ପୋଲିସ ଡିଜି ଙ୍କର ରାସ ଲିଳା ଭିଡିଓ ନିଜ ସ୍ତ୍ରୀ କଲେ ଭାଇରାଲ । ତେବେ ଆଜି ର ସମାଜ ରେ ଲୋକେ ନିଜ ସ୍ତ୍ରୀ ଅପେକ୍ଷା ପର ସ୍ତ୍ରୀ ପ୍ରତି ଅଧିକ ନଜର ପକାଉ ଛନ୍ତି । ପର ସ୍ତ୍ରୀ ପଛେ କାଳି କୁତୁରୀ ହେଇ ଥାଉ କିନ୍ତୁ ଲାଗେ ମିଠା , କିନ୍ତୁ ନିଜ ସ୍ତ୍ରୀ ପଛେ ଉର୍ବଶୀ ହେଇ ଥାଇ ସ୍ୱାମୀ କୁ ଲାଗେ ପିତା । ଆଜି କାଲି ର ଦୁନିଆରେ ମଣିଷ ମାନଙ୍କର ବହୁତ ଲୋଭ । ସେମାନେ ଗୋଟେ ଜିନିଷ ପାଇବା ପାଇଁ ସବୁ କିଛି କରି ପାରନ୍ତି ।
ଆଜି କାଲିର ଦୁନିଆରେ ଗୋଟେ ସ୍ତ୍ରୀ ସହ ରାତି କଟେଇବା ପାଇଁ କେହି ପସନ୍ଦ କରନ୍ତି ନାହିଁ । ସେମାନେ ସବୁ ବେଳେ ଅନ୍ୟ ସ୍ତ୍ରୀ ସହିତ ନଜର ପକେଇ ଥାନ୍ତି । ସ୍ତ୍ରୀ ମାନେ ବି କିଛି କମ ନୁହନ୍ତି । ସେମାନେ ଶରୀର ସୁଖ ପାଇବା ପାଇଁ ସବୁ କିଛି କରି ପକାଉଛନ୍ତି । କିଛି ସ୍ତ୍ରୀ ଅଛନ୍ତି ସେମାନେ ପଇସା ଲୋଭ ରେ ନିଜ ଶରୀର କୁ ଦାନ କରି ଦେଇ ଥାନ୍ତି ।
ତେବେ ବନ୍ଧୁ ମାନେ ଏବେ ଗୋଟିଏ ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ସେହି ଭାଇରାଲ ଭିଡିଓ ବିଷୟରେ ଜାଣିବା ।ମଧ୍ୟ ପ୍ରଦେଶ ର ଜଣେ ପୋଲିସ ଡିଜି । ସେ ଭୋପାଳ ସହର ରେ ଜଣେ ଡିଜି ଅଟନ୍ତି । ତେବେ ଏବେ ତାଙ୍କର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓ ଟିର ଭାଇରାଲ ତାଙ୍କ ସ୍ତ୍ରୀ କରି ଛନ୍ତି । ତେବେ ମହିଳା ଜଣକ କିଛି ଅଭିଯୋଗ ନେଇ ଥାନା କୁ ଯାଇ ଥିବା ବେଳେ , ପୋଲିସ ଡିଜି ଜଣକ ତାଙ୍କୁ ପେଟେଇ ଥିଲେ । ଆଉ ଶେଷରେ ମହିଳା ଜଣକ ମଧ୍ୟ ପଟି ଯାଇ ଥିଲା ।
ତେବେ ସେମାନେ ଗୋଟିଏ ଭଡା ଘରେ ସବୁ ସମୟରେ ସେକ୍ସ କରୁ ଥିଲେ । ତେବେ ସେକ୍ସ କରି ସାରିବା ପରେ ପୋଲିସ ଡିଜି ତାଙ୍କୁ କିଛି ଅର୍ଥ ପ୍ରଦାନ କରୁ ଥିଲେ ।ତେବେ ଏତିକି ରେ ତାଙ୍କର ଖେଳ ସରି ନ ଥିଲା । ପୋଲିସ ଡିଜି ଙ୍କ ର ସ୍ତ୍ରୀ ତାଙ୍କୁ ବହୁତ ସନ୍ଦେହ କରୁ ଥିଲେ । ତାଙ୍କ ସ୍ତ୍ରୀ ଏଥି ପାଇଁ ସନ୍ଦେହ କରୁ ଥିଲେ । ପୋଲିସ ଜଣକ ତାଙ୍କ ସ୍ତ୍ରୀ ସହ 3 ମାସ ହେବ କୌଣସି ପ୍ରକାର ସେକ୍ସ କରି ନ ଥିଲେ , ସେଥି ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ସନ୍ଦେହ କରୁ ଥିଲେ ।
ତେବେ ଗୋଟେ ଦିନ ସ୍ତ୍ରୀ ତାଙ୍କ ସ୍ୱାମୀ ପିଛା କରି ପହଁଚି ଥିଲେ ଭଡା ଘରେ । ଏବଂ ସେଠାରେ ଦେଖି ଥିଲେ ତାଙ୍କ ସ୍ୱାମୀ ଉଲଗ୍ନ ଅବସ୍ଥା ରେ ଅନ୍ୟ ସ୍ତ୍ରୀ ସହ । ତା ପରେ ସେ ମୋବାଇଲ ରେ ଏହି ଲିଳା ଖେଳା କୁ କଏଦୀ କରି ଥିଲେ , ଏବଂ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଛାଡି ଦେଇ ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।