କାର ଭାତରେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିବା ଦୁଇ ପିଲାଙ୍କର ମା’ ଙ୍କୁ ପଡିଲା ମହଙ୍ଗା…. ତା’ ପରେ ଯାହା ହେଲା ଆପଣ ଜାଣିଲେ…
ଆପଣ ମାନେ ତ ଜାଣିଛନ୍ତି ଯେ ଦୁନିଆଁ ର ସବୁଠୁ ପବିତ୍ର ଏବଂ ମଧୁର ସମ୍ପର୍କ ଏକ ସ୍ୱାମୀ ସ୍ତ୍ରୀ ଭିତରେ ଥାଏ, ଯାହା ସେ ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ | କିନ୍ତୁ ଆଜି କାଲି ର ଏହି ଦୁନିଆଁ ରେ ସେମିତି ପବିତ୍ର ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ବିବାହ କରି ସାରି ମଧ୍ୟ ଅନ୍ୟ କାହା ସହ ଅବୈଧ ସମ୍ପର୍କ ରଖିବା ପାଇଁ ପଛାଉ ନାହାଁନ୍ତି | ଅପ୍ରିତିକର ସମ୍ପର୍କ ରଖିବା ପାଇଁ ନିଜ ପିଲା ଛୁଆ ଙ୍କୁ ମଧ୍ୟ ଭୁଲି ଯାଉଛନ୍ତି ଏବଂ ବହୁତ ବଡ଼ ଭୁଲ କରି ବସୁଛନ୍ତି |
ଏଭଳି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଭିତରେ ଅନେକ ଥର କଳହ ସୃଷ୍ଟି ହେଉଛି ଆଉ ପରେ ପରେ ସମ୍ପର୍କ ରେ ମଧ୍ୟ ଫାଟ ଦେଖିବାକୁ ମିଳୁଛି | ଏହା ଦ୍ୱାରା ନିଜ ପିଲା ଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡି ଥାଏ | ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ଏକ ମା ନିଜ ପିଲାଙ୍କ ସାମ୍ନା ରେ ହିଁ ଅନ୍ୟ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଛି ଯାହା ଏକ ଲଜ୍ୟା ଜନକ ଘଟଣା ଅଟେ | ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |
ତେବେ ସୂଚନା ଅନୁଯାଇ, ଏକ ମହିଳା ନିଜର ଦୁଇଟି ଛୋଟ ପିଲା ଙ୍କୁ ଧରି କାର ରେ ପାର୍କ ବୁଲିବା ପାଇଁ ଯାଇ ଥିଲେ | କିନ୍ତୁ ଏକ ରାସ୍ତା ରେ ପିଲା ଦୁଇ ଜଣଙ୍କୁ କାର ରୁ ଓହ୍ଲାଇ ଦେଇ ଥିଲେ ଆଉ କାର ର କବାଟ ଓ କାଚ ବନ୍ଦ କରି ଥିଲେ | ତେବେ ଦୁଇ ଜଣ ପିଲା କାନ୍ଦିବାକୁ ଲାଗି ଥିଲେ ଏବଂ କାନ୍ଦି କାନ୍ଦି ମା କୁ କବାଟ ଖୋଲିବା ପାଇଁ କହୁ ଥିଲେ, କିନ୍ତୁ ମହିଳା ଜଣଙ୍କ କବାଟ ଖୋଲି ନଥିଲେ | ଏହା ପରେ ସେମାନେ ମା କାର ରେ କଣ କରୁଛି ବୋଲି ଭାବି କାଚ ରେ ଦେଖିବା ପାଇଁ ଚେଷ୍ଟା କରି ଥିଲେ |
ଆଉ ଦେଖି ଥିଲେ ଯେ ମା ପଛ ସିଟ ରେ ବସି ଅପ୍ରୀତିକର କାର୍ଯ୍ୟ ରେ ଲିପ୍ତ ରହିଛି | ଆଉ ଏହାପରେ ସେମାନେ ପୁଣି ତାଙ୍କ ମା କୁ ଡାକି ଥିଲେ କିନ୍ତୁ ମହିଳା ଜଣଙ୍କ କିଛି ଉତ୍ତର ଦେଇ ନଥିଲେ | ତେବେ ଶେଷରେ କିଛି ଉପାୟ ନ ପାଇ ଉଭୟ ଠିଆ ହୋଇ କାନ୍ଦୁ ଥିଲେ ଯାହାକୁ ପାଖରେ ଥିବା ଲୋକ ମାନେ ଦେଖି ତାଙ୍କୁ ଆସି ପଚାରିବାକୁ ଲାଗି ଥିଲେ | ପିଲା ଦୁହେଁ କହି ଥିଲେ ଯେ ତାଙ୍କ ମା ଏହି କାର ରେ ତାଙ୍କ ପ୍ରେମିକ ଙ୍କ ସହ ଅଛନ୍ତି | ଏହା ପରେ ପୋଲିସ ଆସି ପ୍ରେମିକ ଙ୍କୁ ସେଠାରୁ ଗିରଫ କରି ଥିଲା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।