ଦେଖୁଥା ହସିଗଡୁଥା – ପିଲାଙ୍କୁ ବୁଝେଇ ସୁଜେଇ ଗେହ୍ଲା କରି କହି ଯାଇ ସିନା ସେମାନେ ତୁମ କଥା ମାନିବେ,କୁନି ପିଲାଙ୍କ କଥା ଶୁଣିଲେ ହସି ହସି ଗଡିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସୋସିଆଲ ମିଡ଼ିଆ ହେଉଛି ଏମିତି ଏକ ଜିନିଷ ଯେଉଁ ଥିରେ ପ୍ରାୟ ଦିନ କିଛି ନା କିଛି ଜିନିଷ ଭାଇରଲ ହୋଇଥାଏ । ଯାହାକୁ ଦେଖି ଲୋକ ଭରପୁର ମଜା ନିଅନ୍ତି । କହିବାକୁ ଗଲେ ସୋସିଆଲ ମିଡିଆ ରେ କେତେ ବେଳେ କଣ ଭାଇରଲ ହୁଏ ତାହା କାହାକୁ ଜଣା ନ ଥାଏ ।
କିଛି ଦିନ କିଛି ଫୋଟୋ ଭାଇରଲ ହୋଇଥାଏ ତା କୌଣସି ଦିନ କିଛି ମଜାଦାର ଭିଡିଓ ଭାଇରଲ ହୋଇଥାଏ । କୁନି କୁନି ପିଲା ମାନେ ବହୁତ କମେଡି ଜୋକ୍ କରିଥାନ୍ତି ଆପଣ ମାନେ ବି ତାଙ୍କର ଭିଡ଼ିଓ ଟି କୁ ଦେଖିକି ବହୁତ ମଜା ନେଇଥାନ୍ତି ଓ ତାଙ୍କର ଭିଡ଼ିଓ ଗୁଡ଼ିକ ସୋସିଆଲ ମିଡିଆ ରେ ନିଅଁ ପରି ଭାଇରଲ ହୋଇଥାଏ।
କିନ୍ତୁ ଯେତେ ଭିଡିଓ ଭାଇରଲ ହେଲେ ମଧ୍ୟ ତା ମଧ୍ୟରୁ କୁନି ପିଲା ଙ୍କ ଭିଡିଓ ଅଧିକ ମଜାଦାର ହୋଇଥାଏ । ଏହାକୁ ଲୋକ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ବେଳେ ବେଳେ କୁନି ପିଲା ମାନେ ନିଜ ନାଚ ଗୀତା ରେ ଲୋକ ଙ୍କ ମନ କିଣି ନିଅନ୍ତି ତ କେତେ ବେଳେ ତାଙ୍କ ଓଠ ରୁ ବାହାରୁ ଥିବା ଖନି ଖନି କଥା ରେ ଲୋକ ଙ୍କ ମନ କିଣି ନିଅନ୍ତି । ତେବେ ଠିକ ସେମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରଲ ହେବା ରେ ଲାଗିଛି । ଯାହାକୁ ଲୋକ ମାନେ ଖୁବ ପ୍ରଶଂସା କରୁଛନ୍ତି ।
ଆପଣ ମାନେ ତ ଜାଣିଥିବେ ପାଠ ନ ପଢିବା ପାଇଁ କୁନି କୁନି ପିଲାମାନେ ଅନେକ ପ୍ରକାର ବାହାନା ଖୋଜିଥାନ୍ତି । ସେମାନେ ପାଠ ନ ପଢିବା କୁ ଅନେକ ଅଳି ଅଝଟ ମଧ୍ୟ କରିଥାନ୍ତି । ତେବେ ଏହି ଭାଇରଲ ଭିଡିଓ ରେ ଆପଣ ଠିକ ସେମିତି ଏକ ଦୃଶ୍ୟ ଦେଖି ପାରିବେ ।
ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ ଏକ କୁନି ପିଲା ଟି ପାଠ ନ ପଢ଼ିବ ବୋଲି ନିଜ ମା କୁ କହୁଛି ଯେ ପିଲା କୁ ବୁଝେଇ ସୁଜେଇ ଗେହ୍ଲା କରି କହି ଯାଇ ସିନା ସେମାନେ ତୁମ କଥା କୁ ମାନିବେ ବୋଲି ଆଉ ପାଠ ପଢିବେ ଏମିତି କହିଛନ୍ତି।
ଛୋଟ ପିଲା ଟି ଏତେ ବଡ଼ କଥା କହୁଛନ୍ତି ମା ଶୁଣି କି ହସି ହସି ଗଡି ଯାଉଛନ୍ତି । କିନ୍ତୁ କଣ ହେବ ସେ କୁନି ପିଲାର ମା ତାଙ୍କୁ ସଫା ସଫା ପାଠ ପଢ଼ିବା କୁ କରିଦେଲେ ଯେ ତାଙ୍କୁ ଛାଡ଼ି ବେନି ବୋଲି । ଏହାପରେ କୁନି ପିଲା ଟି ସେଇଠି ପାଇଁ ପିଲା ଟି ତାଙ୍କ ମାଆ ଙ୍କୁ କହିଲେ ଟିକେ ଗେହ୍ଲା କରି ପଢେଇବା ପାଇଁ କହିଥିଲେ । ଏହି ଭିଡିଓ ଟି ବହୁତ କମ ସମୟ ମଧ୍ୟରେ ସୋସିଆଲ ମିଡିଆ ରେ ନିଅଁ ପରି ଭାଇରଲ ହୋଇ ଯାଇ ଥିଲା । ଲୋକ ମାନେ ଏହି ଭିଡିଓ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।