viral ଭିଡ଼ିଓ – ପ୍ରଧାନ ଶିକ୍ଷକଙ୍କୁ ଵିଚଣା ବିଞ୍ଚିଲେ ସ୍କୁଲର ଶିକ୍ଷୟିତ୍ରୀ,ଦେଖନ୍ତୁ କେମିତି ଚାଲିଛି ରାସଲୀଳା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ର ଛାତ୍ରୀ ଶିକ୍ଷକ ଙ୍କ ଠାରୁ ଶିକ୍ଷା ଲାଭ କରି ଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ । ବିଦ୍ୟାଳୟ ରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯି ଏକି ଶିକ୍ଷାଦାନ କରି ଥାନ୍ତି ଏହା ଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉ ମାନେ ଅନ୍ୟ କାମ କରି ଥାନ୍ତି ।

ଶିକ୍ଷା ହେଉଛି ବିଦ୍ୟାଳୟ ର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟ ରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆ ଯାଇଥାଏ । ସାଧାରଣତଃ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ଶିକ୍ଷା ଦିଆ ଯାଇ ଥାଏ । ୬ ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲା ଙ୍କୁ ମାଗଣା ରେ ଶିକ୍ଷାଦାନ କରା ଯାଇଥାଏ ।

ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ହେଉଛନ୍ତି ମୁଖ୍ୟ । ସେ ସ୍କୁଲ ର ସବୁ ଦାୟିତ୍ଵ ଗ୍ରହଣ କରିଥାନ୍ତି ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନ ଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ କୁହନ୍ତି । ହେଲେ ପ୍ରଧାନ ଶିକ୍ଷକ ଯଦି ତାଙ୍କର ଦାୟିତ୍ଵ ଭୁଲି ଯାଇଥାନ୍ତି ଓ ଶିକ୍ଷକ ମାନଙ୍କୁ କିଛି କହିନଥାନ୍ତି ତାହା ହେଲେ ପିଲାଙ୍କ ପାଠପଢ଼ା ଠିକ୍ ଭାବରେ ହେଇ ନ ଥାଏ ।

ଏହି ଭଳି କିଛି ଘଟଣା ଘଟିଛି ପ୍ରତାପଗଡ଼ ସ୍କୁଲ ରେ ଶ୍ରେଣୀ ଗୃହ ରେ ପ୍ରଧାନ ଶିକ୍ଷକ ନାମ ଭାନୁ ପ୍ରତାପ ପାଠ ପଢ଼ିବା କୁ ଯାଇ ଥିବା ବେଳେ ଶିକ୍ଷୟିତ୍ରୀ ତାଙ୍କୁ ପଙ୍ଖା ବିଚୁଛନ୍ତି । ପ୍ରଧାନ ଶିକ୍ଷକ ପିଲା ଙ୍କୁ ପଡେଇବା ବଦଳ ରେ ଶିକ୍ଷୟିତ୍ରୀ ଙ୍କ ସହିତ ଗପୁ ଛନ୍ତି । ଠିକ ସମୟ।ରେ ଶ୍ରେଣୀ ଗୃହ ରେ ପାଠ ପଢ଼ା ହଉ ନାହିଁ ।


ପ୍ରଧାନ ଶିକ୍ଷକ ତାଙ୍କ କାମ ଠିକ୍ ଭାବରେ କରୁ ନାହାନ୍ତି । ସେପଟେ ଆଉ ଶିକ୍ଷୟିତ୍ରୀ ବି କ୍ଲାସ୍ ଛାଡି ଆସି ପ୍ରଧାନ ଶିକ୍ଷକ ଙ୍କୁ ପଙ୍ଖା ପବନ ଦେଉଛନ୍ତି ।ଓ ପ୍ରଧାନ ଶିକ୍ଷକ ପିଲା ମାନ ଶିକ୍ଷୟିତ୍ରୀ ଙ୍କ ସହିତ ସମୟ ବିତାଉଛନ୍ତି ଙ୍କୁ ଟେଷ୍ଟ ପେପର ଦେଖି ପିଲା ମାନ ଙ୍କୁ ପଢ଼ାଉଛନ୍ତି । ଭାନୁ ପ୍ରତାପ ତାଙ୍କ ଦାୟିତ୍ଵ ରୁ ଠିକ୍ ଭାବରେ ତୁଲେଇ ପରୁଁ ନ ଥିଲେ ଏହି ସବୁ ହେବା ଦ୍ବାରା ସେହି ଗ୍ରାମ ର ଲୋକ ମାନେ ଏହି ଭିଡ଼ିଓ ଉଠାଇ ଭିଡ଼ିଓ ଟି ଖୁବ୍ ଭାଇରାଲ ହେବା ରେ ଲାଗିଛି ।

ପ୍ରଧାନ ଶିକ୍ଷକ ଏହି କାମ ଯଗୁ ସ୍ଥାନୀୟ ଲୋକ ମାନେ ପ୍ରଧାନ ଶିକ୍ଷକ ଙ୍କୁ କହିଥିଲେ କି ଠିକ୍ ଭାବରେ ପିଲା ମାନଙ୍କୁ ପଢେଇବା ପାଇ ପିଲାମାନ ଙ୍କୁ ଠିକ ଭାବରେ ପଢ଼ାଇବା କୁ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ତାଙ୍କ କଥାକୁ ମାନି ନ ଥିଲେ । ଠିକ୍ ସମୟରେ ରେ ସ୍କୁଲ ରେ ପଢ଼ା ଯାଉନାହିଁ ଓ ପିଲା ମାନଙ୍କ ଆଗାମୀ ଭବିଷ୍ୟତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ବର୍ବାଦ କରି ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ