍ଗଲ ମଝିରେ ଦେଖିବା ପାଇଁ ମିଳି ଥିଲା ଗୋଟେ ଝରଣା ରୁ ପାଣି ଆସୁଛି । କିନ୍ତୁ ଯେଉଁ ଝରଣା ରୁ ପାଣି ଆସୁ ଥିଲା ସେଠାରେ ଗୋଟିଏ 6 ପୁଟ ର ଲମ୍ବ ଦେଖିବା ପାଇଁ ମଳି ଥିଲା । ଯେଉଁ ଥିରେ ପୁଅ ଟିର ପ୍ରେମିକ ଯିବା ଅସମ୍ଭବ ହୋଇ ପଡି ଥିଲା ।
ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ , ପୁଅଟି ଶୋଇବା ପରେ ଝିଅ ଟି ସେହି ରାସ୍ତା ରେ ପାରି ହୋଇ ଯାଇ ଥିଲା । ତେବେ ଏହି ଭିଡିଓ ଟି ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଏହି ଭିଡିଓ ଟି ଏବେ ବହୁତ ଲୋକ ଦେଖି ସାରି ଲେଣି । ପାଖା ପାଖି 3 ଲକ୍ଷ ଲୋକ ଏହି ଭିଡିଓ ଟିକୁ ଦେଖି ଲାଇକ କରି ଥିବା ସମୟରେ 48 ଲକ୍ଷ ଲୋକ ଏହି ଭିଡିଓ ଟିକୁ ଦେଖି ସାରି ଲେଣି ।
ପ୍ରେମ କର କିନ୍ତୁ ଏଭଳି ପ୍ରେମ କରନ୍ତୁ ନାହିଁ ଯେମିତି ସେହି ପ୍ରେମରେ ନିନ୍ଦା ଅପମାନ ସହିବା ପାଇଁ ପଡିବ , ବାପା ମା ଙ୍କ ର ମୁଣ୍ଡ ତଳକୁ ହୋଇ ଯିବ । ପ୍ରେମ ଏମିତି କର ଯେମିତି ସାରା ଦୁନିଆ ଜାଣିବ ପ୍ରେମ କାହାକୁ କୁହା ଯାଏ ।
ସେହି ଘଟଣା ରେ ଦେଖିବା ପାଇଁ ମିଳିଛି ପୁଅ ଟିର ପିଠି ଉପରେ ଚାଲି ଚାଲି ଝିଅ ଟି ଝରଣା ପାର ହୋଇଛି । ତେଣୁ ଭଗବାନ ସମସ୍ତଙ୍କୁ ଏମିତିକା ପ୍ରମିକା ଦୌଉ । ଯେମିତି କେହି କେବେ କାହାରି ପାଖରୁ ଧୋକା ନ ଖାଉ । ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ