ପ୍ରୀତି ବୟସ ୪୨, ହେଲେ ଅର୍ଚ୍ଚନା ଭଳି ସେ ସେକ୍ସରେ ସ୍ପେଶାଲିଷ୍ଟ। Archana Nag

କଥା କୁହନ୍ତି ନଟି ନଟି ଆଉ କାଟି ଦିଅନ୍ତି ତଣ୍ଟି, ଏ ହେଉଛନ୍ତି ସେମିତି ଏକ ଯୁବତୀ ଯୁବତୀ ତ ନୁହଁନ୍ତି ସେ ଜଣେ ମହିଳା ଆଉ ମହିଳା ବି ତାଙ୍କୁ କହି ପାରିବେ ନାହିଁ ବୁଢ଼ୀ କହିବେ | କିନ୍ତୁ ତାଙ୍କର ଯାହା ବୁଦ୍ଧି ରହିଛି ସେ ସେଥିରେ ଆପଣ ଙ୍କୁ ଢେର ପଛରେ ପକାଇ ପାରିବେ | ନାଁ ହେଉଛି ପ୍ରୀତିରାଘବେନ୍ଦ୍ର ଦେଶାଇ, ବୟସ ହେଉଛି 42 ଆଉ ଶିକ୍ଷାଗତ ହେଉଛି ବିଟେକ ପାସ ଆଉ ତାଙ୍କର ପ୍ରଫେସନ ହେଉଛି ଧନୀ ଲୋକ ଦେଖି ଫସେଇବା | ଭିନ୍ନ ଭିନ୍ନ ରାଜ୍ୟରେ ବଡ଼ ବଡ଼ ଲୋକ ଧନୀ ଶ୍ରେଣୀ ର ବ୍ୟକ୍ତି ଙ୍କୁ ପ୍ରୀତି ଦେଶାଇ ଫସାଇ ଥାଆନ୍ତି |

ଦେଖିବା ପାଇଁ ଏତେ ସୁନ୍ଦର ନୁହନ୍ତି କିନ୍ତୁ ତାଙ୍କର ବୁଦ୍ଧି ହେଉଛି ପ୍ରଖର, ବୟସ 42 କିନ୍ତୁ ଏହି ବୟସ ରେ ବି ତାଙ୍କର କଥା କହିବା ଢଙ୍ଗ ଏପରି ରହିଛି ଯାହାକି ସେ ଯାହା ସହିତ କଥା ହେବେ ତାଙ୍କୁ କିଛି ମିନିଟ ରେ ଆକର୍ଷିତ କରି ଦେବେ | ଫେସବୁକ ଆଉ ସୋସିଆଲ ମିଡ଼ିଆ ହେଉଛି ତାଙ୍କର ଅସ୍ତ୍ର ଯେଉଁଥିରେ ବାଛି ବାଛି ସେ ଲୋକ ଙ୍କୁ ଟାର୍ଗେଟ କରନ୍ତି ଆଉ ତା ସହିତ ଅଶ୍ଳୀଳ କଥାବାର୍ତା ଓ ଶାରୀରିକ ସମ୍ପର୍କ ଆଉ ଶେଷରେ ଏହି ସବୁର ଭିଡ଼ିଓ ରଖି ବ୍ଲାକମେଲ କରନ୍ତି | ଅର୍ଚନା ନାଁ ଙ୍କ କଥା ଆପଣ ନିହାତି ଭାବରେ ଭୁଲି ନଥିବେ ଅର୍ଚନା ନାଁ ଯିଏ କି ଓଡ଼ିଶା କୁ ପକାଉଛନ୍ତି ଉଠାଉଛନ୍ତି |

ତେବେ ସେ ଏକା ନାହାଁନ୍ତି ତାଙ୍କ ଭଳି ଅନେକ ଅଛନ୍ତି ଆଉ ଏ ହେଉଛନ୍ତି ସେଥି ମଧ୍ୟରୁ ଆଉ ଜଣେ | ତେବେ କେବଳ ସେତିକି ନୁହେଁ ପ୍ରୀତି ଙ୍କୁ ଟଙ୍କା ନଦେଲେ ସେ ମାନସିକ ସ୍ତର ରେ ଏତେ ଚାପ ପକାନ୍ତି ଯେ ବ୍ୟକ୍ତି ଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରି ଦିଅନ୍ତି | କର୍ଣ୍ଣାଟକ ରେ ଜଣେ ବ୍ୟବସାୟୀ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଖବର ରହିଛି | ତେବେ କାଣ୍ଡ କରିବା ପରେ ରାଜସ୍ଥାନ ର ଭରତପୁର ଜିଲ୍ଲା ର ଜଣେ ବ୍ୟବସାୟୀ ଙ୍କୁ ସେ ନିଜ ପ୍ରେମ ଜାଲରେ ଫସାଇ ଥିଲେ ଆଉ ତାଙ୍କ ଠାରୁ ଟଙ୍କା ଚଳଉ କରି ଫେରାର ଥିଲେ |

ତେବେ ଅଭିଯୋଗ ଅନୁଯାଇ ସେଠିକାର ପୋଲିସର ତାଙ୍କୁ ଧରିବା ପାଇଁ ଭୁବନେଶ୍ୱର ଆସି ଥିଲେ, ଭୁବନେଶ୍ୱର ରେ ବି ସେ ଅନେକ ଦିନ ହେବ ରହୁ ଥିଲେ ଯାହା ପରେ ତାଙ୍କୁ ଚନ୍ଦ୍ରଶେଖର ପୋଲିସ ସହାୟତା ରେ ଗିରଫ କରାଯାଇ ଥିଲା | ଆଉ ଏହା ପରେ ପୋଲିସ ମାମଲା ରୁଜୁ କରି ପ୍ରୀତି ଙ୍କୁ କରିଛନ୍ତି | ତେବେ ନିଶ୍ଚିତ ଆପଣ ମାନେ ବି ସାବଧାନ ହୋଇ ଯାଆନ୍ତୁ ନଚେତ ଆପଣ ଏଭଳି ନାରୀ ଙ୍କ ଠକାମୀ ରେ ବି ପଡ଼ି ଯାଇ ପାରନ୍ତି ଏହା ଆପଣ ଙ୍କୁ ବଡ଼ ବିପଦ ଆଡ଼କୁ ଟାଣି ନେଇ ଯିବ ଯାହାକୁ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ |