୧ ଦିନରେ ଋତୁସ୍ରାବ ହେବ, ରାତିରେ ଶୋଇଲା ବେଳେ ପିଅନ୍ତୁ |

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଲାଗିକି ରହିଥାଏ | ଆଉ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ | ତେବେ ବିଶେଷ କରିକି ଆମେ ଜାଣିଛୁ କି ଋତୁଶ୍ରାବ ବା ପିରିୟଡ଼ସ ଜନିତ ସମସ୍ୟା ମାନ ଆମ ମହିଳା ମାନଙ୍କ ପାଖରେ ପ୍ରାୟ ଦେଖା ଯାଇଥାଏ | ଆଉ ଠିକ ସମୟରେ ପିରିୟଡ଼ସ ନ ହେବା ଓ ପେଟ ରେ ଯନ୍ତ୍ରଣା ହେବା ଏଭଳି ଏକ ସମସ୍ୟା ଯାହା ଦ୍ୱାରା ମହିଳା ମାନେ ବିଭିନ୍ନ ପ୍ରକାରର ସମସ୍ୟା ରେ ପଡିଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ଆଲୋଚନା କରିବା ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ | ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |

ତେବେ ଯଦି ଆପଣଙ୍କର ପିରିୟଡ଼ସ ମାସକୁ ମାସ ହେଉନି ଲେଟ ହେଉଛି ବା ଆପଣଙ୍କର ପିରିୟଡ଼ସ ହେଲେ ପେଟ ଯନ୍ତ୍ରଣା ହେଉଛି ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ର ବ୍ୟବାହାର ଣ କରି ଘରେଇ ଉପଚାର ବ୍ୟବହାର କରି ଏହି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା |


ଆବଶ୍ୟକୀୟ ଉପକରଣ :-ଅଦା, ଜିରା, ମହୁ, ବ୍ରାଉନ ରଙ୍ଗ ର ସୁଗାର

ପ୍ରସ୍ତୁତି ପ୍ରଣାଳୀ :-1- ତେବେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରଥମ ଉପଚାର ଟି ପ୍ରସ୍ତୁତି ପାଇଁ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଅଦା ର | ତେବେ ଆପଣ ପ୍ରଥମେ ଏକ କଢେଇ ରେ ପାଣି ନେଇ ତାହା କୁ ଗରମ କରିବେ, ଆଉ ସେଠି 3-4 ଖଣ୍ଡ ଅଦା ପକାଇବେ | ଆଉ ତାହାକୁ 10-15 ମିନିଟ ପର୍ଯ୍ୟନ୍ତ ଫୁଟାଇବେ | ଅଦା ର ସମ୍ପୂର୍ଣ୍ଣ ଗୁଣ ପାଣିରେ ମିଶିଗଲା ପରେ ତାହାକୁ ଛାଣି ଦେବେ ଓ ତାହା ଥଣ୍ଡା ହେଲା ପରେ ସେଥିରେ ଗୋଟିଏ ଚାମଚ ମହୁ ମିଶାଇବେ |ଏବେ ଆମର ପ୍ରଥମ ଉପଚାର ଟି ପ୍ରସ୍ତୁତ ହୋଇଗଲା |

2ୟ ଉପଚାର- 2ୟ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମେ ପ୍ରଥମେ ପାଣି ନେଇ କଢେଇରେ ଗରମ କରିବା | ତାହା ପରେ ସେଥିରେ ଆମେ ଗୋଟିଏ ଚାମଚ ଜିରା ପକାଇ ଭଲ ଭାବରେ ଫୁଟାଇବା | ଆଉ 10 -15 ମିନିଟ ଫୁଟିଲା ପରେ ଜିରା ର ସମ୍ପୂର୍ଣ୍ଣ ଗୁଣ ପାଣି ରେ ମିଶିଯାଇଥିବ ତାହା ପରେ ସେହି ପାଣିକି ଛାଣି ଦେବା | ଆଉ ତାହାକୁ ଆମେ କାଢି ସେଥିରେ ଗୋଟିଏ ଚାମଚ ବ୍ରାଉନ ରଙ୍ଗର ସୁଗାର ମିଶାଇ ପିଇବା |

ବ୍ୟବହାର :-ଏହି ଘରେଇ ଉପଚାର କୁ ଆମେ ମାନେ ପିରିୟଡ଼ସ ଲେଟ ହେଉଥିଲେ ଖାଇ ସାରିଲା ପରେ ରାତିରେ ପିଇବା | ଆଉ ପ୍ରଥମେ ଅଦା ର ଉପଚାର କୁ ବ୍ୟବହାର କରିବା |ତେବେ ଏହି ଭଳି ଭାବରେ ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଋତୁଶ୍ରାବ ବା ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |