ଦେଖନ୍ତୁ Live ଭିଡିଓ : CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି, ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେନି…

ଆଜି କାଲି ଦୁନିଆରେ ମଣିଷ ନିଜ ସ୍ଵାର୍ଥ ପାଇଁ ସବୁ କିଛି କରି ପାରେ । ଯେତେ ବେଳେ ସ୍ୱାର୍ଥ ଥିବ ସେତେ ବେଳେ ଲୋକ ତୁମ ପାଖକୁ ଆସିବେ । ଆଉ ଯେତେ ବେଳେ ସ୍ୱାର୍ଥ ସରି ଯିବ ସେତେ ବେଳେ ତୁମକୁ ଛାଡି ପଳାଇ ଯିବେ । ତେବେ ଆଜି କାଲିର ମଣିଷ ବହୁତ ଭୟଙ୍କର , ଯାହା ଆପଣ କେବେ ମୁହଁ ଦେଖି ଜାଣି ପାରିବେ ନାହିଁ । ମୁଁହ ଦେଖିବା ପରେ ମଣିଷ ବହୁର ସୁନ୍ଦର ଓ ସରଳ ଲାଗି ଥାଏ । କିନ୍ତୁ ତାଙ୍କ ମନ ଭିତରେ ବହୁତ କଥା ଲୁଚି ରହି ଥାଏ । ଠିକ ସେହି ଭଳି ଚୋର ମାନେ ଦୁନିଆରେ ବହୁତ ଭୟଙ୍କର ହୋଇ ପଡି ଲେଣି ।

ଚୋରି କରିବା ସମୟରେ ଚୋର କାହାକୁ ଦେଖି ନ ଥାଏ । ତାର ଗୋଟିଏ ଲକ୍ଷ ଥାଏ । ସେ କେମିତି ସେହି ଜିନିଷ ଟିକୁ ଚୋରି କରିବ ଆଉ ଲୋକ ମାନଙ୍କ ପାଖରୁ ଖସି ପଳାଇବ । ତେବେ ଆଜି ଆମେ ଆପଣଙ୍କୁ ସେହି ଚର ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଯାଉଛି ।

ତେବେ ଆପଣ ମାନେ ଏହି ଭିଡିଓ ରେ ଦେଖି ଥିବେ ଯେ ଜଣେ ମହିଳା ତାର ଆଠ ବର୍ଷ ର ପିଲାକୁ ନେଇ ସ୍କୁଟି ରେ ଯାଉ ଥିବା ର ଦୃଶ୍ୟ ଦେଖି ପାରୁ ଥିବେ । ପୁଣି ଦେଖି ପାରୁ ଥିବେ ଜଣେ ବାଇକ ଚାଳକ ତାଙ୍କ ପଛେ ପଛେ ଆସି ତାଙ୍କ ବେକ ରେ ଥିବା ସୁନା ଚେନ ଟିକୁ କେମିତି ଟାଣି ନେଇ ପଳାଉଛି । ଆଉ ତା ପରେ ବ୍ୟକ୍ତି ଜଣକ ପଳେଇ ଯାଉଛ । ପୁଣି ମହିଳା ଲୋକ ମାନକୁ ଡାକି ବାରେ ଲାଗିଛି । କିନ୍ତୁ ଲୋକ ମାନେ ଆସିବା ବେଳକୁ ଚୋରି କରି ଚୋର କୁଆଡେ ପଳେଇ ଯାଉଛି । ଆପଣ ମାନେ ଥରେ ଚିନ୍ତା କରନ୍ତୁ ଏ ସମାଜ ଏତେ ଖରାପ ହୋଇ ଗଲାଣି । ଯଦି ଟାଣି ନେଉ ଥିବା ଚେନ ରେ ମହିଳା ର ବେକ କାଟି ଯାଇ ଥାନ୍ତା ଓ ମହିଳା ଟି ମରି ଯାଇ ଥାନ୍ତା ତାହାଲେ କଣ ହେଇ ଥାନ୍ତା ।

ଚୋର କିନ୍ତୁ ଏ ଗୁଡାକ କିଛି ଭାବୁନି , ସେ କେମିତି ଚୋରି କରିବ ଆଉ ଫେରାର ହେବ ତାର କେବଳ ସେହି ଗୋଟିଏ ଚିନ୍ତା । ତେଣୁ ଆପଣ ମାନେ ସବୁ ବେଳେ ସତର୍କ ରୁହନ୍ତୁ । ମଣିଷ ମାନେ ଆଜି କାଲି ଦୁନିଆରେ ବହୁତ ଭୟଙ୍କର ହୋଇ ପଡି ଲେଣି । ତେବେ ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ଏହି ଭିଡିଓ ଟିକୁ ଦେଖି ବହୁତ ନିନ୍ଦା କରୁ ଛନ୍ତି । ଜୀବନ ରେ କେବେ ଚୋରି କରିବେ ନାହିଁ , ଚୋରି ଧନ ଘରେ ରୁହେନି । ତେବେ ଏହା ଥିଲା ସେହି ଭିଡିଓ ,ଯାହା ଆଜି ବହୁତ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।