Pregnancy Tips – periods ର ସଠିକ୍ କେତେଦିନ ପରେ ଗୋଟେ ମହିଳା Pregnant ହୋଇଥାଏ ଜାଣନ୍ତୁ……

ଜଣେ ନାରୀ ସବୁ ପ୍ରକାର ରୂପ ନେଇ ଥାଏ । କେତେ ବେଳେ ସେ ଝିଅ ତ କେତେ ବେଳେ ସେ କାହାର ବୋହୁ ହୋଇ ଥାଏ , ତ କେତେ ବେଳେ ସେ ମା ହୋଇ ଥାଏ । ମା ହେବା ପାଇଁ କେଉଁ ନାରୀ ନ ଛନ୍ତି । ନାରୀ ମାନେ ସବୁ ଠାରୁ ବେଶୀ ଖିସି ହୋଇ ଥାନ୍ତି ଯେତେ ବେଳେ ସେମାନେ ମା ହୋଇ ଯାଇ ଥାନ୍ତି । ଆଉ ମା ହେବା ପରେ ସେମାନେ ତାଙ୍କର ସବୁ କିଛି ବ୍ୟବହାର କୁ ବଦଳେଇ ଦେଇ ଥାନ୍ତି । ପିରିଅଡ୍ସ ର କେତେ ଦିନ ମଧ୍ୟ ରେ ଜଣେ ମା ହୋଇ ଥାଏ ।

ଏହି କଥା ଟି ସମସ୍ତେ ଜାଣି ନ ଥାନ୍ତି । କିନ୍ତୁ ଏହି କଥା ଗୁଡିକ ଝିଅ ମାନେ ନିହାତି ଜାଣିବା ଦରକାର । ପିରିଅଡ୍ସ ପରେ ଆପଣ ସଂଗେ ସଂଗେ ଜାଣି ପାରିବେ ନାହିଁ । ଏହା 20 ଦିନ ପରେ ଜଣା ପଡି ଥାଏ । ତେବେ ଆସନ୍ତୁ ଏହି ବିଷୟରେ କିଛି କଥା ଜାଣିବା । ଆଜି ଆମେ ଯେଉଁ ଗୁପ୍ତ କଥା ଗୁଡିକ କହିବା ପାଇଁ ଯାଉଛୁ ପ୍ରାୟ ଆପଣ ଏହି କଥା ଗୁଡିକ ଜାଣି ନ ଥିବେ ।

ତେବେ ଏହି କଥା ଗୁଡିକ ସମସ୍ତେ ଜାଣିବା ନିହାତି ଅଵଶ୍ୟକ । ମହିଳା ମାନଙ୍କର ପ୍ରତି ମାସରେ ପିରିଅଡ୍ସ ହୋଇ ଥାଏ । ଏହା ସାତ ଦିନ ପର୍ଯ୍ୟନ୍ତ ହୋଇ ଥାଏ । ଏହି ମାସ ମଧ୍ୟ ରେ ଅଭ୍ୟୁଲସନ ହୋଇ ଥାଏ । ଯାହା 14 ରୁ 18 ଦିନ ଭିତରେ ହୋଇ ଥାଏ । ଡାକ୍ତର ଙ୍କର କହିବା ଅନୁ ସାରେ ପିରିଅଡ୍ସ ହେବାର ସାତ ଦିନ ପରେ ଏହି ଅଭ୍ୟୁଲସନ ଶରୀର ରେ ଦେଖା ଦେଇ ଥାଏ । ତାହା 24 ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ ରହି ଥାଏ । ତେବେ ଏହି ସମୟ ମଧ୍ୟରେ ଅର୍ଥାତ ପିରିଅଡ୍ସ ହେବାର 6 ରୁ 7 ଦିନ ମଧ୍ୟ ରେ ଏହା ସକ୍ରିୟ ହୋଇ ଥାଏ । ଏହା ସକ୍ରିୟ ହେବା ପରେ ସେହି ଦିନ ଯଦି ପୁରୁଷ ନାରୀ ସହିତ ଶାରୀରିକ ସମ୍ପର୍କ ରଖି ଥାଏ ।

ଅର୍ଥାତ ଯଦି ପୁରୁଷଙ୍କ ଶୁକ୍ରାଣୁ କିମ୍ବା ସ୍ପର୍ମ ଏଗ ମଧ୍ୟରେ ପ୍ରବେଶ କରି ଥାଏ । ତାହାଲେ ଜାଣିବେ ଯେ ଆପଣଙ୍କ ପେଟରେ ପିଲା ରହିବ କି ନାହିଁ । ତାହାଲେ ଏହା 20 ଦିନ ଭିତରେ ଆପଣ ଏହାକୁ ଜାଣି ପାରିବେ । ତେବେ ଆପଣ ମାନକୁ ଧୀରେ ଧୀରେ ମା ହେବାର ସବୁ ଗୁଣ ଆପଣଂକୁ ଦେଖା ଯିବ , ଅର୍ଥାତ ଆପଣଂକୁ ବାନ୍ତି ହେବ , ଅଧିକ ଖୋଟା ଖାଇବା ପାଇଁ ଇଚ୍ଛା ହେବ । ମା ହେବାର ଲକ୍ଷଣ ଆପଣଂକୁ ଦେଖା ଗଲେ ଆପଣ ଜାଣିବେ ଯେ ପେଟରେ ପିଲା ରହିବ କି ନାହିଁ । ମନେ ରଖି ଥିବେ ଏହା 20 ଦିନ ଭିତରେ ଆପଣଂକୁ ଜଣାଇ ଦେଵ । ତେବେ ଏହା ଥିଲା ଆଜିର ବିଷୟ ବସ୍ତୁ । ଆଶା କରାଯାଏ ଆପଣଂକ କାମରେ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।